ଘରେ ପାରାର ପ୍ରବେଶ ଦେଇଥାଏ ଏହି ସଂକେତ; ଜାଣନ୍ତୁ ଏହା ଶୁଭ ନା ଅଶୁଭ ?

ଧର୍ମ- ଶାସ୍ତ୍ରରେ ଏପରି କିଛି କଥା ବା ଘଟଣା ରହିଛି ଯାହାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏହି ଘଟଣା ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ମଧ୍ୟ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ହିନ୍ଦୁ ଧର୍ମରେ…

ଫିଫା ବିଶ୍ୱକପ୍: ଭାଙ୍ଗିଲା ନେଦରଲାଣ୍ଡସ୍ ର ଫାଇନାଲକୁ ଯିବା ସ୍ୱପ୍ନ ସେମିରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା-କ୍ରୋଏସିଆ

ନୂଆଦିଲ୍ଲୀ: ନଭେମ୍ବର ୧୯ରୁ କାରତାରେ ଚାଲିଥିବା ଫିଫା ବିଶ୍ୱକପ୍ ୨୦୨୨ ଏବେ ରୋମାଞ୍ଚକର ମୋଡରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲରେ ନେଦରଲାଣ୍ଡସକୁ ହରାଇ ଆର୍ଜେଣ୍ଟିନା ସେମିରେ ପହଞ୍ଚିଛି । ତେବେ ୪-୩…

୧୭ ଜାନୁଆରୀରୁ ଆରମ୍ଭ ହେବ ଶନିଙ୍କ ରାଜଯୋଗ; ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ପଡିବ ଶନିଙ୍କ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଉ ମାତ୍ର କିଛି ଦିନ ପରେ ନୂତନ ବର୍ଷ ଆରମ୍ଭ ହେବ । ଫଳରେ ବର୍ଷ ଆରମ୍ଭରୁ ହିଁ ଗ୍ରହ ନକ୍ଷତ୍ରମାନେ ସେମାନଙ୍କ ଚଳନ ଆରମ୍ଭ କରିବେ । ତେବେ ନ୍ୟାୟର ଦେବତା ଶନି ମଧ୍ୟ ନୂତନ ବର୍ଷ ଅର୍ଥାତ…

ଅଜୁର୍ନ କପରୁଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମଲାଇକା: କହିଲେ ଅର୍ଜୁନ ହେଉଛନ୍ତି…

ମୁମ୍ବାଇ: ବଲିଉଡର ଫିଟନେସ କୁଇନ୍ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ କିଛି ୟୁର୍ଜସ ମଲାଇକାକଙ୍କୁ ଟ୍ରୋଲ କରୁଥିବା ମଧ୍ୟ ଜଣାପଡିଛି । ଫଳରେ ଏହି…

ଓଡିଶା ବାହାରେ କମାଲ ଦେଖାଇବ ଓଡିଆ ଫିଲ୍ମ ‘ପ୍ରତୀକ୍ଷା’; ବେଙ୍ଗାଲୁର , ମୁମ୍ବାଇ ଓ ପୁଣେରେ ହେବ ରିଲିଜ

ଭୁବନେଶ୍ୱର: ଅନେକ ସମୟ ପରେ ପୁଣିଥରେ ଓଡିଆ ଚଳଚ୍ଚିତ୍ରର ରୂପରେଖ ବଦଳିବାରେ ଲାଗିଛି । ଫଳରେ ଲୋକେ ପୂର୍ବଭଳି ଓଡିଆ ସିନେମାକୁ ଭଲପାଇବାକୁ ଆରମ୍ଭ କରିଛନ୍ତି । ତେବେ ବାବୁସାନଙ୍କ ଅଭିନୀତ ଫିଲ୍ମ ‘ଦମନ’ ପରେ ଏବେ…

ଆଜିଠୁ ଆରମ୍ଭ ମାଟ୍ରିକ ସମେଟିଭ୍-୧ ଖାତା ଦେଖା; ମୂଲ୍ୟାୟନ କରିବେ ୧୨ ହଜାର ୪୫୦ ଜଣ ଶିକ୍ଷକ

ଭୁବନେଶ୍ୱର: ଆଜିଠାରୁ ମାଟ୍ରିକ ସମେଟିଭ୍-୧ ଖାତା ଦେଖା ଆରମ୍ଭ ହୋଇଛି । ଫଳରେ ଏନେଇ ମୋଟ ୧୨,୪୫୦ ଜଣ ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ନିୟୋଜିତ କରାଯାଇଛି । ତେବେ ଏହି ମାଟ୍ରିକ ସମେଟିଭେ୍-୧ ଖାତା ଦେଖା ୫୬ଟି…

ବିବାହ ଭୋଜିରେ ଅଘଟଣ; ୪ ମୃତ,୬୦ ଆହତ

ରାଜସ୍ଥାନ: ରାଜସ୍ଥାନର ଜୋଧପୁର ଭୁଙ୍ଗରା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଛିନ୍ତି । ତେବେ ସମସ୍ତ ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ବାତ୍ୟା ମାଣ୍ଡୋସ: ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତର ରୂପ ନେଇ ଉପକୂଳ ମୁହାଁ ହେଉଛି । ଫଳରେ ଏନେଇ ୩ ଜିଲ୍ଲାକୁ ସର୍ତକ ସୂଚନା ଦେଇଛନ୍ତି ଆଇଏମଡି । ବେଙ୍ଗଲପାଟୁ, ଭିଲୁପୁରମ୍ ଏବଂ କାଞ୍ଚିପୁରମକୁ…

୨୦୨୩ରେ ବଦଳିବ ଏହିସବୁ ବ୍ୟକ୍ତିଙ୍କ ଭାଗ୍ୟ; ହେବ ଧନ ବର୍ଷା, ମିଳିବ ଅନେକ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଉ ମାତ୍ର କିଛି ଦିନ ପରେ ନୂତନ ବର୍ଷ ଅରମ୍ଭ ହେବ । ତେବେ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ ଆଗାମୀ ନୂତନ ବର୍ଷ ୨୦୨୩ ସମସ୍ତଙ୍କ ପାଇଁ ଶୁଭ ଏବଂ ମଙ୍ଗଳମୟ ହେଉ । ତେବେ ଶାସ୍ତ୍ର…

ମୃତ୍ୟୁପରେ ଆପଣ କେଉଁ ରୂପରେ ନେବେ ପରଜନ୍ମ? ଗରୁଡ ପୁରାଣରେ କୁହାଯାଇଛି ଏହି ରହସ୍ୟ

ସନାତନ ଧର୍ମରେ ଜନ୍ମ-ଜନ୍ମାନ୍ତର କଥା କୁହାଯାଇଥାଏ । ଏଥିସହିତ ଏହି ଧର୍ମରେ ଅନେକ ଶାସ୍ତ୍ର, ପୁରାଣ ଅଦି ରହିଛି । ଯେଉଁଥିରେ ଜୀବନର ଅନେକ ରହସ୍ୟ ବିଷୟରେ ଉଲ୍ଲେଖ କରାଯାଇଛି । ତେବେ ଏହି ଶାସ୍ତ୍ର ମାନଙ୍କ ମଧ୍ୟରୁ…