ହ୍ୱାଟସଆପ୍‌ରେ ଆସିଲା ବଡ଼ ପରିବର୍ତ୍ତନ : ବିନା ଫୋନ୍ ନମ୍ବରରେ କରନ୍ତୁ ମେସେଜ୍, ଜାଣନ୍ତୁ କେମିତି?

ଭୁବନେଶ୍ୱର : ଇନଷ୍ଟାଂଟ ମେସେଜିଙ୍ଗ ପ୍ଲାଟଫର୍ମ ହ୍ୱାଟସଆପ ଏକ ନୂଆ ଫିଚର ଆଣିଛି, ଯାହା ଦ୍ୱାରା ଉପଭୋକ୍ତା ନିଜର ଫୋନ ନମ୍ବର ସେୟାର ନକରି ହ୍ୱାଟସଆପ ମାଧ୍ୟମରେ ଚ୍ୟାଟିଙ୍ଗ କରିପାରିବେ । ଏହି ଫିଚରର ନାମ ‘ୟୁଜରନେମ’…

ଇସ୍ତଫା ପୂର୍ବରୁ ମୋଦି ଓ ଶାହାଙ୍କୁ ଭେଟିବେ ନୀତିଶ, ଦିଲ୍ଲୀରେ କ’ଣ ହେବ ଆଲୋଚନା ?

ପାଟନା/ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଦୀର୍ଘ ଦୁଇ ଦଶନ୍ଧି ଧରି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ନୀତିଶ କୁମାର ଏବେ ମୁଖ୍ୟମନ୍ତ୍ରୀ ପଦରୁ…

PSL ସିଡ୍ୟୁଲ୍ ଉପରେ ବର୍ଷିଲେ ଆଷ୍ଟନ ଟର୍ନର: କହିଲେ “କମ୍ବଳ ତକିଆ ଆଣ, ଏଇଠି ଶୋଇପଡ଼ିବି”

ନୂଆଦିଲ୍ଲୀ: ଭାରତରେ ଆଇପିଏଲ୍ (IPL) ଚାଲିଥିବା ବେଳେ ପାକିସ୍ତାନରେ ପିଏସଏଲ୍ (PSL) ଖେଳାଯାଉଛି। ପାକିସ୍ତାନୀ ଟି-୨୦ ଲିଗ୍‌ରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି, ତଥାପି ମୁଲ୍ତାନ ସୁଲ୍ତାନ ଦଳକୁ ଲଗାତାର ଦୁଇ ଦିନ…

ଆମେରିକା-ଇରାନ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିକୁ ଭାରତ ସ୍ୱାଗତ କରିବା ସହ ଏହା ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ…

ଯୁଦ୍ଧବିରତି ପରେ ଭାରତ ଓ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଲା ଇରାନ

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ସହିତ ପ୍ରାୟ ୪୦ ଦିନ ଧରି ଚାଲିଥିବା ଯୁଦ୍ଧ ବନ୍ଦ ହେବା ପରେ, ଇରାନ ଏହି ସମୟ ମଧ୍ୟରେ ଭାରତ ଏବଂ ଭାରତୀୟଙ୍କ ଭୂମିକାକୁ ଖୁବ୍ ପ୍ରଶଂସା କରିଛି। ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ…

“ମୁଁ ଜଣେ ମୂଲିଆ..” କଥାରେ କଥାରେ ଚୟନକର୍ତ୍ତାଙ୍କୁ ତାତ୍ସଲ୍ୟ କଲେ ଶାମୀ

କୋଲକତା : ସନରାଇଜର ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଂଟସ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଷ୍ଟାର ଖେଳାଳୀ ମହମ୍ମଦ ଶାମୀ ନିଜ ହୋମ ଗ୍ରାଉଣ୍ଡ ଇଡେନ ଗାର୍ଡେନକୁ ପ୍ରତ୍ୟୋବର୍ତ୍ତନ…

ବଦଳିଲା LPG ବିତରଣ ନିୟମ: ଜାଣନ୍ତୁ ଆପଣଙ୍କ ରାଜ୍ୟ ଓ ଶିଳ୍ପ ଉପରେ କି ପ୍ରଭାବ ପଡ଼ିବ

ଭୁବନଶ୍ୱେର : ଦେଶରେ କେନ୍ଦ୍ର ସରକାର ଏଲପିଜି ଯୋଗାଣ କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଏଲପିଜି ଯୋଗାଣ ପାଇଁ ଏକ ନୂଆ ବିତରଣ ଫର୍ମୁଲା ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଶିଳ୍ପ କ୍ଷେତ୍ରକୁ ଆଶ୍ୱସ୍ତି ଦେବା…

୫୦୦୦ ବର୍ଷର ପ୍ରାଚୀନ ଜଳପଥ ଏହି ‘ହର୍ମୁଜ ପ୍ରଣାଳୀ’ : କେମିତି ହେଲା ଏହା ବିଶ୍ୱ ବାଣିଜ୍ୟର ହୃଦୟ?

ନୂଆଦିଲ୍ଲୀ : ହର୍ମୁଜ ପ୍ରଣାଳୀ ପେଟ୍ରୋଲିୟମ ସମୃଦ୍ଧ ଦେଶ ଗୁଡିକୁ ଯୋଡିବା ପାଇଁ ଏକ ଏକମାତ୍ର ସାମୁଦ୍ରିକ ମାର୍ଗ ଅଟେ । ଫାରସ ପାଶ୍ୱର୍ ପଶ୍ଚିମରେ ଅଛି ଏବଂ ଏହା ଓମାନ ଉପସାଗର ଓ ଆରବ ସାଗର ଦ୍ୱାରା ଘେରି ହୋଇ ରହିଛି…

ଯୁଦ୍ଧବିରତି ମାନିଲାନି ଇରାନ, ୫ଟି ଦେଶ ଉପରେ ଏକାସାଙ୍ଗେ ମାଡ କଲା ମିସାଇଲ୍!

ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଶାନ୍ତିର ଆଶା ସେତେବେଳେ ଧୂଳିସାତ୍ ହୋଇଗଲା, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ପରେ ତୁରନ୍ତ ଇରାନ ଉପରେ ମିସାଇଲ୍ ମାଡ଼ ହୋଇଥିବା ଅଭିଯୋଗ…

ଯୁଦ୍ଧବିରତି ପରେ ଗ୍ରାହକଙ୍କୁ ଝଟକା : ସୁନା ₹୧.୫ ଲକ୍ଷ ପାର୍, ରୁପା କିଲୋ ₹୨.୪ ଲକ୍ଷ !

ନୂଆଦିଲ୍ଲୀ: ଏପ୍ରିଲ ୮ ତାରିଖରେ ସୁନା ଏବଂ ରୁପା ଦର ସମସ୍ତ ରେକର୍ଡ ଭାଙ୍ଗିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ରୁପା ମୂଲ୍ୟରେ ୬% ର ବଡ଼ ଧରଣର ବୃଦ୍ଧି ଘଟିଛି। ଏଥିସହ ରୁପା କିଲୋଗ୍ରାମ ପିଛା ୧୩,୦୦୦ ଟଙ୍କା…