fbpx

କରୋନାରୁ ସୁସ୍ଥ ହେଲେ ବଲିଉଡ଼ ଅଭିନେତ୍ରୀ ଜେନେଲିଆ

ମୁମ୍ବାଇ, ୩୦ା୮: ବଲିଉଡ଼ ଅଭିନେତ୍ରୀ ଜେନେଲିଆ ଗତ ୨୧ ଦିନ ଧରି କରୋନାରେ ଆକ୍ରାନ୍ତ ଥିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇଥିବା ନେଇ ଜେନେଲିଆ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭଗବାନଙ୍କ ଆର୍ଶୀବାଦରୁ କରୋନା ଭଳି ମହାମାରୀ ରୋଗକୁ ହରାଇ ପାରିଛି । ଏହାସହ ସେ କହିଛନ୍ତି ଯେ ଆଇସୋଲେସନରେ ସମସ୍ତଙ୍କୁ ଛାଡ଼ି ରହିବା ଅତ୍ୟନ୍ତ କଷ୍ଟକର ଥିଲା ।

 

Get real time updates directly on you device, subscribe now.