fbpx

ଖୋର୍ଦ୍ଧାରେ ପୁଣି ବୋମାମାଡ଼

ଖୋର୍ଦ୍ଧା,୨୧/୮(ଓଡିଶା ଭାସ୍କର): ଖୋର୍ଦ୍ଧା ସଦର ଥାନା ଦଳେଇପୁଟରେ ପୁଣି ହୋଇଛି ବୋମାମାଡ଼। ପୋଲିସ ଉପସ୍ଥିତିରେ ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ପହଞ୍ଚି ସଦର ଥାନା ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି। ତେବେ ଏହା ପୂର୍ବରୁ ଅଗଷ୍ଟ ୧୨ ଓ ୧୮ ତାରିଖରେ ମଧ୍ୟ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ ।

Get real time updates directly on you device, subscribe now.