fbpx

ଜାନୁଆରୀରୁ ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର, ୧ା୧୨ (ଓଡିଶା ଭାସ୍କର): ୨୦୨୧ ମସିହା ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ହୀରାକୁଦ ଡ୍ୟାମର ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ମିଳିଛି । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ୩୦ ଜଣ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯିବା ସହ ୪ଟି ଟିମ୍ ଗଠନ କରାଯାଇଛି । ଶୀତରେ ବିଦେଶ ପକ୍ଷୀମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି । ଏହାସହ ବୋଟ୍ ଦ୍ୱାରା ନଦୀବନ୍ଧ ଅଞ୍ଚଳମାନଙ୍କରେ ପାଟ୍ରୋଲିଂ କାର୍ଯ୍ୟ କରାଯିବ ବୋଲି ମଧ୍ୟ ହୀରାକୁଦ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.