fbpx

ତିନିରଥର ଆରମ୍ଭ ହେଲା ଦକ୍ଷିଣ ମୋଡ଼

ପୁରୀ,୨୮ ।୬(ଓଡିଶା ଭାସ୍କର): ପୁରୀରେ ତିନି ରଥର ଦକ୍ଷିଣମୋଡ଼ ଆରମ୍ଭ ହୋଇଛି । ଆଜ୍ଞାମାଳ ବିଜେ ପରେ ତିନି ଦକ୍ଷିଣମୋଡ଼ ଆରମ୍ଭ ହୋଇଛି । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ ହୋଇଛି । ଏହାପରେ ଦର୍ପଦଳନ ଓ ନନ୍ଦିଘୋଷର ଦକ୍ଷିଣମୋଡ଼ ହୋଇଛି ।

ଅନ୍ୟପଟେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଉଛି । ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯିବ । ଗୋଟିଏ ପରେ ଗୋଟିଏ ନାକଚଣା ଦ୍ୱାର ନିକଟକୁ ନିଆଯିବ । ପୁରୀରେ ପୋଲିସ କର୍ମଚାରୀଳମାନେ ରଥ ଟାଣୁଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.