ରାଜଧାନୀରେ ଭରତପୁର ଘଟଣାର ପୁନରାବୃତ୍ତି, କୋଷ୍ଟଗାର୍ଡ ଅଧିକାରୀଙ୍କ ପରିବାରକୁ ମଦ୍ୟପଙ୍କ…

ଭୁବନେଶ୍ୱର: ରାଜଧାନୀରେ ଥମୁନି ମଦ୍ୟପଙ୍କ ଉତ୍ପାତ । ପୁଣି ରାସ୍ତାରେ ମଦ୍ୟପ ଜଣେ ସୁରକ୍ଷା ଅଧିକାରୀଙ୍କ ସହ କଲେ ଦୁର୍ବ୍ୟବହାର । ନିଛାଟିଆ ରାସ୍ତାରେ ଗାଡ଼ି ଗାଡି ଅଟକାଇ ଅଧିକାରୀ ଓ ତାଙ୍କ ପତ୍ନୀଙ୍କ ପ୍ରତି ଖରାପ ଆଚରଣ କରିଥିବା ନେଇ ହେଲା ଅଭିଯୋଗ । ପୋଲିସ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଭୟଙ୍କ ଘର ଜଗତସିଂହପୁର ବାଲିକୁଦାରେ ହୋଇଥିବା ସୂଚନା । ଗତ ରାତିରେ ଜଣେ କୋଷ୍ଟଗାର୍ଡ ଡ଼ିଆଇଜି ଓ ତାଙ୍କ ପତ୍ନୀଙ୍କୁ … Continue reading ରାଜଧାନୀରେ ଭରତପୁର ଘଟଣାର ପୁନରାବୃତ୍ତି, କୋଷ୍ଟଗାର୍ଡ ଅଧିକାରୀଙ୍କ ପରିବାରକୁ ମଦ୍ୟପଙ୍କ…