ଆପଣ ହଟ୍ ଓ୍ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି କି, ସତର୍କ ରୁହନ୍ତୁ, ଏହି ବ୍ୟାଗ ଫାଟିଯାଉଛି
ଲଣ୍ଡନ: ଆପଣ ହଟ୍ ଓ୍ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। ଏହା ଆପଣଙ୍କ ପାଇଁ ଆତ୍ମଘାତୀ ହୋଇପାରେ। ନିକଟରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ସମସ୍ୟା ଦେଖିବାକୁ ମିଳିଛି।
ହଟ୍ ଓ୍ୱାଟର…
