fbpx

Income Tax ଦେଉଥିବା ଲୋକଙ୍କୁ ଏଥର ମିଳିବ ବଡ଼ ଖୁସିଖବର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ଘୋଷଣା !

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି । କେନ୍ଦ୍ର ବଜେଟର ଉପସ୍ଥାପନା ପାଇଁ ୬୦ ଦିନରୁ କମ୍ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ବଜେଟକୁ ନେଇ ପ୍ରତ୍ୟେକ ଥର ପରି…

୮ରେ ଲ୍ୟାଣ୍ଡଫଲ୍ କରିବ ‘ମାଣ୍ଡସ’: ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାରେ ବର୍ଷା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୦ ଓ ୧୧ ତାରିଖରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ…

ଖାଇବା ପରେ ପିଅନ୍ତୁ ଏହି ୨ଟି ମସଲା ପାଣି: ରହିବନି ହଜମ ସମସ୍ୟା

ଅନେକ ଲୋକଙ୍କର ହଜମ ସମସ୍ୟା ରହିଛି । ଯଦି ସେମାନେ ଖାଦ୍ୟ ଖାଇବା ପରେ ଜିରା ଓ ଜୁଆଣି ମଞ୍ଜି ପାଣି ଖାଆନ୍ତି, ତେବେ ଏହା ଦ୍ୱାରା ଅନେକ ସମସ୍ୟା ଦୂର ହୋଇପାରିବ। ଏପରି ପରିସ୍ଥିତିରେ ଲୋକମାନେ ଜିରା ଓ ଜୁଆଣି ମଞ୍ଜିରୁ…

କିଡନୀ ଖରାପ କରିପାରେ ଆପଣଙ୍କ ଏହି ଅଭ୍ୟାସ: ଜାଣନ୍ତୁ କିପରି

ଯୁଗ ବଦଳିବା ସହ ଲାଇଫଷ୍ଟାଇଲ ବଦଳିବାରେ ଲାଗିଛି । କିନ୍ତୁ ସୁସ୍ଥ ଶରୀର ପାଇଁ ଆପଣଙ୍କର କିଡନୀ ନିହାତି ଜରୁରୀ। କିଡନୀ ସାହାଯ୍ୟରେ ଏହା ଆପଣଙ୍କ ଶରୀରକୁ ଡିଟକ୍ସାଇଫ କରିବାରେ ସାହାଯ୍ୟ କରେ। କିନ୍ତୁ କିଛି ଖରାପ…

କେଉଁ ଦିନ ଜନ୍ମ ହୋଇଛନ୍ତି ଆପଣ ? ଦିନ ହିସାବରେ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ

ନିଜ ରାଶି, ରାଶିଫଳ ଓ ଜନ୍ମ ତିଥି ଅନୁସାରେ ଲୋକଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି ଆପଣ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି, ପ୍ରତ୍ୟେକ ଦିନରେ ମଧ୍ୟ ଅଲଗା ଅଲଗା ଶକ୍ତି ରହିଛି । ଏହା ସେହି ଦିନ ଜନ୍ମ…

ଶୋଇବା ପୂର୍ବରୁ ଗୋଡରେ କରନ୍ତୁ ସୋରିଷ ତେଲ ମସାଜ୍: ବ୍ଲଡ ସର୍କୁଲେସନ ତୀବ୍ର ହେବା ସହ ଚମକିବ ସ୍କିନ୍

ଆଗ କାଳରେ ଜେଜେ-ଜେଜେମା’ମାନେ ପାଦରେ ସୋରିଷ ତେଲ ମସାଜ କରିବାକୁ କୁହନ୍ତି । ତାଙ୍କ କହିବା ଅର୍ଥ, ପାଦରେ ଆମ ଶରୀର ସହିତ ଜଡିତ ସମସ୍ତ ଆକ୍ୟୁପ୍ରେସର ପଏଣ୍ଟ ଅଛି । ଯେତେବେଳେ ଆପଣ ପାଦରେ ସୋରିଷ ତେଲ ମସାଜ କରନ୍ତି,…

ଚୀନ ପରେ ଏବେ ଜାପାନର ଏହି ଭାଇରସ କରିବ କି ତାଣ୍ଡବ ? ଜାଣନ୍ତୁ ଲକ୍ଷଣ ଓ ବର୍ତ୍ତିବାର ଉପାୟ

ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସ ପରେ ଏବେ ଜାପାନର ଇନସେଫାଲାଇଟିସ୍ ଭାଇରସ ବଢ଼ିବାରେ ଲାଗିଲାଣି । ଏହି ଭାଇରସ ଏସିଆରେ ଭାଇରାଲ ଇନସେଫାଲାଇଟିସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ। ଏହା ଏକ ମଶା ଜନିତ…

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ସମୟରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ: ଶୁଣିଲେ ଖୁସି ହୋଇଯିବେ ଆପଣ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ବି ପେଟ୍ରୋଲ-ଡିଜେଲର ବଢ଼ୁଥିବା ମୂଲ୍ୟକୁ ନେଇ ଚିନ୍ତିତ, ତେବେ ଏହି ଖବରଟି ଆପଣଙ୍କୁ ଆରାମ ଦେଇପାରେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ଘର ତିଆରି କରୁଥିବା ଲୋକଙ୍କ ପାଇଁ ଖରାପ ଖବର! ଲୁହା ରଡ ପରେ ମହଙ୍ଗା ହୋଇଗଲା ଏହି ଜିନିଷ

ନୂଆଦିଲ୍ଲୀ: ଯଦି ଆପଣ ଘର ନିର୍ମାଣ କରୁଛନ୍ତି ବା ନିକଟ ଭବିଷ୍ୟତରେ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ପଢ଼ିବା ପରେ ଆପଣଙ୍କୁ ଝଟକା ଲାଗିବ । ସମଗ୍ର ଦେଶରେ ଗତ କିଛି ଦିନ ହେବ ସିମେଣ୍ଟ ମୂଲ୍ୟ…

ଏମିତି ସ୍ତ୍ରୀ ସମସ୍ତଙ୍କୁ ମିଳୁ! ଛାଡ଼ପତ୍ର ପରେ ପୂର୍ବ ସ୍ୱାମୀଙ୍କ ପାଇଁ ଖୋଜିଦେଲେ ପ୍ରେମିକା

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଛାଡ଼୍ରପତ୍ର ପରେ ସ୍ୱାମୀ-ସ୍ତ୍ରୀ ପରସ୍ପରର ମୁହଁ ଦେଖିବାକୁ ଚାହୁଁନାହାନ୍ତି ତ’ ଆଉ କିଛି ଅଧା ସମ୍ପତ୍ତି ନେବା ପାଇଁ କୋର୍ଟରେ ପହଞ୍ଚିଯାଆନ୍ତି । କିନ୍ତୁ ଆମେରିକାର ଇଣ୍ଡିୟାନାରେ…