fbpx

ବାହାଘର ହେବାରେ ହେଉଛି କି ବିଳମ୍ବ ? ତେବେ ଆପଣାନ୍ତୁ ଏହି ଟିପ୍ସ

ବିବାହ ଏକ ପବିତ୍ର ବନ୍ଧନ । ସମସ୍ତଙ୍କ ମନରେ ଇଚ୍ଛା ରହିଥାଏ ଯେ ବିବାହ ଦିନ କେବେ ଆସିବ । ଆଉ ସେହି ବିବାହ କିପରି ଧୁମ୍‌ ଧାମ୍‌ରେ ହେବ ସେନେଇ ସମସ୍ତେ ଖୁବ୍‌ ତତ୍ପର ରହିଥାଆନ୍ତି । ମାତ୍ର କେତେକ ସମୟରେ ଦେଖାଯାଏ,…

ଇତିହାସ ରଚିଲା ପୁଷ୍ପା ୨! ରିଲିଜ୍ ପୂର୍ବରୁ କଲା ୧୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ: ସାଉଥ୍ ସିନେମା ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍’ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିର୍ମାତାମାନେ ସୁପରଷ୍ଟାରଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର…

ହିମାଚଳ ପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା: ବିଜେପିରେ ସାମିଲ ହୋଇପାରନ୍ତି ପ୍ରଭାରୀ ସଚିବ ତାଜିନ୍ଦର ସିଂ

+ ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କଂଗ୍ରେସ ଏକ ଝଟକା ଲାଗିଛି । ରାଜ୍ୟର ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ତାଜିନ୍ଦର ସିଂ ବିଟୁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ,…

କ’ଣ ଆପଣଙ୍କ ପିଲା ଖାଇବା ସମୟରେ କରୁଛନ୍ତି କି ଏହି ଭୁଲ? ତେବେ ଶିଖାନ୍ତୁ ଏହି ୫ଟି ଅଭ୍ୟାସ

ପିଲାମାନଙ୍କୁ ଆରମ୍ଭରୁ ସୁସ୍ଥ ଖାଦ୍ୟ ଖାଇବାର ଅଭ୍ୟାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ସେ ସାରା ଜୀବନ ସୁସ୍ଥ ରୁହନ୍ତି । ଏହା ବ୍ୟତୀତ ପିଲାମାନଙ୍କ ମଧ୍ୟରେ କିଛି ଅଭ୍ୟାସ ଅଛି ଯାହା ରହିବା ଉଚିତ୍…

OpenAI ଭାରତରେ କଲା ପ୍ରଥମ ନିଯୁକ୍ତି, ପ୍ରଜ୍ଞା ମିଶ୍ରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ : ChatGPT କରୁଥିବା କମ୍ପାନୀ ଓପନଏଆଇ ଭାରତରେ ନିଜର ପ୍ରଥମ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । କମ୍ପାନୀ ଟ୍ରୁକଲରରେ ଜନସମ୍ପର୍କ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରଜ୍ଞା ମିଶ୍ରଙ୍କୁ ଏହାର ପ୍ରଥମ…

(Video)ଇରାନ ପରେ ଇରାକରେ ଏୟାର ଷ୍ଟ୍ରାଇକ୍: ମିଲିଟାରୀ ବେସରେ ଜବରଦସ୍ତ ବିସ୍ଫୋରଣ, ଇସ୍ରାଏଲ ଉପରେ ଆକ୍ରମଣର ସନ୍ଦେହ

ନୂଆଦିଲ୍ଲୀ: ଇରାକର 'ଲୋକପ୍ରିୟ ମୋବାଇଲାଇଜେସନ୍ ଫୋର୍ସ' (ପିଏମଏଫ) କହିଛି ଯେ ଶୁକ୍ରବାର (ଏପ୍ରିଲ ୧୯) ରାତିରେ ଏହାର କଲସୋ ମିଲିଟାରୀ ବେସର କମାଣ୍ଡ ପୋଷ୍ଟରେ ଏକ ଜବରଦସ୍ତ ବିସ୍ଫୋରଣ ଘଟିଛି । କାଲସୋ ମିଲିଟାରୀ…

ଅବୈଧ ସମ୍ବନ୍ଧ ଛାଡ଼ପତ୍ରର କାରଣ ହୋଇପାରେ, ପିଲାଙ୍କ କଷ୍ଟଡୀ ପାଇଁ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଜଣେ ନଅ ବର୍ଷର ଝିଅକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରି କହିଛନ୍ତି ଯେ ବ୍ୟଭିଚାର ବା ଅବୈଧ ସମ୍ବନ୍ଧ ଛାଡପତ୍ରର କାରଣ ହୋଇପାରେ କିନ୍ତୁ ଶିଶୁର କଷ୍ଟଡୀ ପାଇଁ ନୁହେଁ । ଜଷ୍ଟିସ୍ ରାଜେଶ…

ପରଟା ସହ ଚା’ କରୁଛନ୍ତି କି ସେବନ ? ଡାଇବେଟିସ ସହ ହୋଇପାରେ ଏହିସବୁ ସମସ୍ୟା

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଖାଦ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ସଠିକ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ…

ଆସନ୍ତା ୨୪ରୁ ଆରମ୍ଭ ହେବ OSSSC ଦ୍ୱାରା ପରିଚାଳିତ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭ୍‌ଷ୍ଟକ୍‌ ଇନ୍ସପେକ୍ଟର୍‌ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭ୍‌ଷ୍ଟକ୍‌ ଇନ୍ସପେକ୍ଟର ପରୀକ୍ଷା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ମେ' ୭ ତାରିଖ…

ଖରାଦିନେ ଏସି ବିଲ୍କୁ ନେଇ ମୁଣ୍ଡରେ ହାତ ଦେଉଛନ୍ତି କି ? ତେବେ ଏହି ମୋଡରେ ଚଲାନ୍ତୁ, କମିଯିବ ବିଜୁଳି ବିଲ୍

ଦିନକୁ ଦିନ ଖରାର ପ୍ରକୋପ ବଢ଼ିବାରେ ଲାଗିଛି , ଯେଉଁଥିରୁ ତ୍ରାହି ପାଇବାକୁ ଲୋକମାନେ AC ଲଗାଉଛନ୍ତି । ଯଦି ଆପଣଙ୍କ ଘରେ କିମ୍ବା ଅଫିସରେ ଏସି ଅଛି, ତେବେ ଆପଣ ନିଶ୍ଚୟ ଦେଖିଥିବେ ଯେ ଏସିରେ ଅନେକ ମୋଡ୍ ଥାଏ । ତେବେ…