fbpx

ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା, ଜାଣନ୍ତୁ କେଉଁଥି ପାଇଁ କିଏ

ଭୁବନେଶ୍ୱର, ୨୫ା୯(ଓଡ଼ିଶା ଭାସ୍କର): ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ୩ଜଣ କାର୍ଯ୍ୟକାରୀ ସଭାପତି, ଜଣେ ସାଧାରଣ ସମ୍ପାଦକ ଓ ୩ଜଣ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି । ସେହିପରି ୬ଜୋନାଲ ସଭାପତି, ୧୧ ଉପସଭାପତି, ୪୦ ସାଧାରଣ ସମ୍ପାଦକ, ୪୪ଜଣ ସମ୍ପାଦକ, ୩୩ଜଣ ଯୁଗ୍ମ ସମ୍ପାଦକଙ୍କ ନାମ ଘୋଷଣା କରାଯାଇଛି ।

Get real time updates directly on you device, subscribe now.