fbpx

ଇ-ରକ୍ତକୋଷ ପୋର୍ଟାଲରେ ପଞ୍ଜୀକରଣ କରି କରନ୍ତୁ ରକ୍ତ ଦାନ

ନୂଆଦିଲ୍ଲୀ: ରକ୍ତଦାନ ହେଉଛି ସବୁ ଠାରୁ ବଡ ଦାନ । ସେପ୍ଟେମ୍ବର ୧୭ ତାରିଖ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରେ ରକ୍ତଦାନ ଅମୃତ ମହୋତ୍ସବ ପାଳନ ହେବାକୁ ଯାଉଛି। ୧୭ ତାରିଖ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆପଣ ଇ-ରକ୍ତକୋଷ ପୋର୍ଟାଲ୍ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରି ଏହି ମହତ କାର୍ଯ୍ୟରେ ଯୋଗଦେବା। ଏହି ମହତ କାର୍ଯ୍ୟରେ ଆପଣ ନିଜକୁ ସାମିଲ କରି ନିଜର କର୍ତ୍ତବ୍ୟ ପ୍ରତିପାଦିତ କରି ପାରିବେ।

Get real time updates directly on you device, subscribe now.