ଲଭ୍-ସେକ୍ସ-ଧୋକା: ଭୁବନେଶ୍ବର ଏୟାରପୋର୍ଟ DGMO ଗିରଫ, ଏୟାରହଷ୍ଟେସଙ୍କୁ ଗର୍ଭପାତ ଅଭିଯୋଗରେ ବାନ୍ଧିଲା ପୋଲିସ୍
ଭୁବନେଶ୍ବର ଏୟାରପୋର୍ଟ DGMO ଗିରଫ ।
ଭୁବନେଶ୍ବର: ଏୟାରପୋର୍ଟ DGMO ଗିରଫ । ଏୟାର ହଷ୍ଟେସଙ୍କୁ ଲଭ୍-ସେକ୍ସ-ଧୋକା ଅଭିଯୋଗରେ ଭୁବନେଶ୍ବର ଏୟାରପୋର୍ଟ DGMO ଉମାକାନ୍ତ ପଟେଲଙ୍କୁ ବାନ୍ଧିଲା ପୋଲିସ । ମିଛ କଥା କହ ଅବୈଧ ସମ୍ପର୍କ ରଖିଥିବା ହୋଇଛ ଅଭିଯୋଗ ।
ଏୟାର ହଷ୍ଟେସଙ୍କ ଗର୍ଭପାତ ବି କରାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ବିବାହିତ ହୋଇ ବି ଏୟାର ହଷ୍ଟେସଙ୍କ ସହ ସମ୍ପର୍କ ରଖିଥିଲେ DGMO ଉମାକାନ୍ତ ପଟେଲ। ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀଙ୍କୁ ପ୍ରତାରଣା କରି ଗିରଫ ହୋଇଛନ୍ତି DGMO । ଶାରୀରିକ ସମ୍ପର୍କ ରଖି ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି ।
