fbpx

ଏହି ସରକାରୀ ଯୋଜନାରେ ମିଳୁଛି ୩୦ ଲକ୍ଷ! ଜମା କରିବାକୁ ପଡିବ କେବଳ ୧୦,୧୦୦ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ୧୦,୧୦୦ ଟଙ୍କା ଜମା କରିବା ଉପରେ ଆପଣଙ୍କୁ ୩୦ ଲକ୍ଷ ଟଙ୍କା ଦେବେ ସରକାର । ଏଥିପାଇଁ ସରକାର ଏକ ଚିଠି ଜାରି କରିଛନ୍ତି । ତେବେ ଭାରତ ସରକାର ଓ ଅଶୋକ ସ୍ତମ୍ଭ ସହ ସର୍କୁଲେଟ ହୋଇଥିବା ଏକ ଚିଠିରେ ଦାବି…

ବଦଳିବ ପାଗ: ଓଡ଼ିଶାରେ କମିବ ବର୍ଷା, ବଢିବ ତାତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହେବ ଅବପାତ । ଓଡ଼ିଶାରେ ଉପରେ ଆଉ ପଡ଼ିବ ନାହିଁ ବାତ୍ୟାର ପ୍ରଭାବ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ…

ଚୀନର ରନୱେରୁ ଖସିଲା ତିବ୍ଦତ ଏୟାରଲାଇନ୍ସର ବିମାନ: ଲାଗିଲା ନିଆଁ, ଦେଖନ୍ତୁ Video

ବେଜିଂ: ତିବ୍ଦତ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି । ରିପୋର୍ଟ ଅନୁସାରେ, ତିବ୍ଦତ ଏୟାରଲାଇନ୍ସର ବିମାନ ଟିଭି୯୮୩୩ ପଶ୍ଚିମ ଚୀନର ଚୋଙ୍ଗକିଙ୍ଗ ଜିଆଙ୍ଗବେଇ ଅନ୍ତର୍ଜାତୀୟ ବିମାନବନ୍ଦରର…

ଶିଶୁ ଯୌନ ଶୋଷଣ ସମ୍ପର୍କରେ ସଚେତନତା ଆବଶ୍ୟକ: କଙ୍ଗନା ରାଣାୱତ୍

ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିଲେ ବଲିଉଡ୍ କ୍ୱିନ୍ କଙ୍ଗନା ରାଣାୱତ । ଟିଭି ଶୋ ‘ଲକ୍ଅପ୍’ରେ ଏଭଳି ଖୁଲାସା କରିଛନ୍ତି କଙ୍ଗନା । ଶୋ’ର ପ୍ରତିଯୋଗୀ ମୁନୱର ଫାରୁକୀ ତାଙ୍କ ଜୀବନର ଏକ ଗୁମର କଥା ସମସ୍ତଙ୍କ…

ରାତି ସାଢ଼େ ୨ଟାରେ ୧୦୦ ନମ୍ବର ଡାଏଲ୍ କଲା ମଦୁଆ: ପୋଲିସକୁ ପଚାରିଲା- ୨ ବୋତଲ ବିୟର ମିଳିବ କି?

ନୂଆଦିଲ୍ଲୀ: ବେଳେବେଳେ କିଛି ଲୋକ ମଦ ନିଶାରେ ଏପରି କିଛି କାମ କରିଦିଅନ୍ତି, ଯାହାକୁ କେହି ଆଶା ବି କରିପାରନ୍ତି ନାହିଁ । ମଦନିଶାରେ ଜଣେ ବ୍ୟକ୍ତି ଏପରି ଏକ ଆଶ୍ଚର୍ଯ୍ୟକର କାମ କରିଛନ୍ତି, ଯାହା ବିଷୟରେ କେହି ଭାବି…

ରେଲୱେର ବଡ଼ କାର୍ଯ୍ୟାନୁଷ୍ଠାନ: ୧୯ ବେପରୁଆ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ: ମାତ୍ର ଗୋଟିଏ ଦିନରେ ପ୍ରଥମ ଶ୍ରେଣୀର ୧୯ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି ରେଲୱେ ବୋର୍ଡ । କାମର ସମୀକ୍ଷା ପରେ ଅନେକ ଅଧିକାରୀ ଅକ୍ଷମ ଥିବା ଜଣାପଡିଥିଲା ଓ ତାଙ୍କୁ ବାରମ୍ବାର ଚେତାବନୀ…

ଇଡି କବଜାରେ ଜିତୁ ପଟ୍ଟନାୟକ: ସିଜ୍ ହେଲା ୧୩୩ କୋଟିର ସମ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ରେଡ୍ ବେଳେ ଠାବ ୧୩୩ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ସିଜ୍ ହୋଇଥିବା ଜଣାପଡିଛି । ଘରୁ…

ଓଡ଼ିଶାରେ ୪୩,୦୦୦ ଛାତ୍ରଛାତ୍ରୀ ଛାଡ଼ିଲେ ଦଶମ ଶ୍ରେଣୀ ପରୀକ୍ଷା: ସରକାର ବି ଆଶ୍ଚର୍ଯ୍ୟ, ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୪୩,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଛାଡ଼ି ଯିବାକୁ ନେଇ ସରକାର ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୪୩,୪୮୯ ଜଣ ଦଶମ…

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର: ଟିକେଟ୍ ବୁକିଂର ନିୟମ ବଦଳାଇଲା IRCTC

ନୂଆଦିଲ୍ଲୀ: ଯଦି ଆପଣ ସବୁବେଳେ ଟ୍ରେନରେ ଯାତ୍ରା କରୁଛନ୍ତି ଓ ଏଥିପାଇଁ ଆପଣ ଅନଲାଇନରେ ଟିକେଟ୍ ବୁକିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ଖବର । ଆଇଆରସିଟି ପକ୍ଷରୁ ଆପ୍ ଓ ୱେବସାଇଟ ମାଧ୍ୟମରେ ଟିକେଟ୍…

ଜିତୁ ପଟ୍ଟନାୟକଙ୍କ ଘରେ ଇଡି ରେଡ୍: ଭୁବନେଶ୍ୱର ଓ ଯୋଡ଼ାର ୨ଟି ଲେଖାଏଁ ସ୍ଥାନରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ମନି ଲଣ୍ଟ୍ରିଂ ମାମଲାରେ ଇଡି ଚଢ଼ାଉ କରିଥିବା ଜଣାପଡିଛି । ଭୁବନେଶ୍ୱରର ୨ଟି ଓ ଯୋଡ଼ାର ୨ଟି…