fbpx

WhatsApp Down: ଠପ ହେଲା ହ୍ୱାଟ୍ସ ଆପ ସେବା

ନୂଆଦିଲ୍ଲୀ: ସାରା ଦେଶରେ ଡାଉନ ହେଲା ହ୍ୱାଟ୍ସ ଆପ । ପ୍ରାୟ କିଛି ଘଣ୍ଟା ହେଲା ୟୁଜର୍ସ ମାନେ ଏହି ଅସୁବିଧା ଭୋଗୁଛନ୍ତି ।ହ୍ୱାଟ୍ସ ଆପ କିଛି ସମୟ ପାଇଁ ଡାଉନ ହେବା ଫଳରେ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଅପରାହ୍ନ ୧୨ଟା ସମୟରୁ ଏହା ଡାଉନ ଥିବାର ସୂଚନା ମିଳୁଛି । ଯାହା ଫଳରେ ୟୁଜର୍ସ ମାନେ କାହାକୁ ଫଟୋ କିମ୍ଭା କିଛି ମେସେଜ ପଠେଇବାରେ ଅସମର୍ଥ ହୋଇଛନ୍ତି ।

Get real time updates directly on you device, subscribe now.