fbpx

ଡ଼ିସେମ୍ବର ମାସରେ ପ୍ରାୟେ ଅଧା ଦିନ ବ୍ୟାଙ୍କ ବନ୍ଦ , ଦେଖନ୍ତୁ ଛୁଟି ଲିଷ୍ଟ

ଆସନ୍ତା କାଲିଠୁ ବର୍ଷର ଶେଷ ମାସ ଡ଼ିସେମ୍ବର ଆରମ୍ଭ ହେବାକୁ ଯାଉଛି ଡ଼ିସେମ୍ବର ମାସରେ 12 ଦିନ ବ୍ୟାଙ୍କ ବନ୍ଦ ରହିବ. ତେଣୁ ଆପଣଙ୍କର ଯଦି କିଛି ଗୁରୁତ୍ୱପୂର୍ଣ ବ୍ୟାଙ୍କ କାମ ଅଛି ସେଗୁଡିକୁ କରିବା ପାଇଁ ଆମର ଏହି ତାଲିକା ଆପଣଙ୍କୁ ଖୁବ ସହାୟତା କରିବ।

ଡିସେମ୍ବର ୧- ନାଗାଲାଣ୍ଡରେ ରାଜ୍ୟ ସ୍ଥାପନା ଦିବସ ଛୁଟି, ଅରୁଣାଚଳ ପ୍ରଦେଶରେ ଫେଥ୍ ଦିବସ ଛୁଟି
ଡିସେମ୍ବର ୩- କର୍ଣ୍ଣାଟକରେ କନାକଡସା ଜୟନ୍ତୀ, ତ୍ରିପୁରାରେ ୱର୍ଲ୍ଡ ଡିସେବଲ୍ଡ ଡେ, ଗୋଆରେ Feast of St. Francis Xavireଡେ  ଛୁଟି
ଡିସେମ୍ବର ୫- ଶେଖ ମୋହମ୍ମଦ ଅବ୍ଦୁଲାଙ୍କ ଜନ୍ମଦିନ ଛୁଟି
ଡିସେମ୍ବର ୬ –ରବିବାର
ଡିସେମ୍ବର ୧୨-ଦ୍ୱିତୀୟ ଶନିବାର
ଡିସେମ୍ବର ୧୩-ରବିବାର
ଡିସେମ୍ବର ୧୮ –ଛତିଶଗଡରେ ଗୁରୁଘାସୀ ଦାସ ଜୟନ୍ତୀ ଛୁଟି, ମେଘାଳୟରେ ୟୁ ସୋସୋ ଥାମର ପୁଣ୍ୟତିଥି
ଡିସେମ୍ବର ୧୯- ଗୋଆ ଲିବରେସନ ଡେ, ପଞ୍ଜାବରେ ଗୁରୁ ତେଗ୍ ବାହାଦୁର ଜୀ ଶହୀଦ ଦିବସ
ଡିସେମ୍ବର ୨୦-ରବିବାର
ଡିସେମ୍ବର ୨୫-କ୍ରିସମସ(ସାରା ଦେଶରେ ବ୍ୟାଙ୍କ ଛୁଟି)
ଡିସେମ୍ବର ୨୭-ରବିବାର
ଡିସେମ୍ବର ୩୦- ସିକ୍କିମରେ ତାମୁ ଲୋସର, ମେଘାଳୟରେ ୟୁ କିୟାଙ୍ଗ ନଙ୍ଗୱାହ, ମଣିପୁରରେ ନ୍ୟୁ ଇୟର ଇବ୍ ଛୁଟି

Get real time updates directly on you device, subscribe now.