fbpx

ରାଜଧାନୀରେ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଝୁଲନ୍ତା ଅବସ୍ଥାରେ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ୱର: ରାଜଧାନୀର ଘରୋଇ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁଣି ଜଣେ ନର୍ସିଂ ଛାତ୍ରୀ  ହାରିଛନ୍ତି ଜୀବନ । ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ କଲେଜ ହଷ୍ଟେଲରୁ ମିଳିଛି ଛାତ୍ରୀଙ୍କ ମୃତଦେହ ।

ମିଳଥିବା ସୂଚନା ଅନୂଯାୟୀ, ମୃତ ନର୍ସିଂ ଛାତ୍ରୀଜଣକ ବଲାଙ୍ଗିରର । ସେ ଏଠାରେ ଏକ ପ୍ରାଇଭେଟ ନର୍ସିଂ ପାଠ ପଢ଼ୁଥିଲେ । ତେବେ ପୋଲିସ୍ ଘଟଣାର ଯାଞ୍ଚ ଆରମ୍ଭ କରିଛି । ତେବେ ରାଜଧାନୀରେ ବାରମ୍ବାର ଛାତ୍ରୀ ଆତ୍ମହତ୍ୟା ଚିନ୍ତା ବଢ଼ାଇଛି । ଯାହାକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠୁଛି ।

Get real time updates directly on you device, subscribe now.