Video:୭୫ ବର୍ଷ ପରେ ଗାଁକୁ ବିଦ୍ୟୁତ ଆସିବାରୁ ଖୁସିରେ ନାଚିବାକୁ ଲାଗିଲେ ଗାଁ ଲୋକେ; ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: ଜୀବନରେ ଯଦି ଆମେ କିଛି ଜିନିଷ ନୂଆ ଦେଖିଥାଉ ତେବେ ଆମ ମନରେ କିପରି ଖୁସି ଆସିଥାଏ ଆପଣ ତାହା ତ ନିଶ୍ଚିତ ଭାବେ ଜାଣିଥିବେ । ଗାଁରେ ରହୁଥିବା ଲୋକଙ୍କ ପାଇଁ ବଡ ଅଟ୍ଟାଳିକା ସ୍ୱପ୍ନ ହୋଇଥାଏ । କିନ୍ତୁ…