fbpx

ୟୁଟ୍ୟୁବ୍ ଦେଖି ବନଉଥିଲେ ବୋମା, ହଠାତ୍…

କେନ୍ଦୁଝର: ୟୁଟ୍ୟୁବ୍ ଦେଖି ବିଦ୍ୟୁତ ସରଞ୍ଜାମ ପରୀକ୍ଷଣ ବେଳେ ବିସ୍ଫୋରଣ ଘଟି ଛାତ୍ର ଗୁରୁତର । ସଦର ଥାନା ଗୋପୀନାଥପୁର ଗାଁରେ ଘଟଛି ଏହି ଅଭାବନୀୟ ଘଟଣା । ୟୁଟ୍ୟୁବରୁ ଦେଖି ଘରେ ଅଭ୍ୟାସ କରୁଥିବା ବେଳେ ବିସ୍ଫୋରଣ ଘଟି ଛାତ୍ରଙ୍କର ବାମହାତର ପାଞ୍ଚଟି ଆଙ୍ଗୁଳି କଟିଯାଇଥିବା ସୂଚନା । ତେବେ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.