8th Pay Commission: ଏମାନଙ୍କୁ ମିଳିବନି ବର୍ଦ୍ଧିତ ଦରମା, ପେନସନ, ଭତ୍ତାର ଲାଭ; ଏ ହେଉଛି ପ୍ରକୃତ କାରଣ
ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ରହିଛି, କାରଣ ଏହା ସେମାନଙ୍କ ଦରମା, ପେନସନ ଏବଂ ଭତ୍ତାଗୁଡ଼ିକରେ ପରିବର୍ତ୍ତନ ଆଣିବାର ଆଶା କରାଯାଉଛି। କିନ୍ତୁ, ଏକ…
