fbpx

ଅକ୍ଟୋବରରେ ହେବ ୬ ଟି ଗ୍ରହଙ୍କ ବଡ ପରିବର୍ତ୍ତନ: ଏହି ରାଶି ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନବଗ୍ରହ ବିଭିନ୍ନ ସମୟରେ ସେମାନଙ୍କ ରାଶି ଏବଂ ଗତି ଉଭୟ ପରିବର୍ତ୍ତନ କରିଥାନ୍ତି । ଯାହାକି ପ୍ରତ୍ୟେକ ବ୍ୟକ୍ତି ଉପରେ ପ୍ରଭାବ ପକାଇଥାଏ । ଫଳରେ କିଛି ବ୍ୟକ୍ତି ଭଗ୍ୟଶାଳି ହୋଇଥାନ୍ତି ତ ଆଉ କିଛି ବ୍ୟକ୍ତି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଅକ୍ଟୋବର ମାସରେ ଏହି ଗ୍ରହମାନଙ୍କ ମଧ୍ୟରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଏହି ମାସରେ୬ ଟି ଗ୍ରହ ସେମାନଙ୍କ ରାଶି ଓ ଗତିପଥ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଫଳରେ ଏହା ମୋଟ ୧୨ ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ବିଶେଷ କରି ୬ ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଯ।।ହଫଳରେ ସେହି ରାଶିର ବ୍ୟକ୍ତିମାନଙ୍କ ଭଗ୍ୟ ପରିବର୍ତ୍ତନ ହେବା ସହ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଆଗାମୀ ମାସ ଅର୍ଥାତ ଚଳିତ ବର୍ଷ ଅକ୍ଟୋବର ମାସରେ କେଉଁ ୭ଟି ଗ୍ରହ ସେମାନଙ୍କ ରାଶି ଓ ଗତିପଥ ପରିବର୍ତ୍ତନ କରିବେ ଏବଂ ଏହା କେଉଁ ୬ ଟି ରାଶି ଉପରେ ପ୍ରଭାବ ପକାଇବ ।

ଅକ୍ଟୋବର ମାସରେ ଗ୍ରହଙ୍କ ଗତି ଏବଂ ରାଶି ପରିବର୍ତ୍ତନ:

୧୬ ଅକ୍ଟୋବରରେ ମଙ୍ଗଳ ଗ୍ରହ ତାଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରି ମିଥୁନ ରାଶିରେ ପ୍ରବେଶ କରିବ ।

୧୭ ଅକ୍ଟୋବରରେ ସୂର୍ଯ୍ୟ କନ୍ୟା ରାଶିରୁ ତାଙ୍କ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ ।

୧୮ ଅକ୍ଟୋବରରେ ଶୁକ୍ର ଗ୍ରହ ତାଙ୍କ ଗତି ଓ ରାଶି ପରିବର୍ତ୍ତନ କରିବା ସହିତ ସେ ମଧ୍ୟ ତୁଳା ରାଶିରେ ପ୍ରବେଶ କରିବେ ।

୨୩ ଅକ୍ଟୋବରରେ ଶନି ଗ୍ରହ ନିଜର ବକ୍ର ଚାଳନା ପରିବର୍ତ୍ତନ କରି ମକର ରାଶିରେ ସିଧାସଳଖ ଭ୍ରମଣ କରିବେ ।

୨୬ ଅକ୍ଟୋବରରେ ବୁଧ ଗ୍ରହ ମଧ୍ୟ ତୁଳା ରାଶିରେ ପ୍ରବେଶ କରିବେ ଫଳରେ ସେହି ରାଶିରେ ତିନି ଗ୍ରହଙ୍କ ସଂଯୋଗ ହେବ ।

୨୮ ଅକ୍ଟୋବରରେ ବୃହସ୍ପତି ମେଶ ରାଶିରେ ବିରାଜମାନ କରିବେ ।

ଏହି ୬ ଟି ରାଶି ଉପରେ ପଡିବ ପ୍ରଭାବ:

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅକ୍ଟୋବର ମାସରେ ଏହି ଗ୍ରହମାନଙ୍କ ରାଶି ଓ ଗତି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ତାଙ୍କ ଜୀବନରେ ଅନେକ ସଫଳତା ପାଇବା ସହ ସରକାରୀ ଚାକିରିର ମଧ୍ୟ ଯୋଗ ରହିଛି ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଭଲ ରହବା ସହିତ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ ।

ମିଥୁନ: ଏହି ଗ୍ରହମାନଙ୍କ ପରିବର୍ତ୍ତନ ହେତୁ ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତି ହେବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବା ସହ ବୌବାହିକ ଜୀବନ ସୁଖମୟ ହେବ । ତେବେ ଏହି ରାଶିର ବ୍ୟକ୍ତିମାନେ ନିଜ ଶରୀର ପ୍ରତି ଟିକେ ଯତ୍ନ ବାନ ରହିବା ଆବଶ୍ୟକ । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି ।

ସିହଂ: ଅକ୍ଟୋବରରେ ଏହାକୁ ଥିବା ଏହି ଗ୍ରହମାନଙ୍କ ଗତି ଏବଂ ରାଶି ପରିବର୍ତ୍ତନ ସିହଂ ରାଶିର ବ୍ୟକ୍ତିମାନଙ୍କୁ ମଧ୍ୟମ ଧରଣପର ଫଲ ଦେବ । କାରଣ ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶୁକ୍ର । ତେଣୁ ସୂର୍ଯ୍ୟ ଯଦି ଅନ୍ୟ ଭାଗରେ ଗତି କରନ୍ତି ତେବେ ଏହା ସିହଂ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏତେ ଶୁଭ ହୋଇଥାଏ । ତେଣୁ ଏହି ସମୟରେ ସିହଂ ରାଶିର ବ୍ୟକ୍ତିମାନେ ଜଗି ରଖି ଚଳିବା ଆବଶ୍ୟକ ।

ତୁଳା: ଅକ୍ଟୋବର ମାସରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଶୁଭ ଫଳ ପ୍ରାପ୍ତି ହେବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନେ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ପାରନ୍ତି । ଏଥିସହିତ ଏହି ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି ।

କର୍କଟ: କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଗ୍ର ପରିବର୍ତ୍ତନ ସୁଖ ପ୍ରଦ ରହିବ । ବେପାର ବାଣିଜ୍ୟରେ ସଫଳତା ମିଳିବା ସହିତ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିବ । ଫଳରେ ବିଭିନ୍ନ ଉପାୟରେ ଧନ ପ୍ରାପ୍ତିର ଯୋଗ ରହିଛି ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଗ୍ରହ ପରିବର୍ତ୍ତନ ଅତ୍ୟନ୍ତ ଲାଭ ଦାୟକ ରହିବ । ପରିବାରରେ ସୁଖ ଶାନ୍ତି ରହିବା ସହ ଚାକିରିରେ ମଧ୍ୟ ପରିବର୍ତ୍ତନ ହେବ । ନିଜର କୟାରିୟର ବୃଦ୍ଧି ପାଇଁ ଏହି ସମୟ ଅନେକ ସୁଫଳ ଦେବ ।

Get real time updates directly on you device, subscribe now.