fbpx

ହେଡ୍ କ୍ଲର୍କଙ୍କ ଘରେ ଭିଜିଲାନ୍ସ ରେଡ୍

ବଲାଙ୍ଗୀର(ଓଡ଼ିଶା ଭାସ୍କର): ଆଗଲପୁର ବ୍ଲକ୍ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ବ୍ଲକ୍ ମୁଖ୍ୟ କିରାଣି ପ୍ରଫୁଲ୍ଲ କୁମାର ସାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୩ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଅଫିସ୍ ସହିତ ଗାନ୍ଧି ନଗରପଡ଼ା ଓ ହାଟପଦା ପଡ଼ା ଘରେ ଚାଲିଛି ଚଢ଼ାଉ ।

Get real time updates directly on you device, subscribe now.