fbpx

ବିଧାନସଭାରେ ୟୁପି ତାତି: ବିଜେଡି ଦେଲା କଡା ପ୍ରତିକ୍ରିୟା

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ପ୍ରସଙ୍ଗରେ ଆଜି ଗୃହରେ ଉତ୍ତେଜନା ଦେଖାଦେଇଛି । ହାଥରସ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଏହି ପ୍ରସଙ୍ଗରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ୟୁପି ପୋଲିସ ଓ ପ୍ରଶାସନ ଯୋଗୀ ସରକାରଙ୍କ ହାରବାରିସୀ ସାଜିଛି । ଘଟଣାକୁ ଆମେ ନିନ୍ଦା କରୁଛୁ । ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ମହିଳା । ଜିଲ୍ଲାପାଳ ବାରମ୍ବାର ବିବୃତି ବଦଳାଉଛନ୍ତି । ଦଳିତ ମହିଳାଙ୍କୁ ତୁରନ୍ତ ନ୍ୟାୟ ପାଇଁ ବିଜେଡି ଦାବି କରୁଛି ବୋଲି ସ୍ନେହାଙ୍ଗିନୀ କହିଛନ୍ତି ।

Get real time updates directly on you device, subscribe now.