ଭାରତରେ ଶେଖ ହସିନାଙ୍କ ପ୍ରେସ୍ କନ୍ଫରେନ୍ସକୁ ନେଇ ବାଂଲାଦେଶର ଆପତ୍ତି, କଡ଼ା ଜବାବ ଦେଲା ଭାରତ
ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ଯେଉଁ କାର୍ଯ୍ୟକ୍ରମ ବିଷୟରେ କୁହାଯାଉଛି, ତାହାର ଆୟୋଜନ ଏକ ଘରୋଇ ମିଡିଆ ସଂସ୍ଥା କରୁଛି।
ଓଡିଶାଭାସ୍କର: ସାରା ବିଶ୍ୱର ନଜର ୫ ଅଗଷ୍ଟ, ବୁଧବାର ଦିନ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ନିଷ୍କାସିତ ନେତ୍ରୀ ଶେଖ ହସିନାଙ୍କ ଉପରେ ରହିବ।
Uttarakhand Govt.

