Breaking News ଏପ୍ରିଲରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ? ଦେଖନ୍ତୁ RBIର ଲିଷ୍ଟ୍ Sushreejyoti Routray Mar 29, 2022 ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷର ଆରମ୍ଭ ୧ ଏପ୍ରିଲ ୨୦୨୨ରୁ ହେବାକୁ ଯାଉଛି । ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ ବ୍ୟାଙ୍କରେ କୌଣସି କାମ ହୋଇନଥାଏ । ଏହା ସହ ଏପ୍ରିଲରେ ଅଲଗା ଅଲଗା ସ୍ଥାନରେ ମୋଟ ୩୦ ଦିନରୁ ୧୫ ଦିନ…
Breaking News ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ Sushreejyoti Routray Mar 29, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ ହୋଇଛନ୍ତି । ବିଳମ୍ବିତ ରାତିରେ ବାଣପୁର ସବଜେଲରୁ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ହଠାତ୍ ଅସୁସ୍ଥ…
Breaking News ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଖାଇବା ଶୁଭ ନା ଅଶୁଭ? ଜାଣନ୍ତୁ ମହାଭାରତରେ କ’ଣ କହିଥିଲେ ଭୀଷ୍ମ ପିତାମହ Sushreejyoti Routray Mar 29, 2022 ପ୍ରାୟତଃ କୁହାଯାଏ କି, ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଖାଇଲେ ପ୍ରେମ ବଢ଼ିଥାଏ । କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଏହାର ଫଳାଫଳ କିଛି ଅଲଗା ରହିଛି । ମହାଭାରତ ଯୁଦ୍ଧ ପରେ ଯେବେ ଭୀଷ୍ମ ପିତାମହ ଶରଶର୍ଯ୍ୟା ଉପରେ…
Breaking News ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ASIଙ୍କ ସହ କନେଷ୍ଟବଳ ନିଲମ୍ବିତ Sushreejyoti Routray Mar 29, 2022 ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ରାଜ୍ୟରେ ଚହଳ ପକାଇଛି । ଏହି ମାମଲାରେ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ୨…
Breaking News ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି UPSC ଟପର IAS ଟିନା ଡାବି, ଜାଣନ୍ତୁ କାହାସହ ପଡିବ ହାତଗଣ୍ଠି? Sushreejyoti Routray Mar 29, 2022 ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡରର ୨୦୧୬ ବ୍ୟାଚର UPSC ଟପର IAS ଟିନା ଡାବି ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗୱାଣ୍ଡେଙ୍କ ସହ ତାଙ୍କର ହାତଗଣ୍ଠି ପଡିବାକୁ ଯାଉଛି । ସୂତ୍ରରୁ…
Breaking News ଦେଶରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍ Sushreejyoti Routray Mar 29, 2022 ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ତେଲ ଦର ବଢ଼ିଛି । ଆଜି ପେଟ୍ରୋଲ ୮୦ ପଇସା ଓ ଡିଜେଲ ୭୦ ପଇସା ମହଙ୍ଗା ହୋଇଛି । ନୂଆ ବର୍ଦ୍ଧିତ ଦର ମଙ୍ଗଳବାର ସକାଳ…
Breaking News (ଦେଖନ୍ତୁ ଭିଡ଼ିଓ)ରାଜ୍ୟ ବାହାରେ ଲୁଚିଥିଲେ ଶର୍ମିଷ୍ଠା, ବସରେ ଫେରୁଥିବା ବେଳେ ଧରିଲା ପୋଲିସ: କ୍ରାଇମବ୍ରାଞ୍ଚ ADG Sushreejyoti Routray Mar 28, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଜି ଗିରଫ କରିଛି ପୋଲିସ । ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ…
Breaking News ଗାଈ ସହ ଦୁଷ୍କର୍ମ କରି ଧରାପଡିଲେ ଯୁବକ, ଉତ୍ତେଜନା ହେବାରୁ ରୁମରେ… Sushreejyoti Routray Mar 28, 2022 ଡେରାଡୁନ୍: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଆଲମ ଅନସାରୀ ନାମକ ଜଣେ ବ୍ୟକ୍ତି ଗାଈ ସହ ବଳାକ୍ରାର କରୁଥିବା ଧରାପଡିଛି । ଲୋକମାନେ ତାକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ, ଆଲମ ଅନସାରୀ ଝାଡ଼ଖଣ୍ଡର…
Breaking News ମାନସ ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା: ଶର୍ମିଷ୍ଠା ରାଉତ ଗିରଫ, ଏବେ ଖୋଲିବ ହତ୍ୟା ଗୁମର Sushreejyoti Routray Mar 28, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ସଫଳତା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି ।…
Breaking News ଆପଣଙ୍କ ଫେସବୁକ୍ ଡାଟା ଚୋରାଉଛି ଏହି ଆପ୍, ଫୋନରୁ ତୁରନ୍ତ ହଟାନ୍ତୁ Sushreejyoti Routray Mar 28, 2022 ନୂଆଦିଲ୍ଲୀ: ଫଟୋ-ଏଡିଟିଂ, ବ୍ୟାଙ୍କିଂ, ସୋସିଆଲ ମିଡିଆ, ସପିଂ ପାଇଁ ଅନେକ ମୋବାଇଲ ଆପ୍ ଉପଲବ୍ଧ ରହିଛି । କିନ୍ତୁ ଅନେକ ହ୍ୟାକର ଏହାର ଫାଇଦା ଉଠାଇ ସ୍କାମ କରିବାକୁ ଚେଷ୍ଟା କରନ୍ତି । ସ୍କାମରମାନେ ମାଲିସିୟସ ଆପକୁ…