ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଝଟକା । ଆହତ ହୋଇ ଦଳରୁ ବାଦ ପଡିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରୀତ ବୁମରାହ । ତେବେ ବିଶ୍ୱକପରେ ତାଙ୍କ ସ୍ଥାନ କିଏ ନେବ, ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ରେସରେ ଦୀପକ ଚହର, ଅର୍ଶଦୀପ ସିଂହଙ୍କ ଭଳି ଅନେକ ପେସ ବୋଲର ସାମିଲ ରହିଛନ୍ତି । ସେପଟେ ମହମ୍ମଦ ଶାମୀ ଗତ ବିଶ୍ୱକପ ପରେ…
ନୂଆଦିଲ୍ଲୀ: ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ମିଡ଼ିଆ କମ୍ପାନୀ ସୋନି ଓ ଜୀ’ର ମିଶ୍ରଣକୁ ମଞ୍ଜୁରୀ ପ୍ରଦାନ କରିଛି । ମାତ୍ର ଏନେଇ ସିସିଆଇ ପକ୍ଷରୁ କିଛି ସର୍ତ୍ତାବଳୀ ରଖାଯାଇଛି । କିଛି ସୁଧାର କରାଯିବା ସହ ମଞ୍ଜୁରୀ ଦିଆଯାଇଥିବା ନେଇ ସିସିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ରସ୍ତାବିତ ବିଲୟର ଘୋଷଣା ଗତବର୍ଷ ସେପ୍ଟେମ୍ବର ମାସରେ କରାଯାଇଥିଲା ।…
ନୂଆଦିଲ୍ଲୀ: ଆଜିକାଲିର ସମାଜରେ ବିବାହକୁ ନେଇ ବୟସ ବାଧା ସାଜୁନାହିଁ । ଅନେକ ସମୟରେ ଅଧିକ ବୟସର ପୁରୁଷ, ମହିଳାମାନେ ବହୁତ କମ୍ ବୟସର ସାଥୀଙ୍କ ସହ ବିବାହ କରୁଛନ୍ତି । ଏପରି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି । ଜଣେ ୭୮ ବର୍ଷୀୟ ବୃଦ୍ଧ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ବିରଳ ଲଭ ଷ୍ଟୋରୀଙ୍କୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ଚାଲିଛି ।…
ନୂଆଦିଲ୍ଲୀ: ତୃତୀୟ ଟି-୨୦ରେ ଭାରତ ଆଗରେ ରନର ପାହାଡ଼ ଛିଡ଼ା କରିଛି ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ୨୨୮ ରନର ଟାର୍ଗେଟ୍ ଦେଇଛି । ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ…
ଏବେ ଦଶହରାର ପର୍ବ ଚାଲିଛି । ଆଉ ଦଶହରାର କଥା ଉଠିଲେ ରାବଣର ଚିତ୍ର ଆଖି ଆଗକୁ ଚାଲିଆସେ । ଏହାପରେ ଆମେ ରାବଣର ବଳ, ମାୟା, ଭକ୍ତି ସହି ଯୋଡ଼ି ହୋଇ ରହିଥିବା କଥା ବିଷୟରେ ଚିନ୍ତା କରିଥାନ୍ତି । ରାବଣ କେମିତି ୧୦ ମହାବିଦ୍ୟାରେ ପାରଙ୍ଗମ ହେଲେ ସେହି ସବୁ ପ୍ରଶ୍ନ ଆମମୁଣ୍ଡରେ ଆସିଥାଏ । ରାବଣର ୧୦ ମୁଣ୍ଡ ରହିଥିବା ପୁରାଣରେ ଉଲ୍ଲେଖ ରହିଛି । ବୋଧହୁଏ ଏଥିପାଇଁ ଲୋକେ…
ଗଣମାଧ୍ୟମ ସେକ୍ଟରରେ କାର୍ଯ୍ୟ କରୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ସମସ୍ତ ସାମ୍ବାଦିକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ପ୍ରସାର ଭାରତୀ ତରଫରୁ ଏକ ନିଯୁକ୍ତି ସୁଯୋଗ ଆସିଛି । ଯୁକ୍ତଦୁଇ ଠାରୁ ଆରମ୍ଭ କରି ଗ୍ରାଜୁଏଟ…
ନୂଆଦିଲ୍ଲୀ: ଏଣିକି ସରକାରୀ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କ ବାର୍ଥ ଡେ’ ପାଳନ କରାଯିବ । ଏନେଇ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି । ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଜନ୍ମଦିନ ଏଣିକି କ୍ଲାସରୁମରେ ପାଳନ କରାଯିବ । ତେବେ ଶିକ୍ଷା ନିର୍ଦ୍ଦେଶାଳୟର ଏହି ପଦକ୍ଷେପ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଏକ ନୂଆ ଭାବନା…
ତ୍ରେତୟା ଯୁଗରେ ପବନପୁତ୍ର ହନୁମାନଙ୍କ ଚମକ୍ରାର ଦେଶ ବିଦେଶରେ ବେଶ ପ୍ରଶିଦ୍ଧ । ଲଙ୍କା ଜାଳିବାଠୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ପର୍ବତ ଉଠାଇବା ଭଳି ଅନେକ ଚମତ୍କାର ସେ କରିଥିବା ରାମାୟଣରେ ବର୍ଣ୍ଣିତ ରହିଛି । ସେହିପରି ହନୁମାନଙ୍କୁ ଭୋକ ଲାଗିବାରୁ ଦିନେ ସେ ସୂର୍ଯ୍ୟଙ୍କୁ ବି ଖାଇ ଦେଇଥିଲେ ବେଲି କହୁଛି ପୁରାଣ । ଫଳରେ ସାରା ଜଗତ ଅନ୍ଧାର ହୋଇ ଯାଇଥିଲା । ତେବେ…
ଅନୁଗୁଳ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା । ଦୃଢ ମନୋବଳ ତାଙ୍କୁ ଆଣି ଦେଉଛି ଗୋଟିଏ ପରେ ଗୋଟିଏ ବିରାଟ ବିରାଟ ସଫଳତା । ଦିନେ ଦିବ୍ୟାଙ୍ଗ ବୋଲି ଖେଳକୁଦରୁ ଦୂରେଇ ଦେଇଥିଲେ ଶିକ୍ଷକ । କିନ୍ତୁ ଆଜି ସେହି ଦିବ୍ୟାଙ୍ଗ ପାଲଟିଛନ୍ତି ସ୍ପୋର୍ଟ୍ସ ଆଇକନ । ଆଉ ପ୍ରମାଣ କରି ଦେଖାଇଛନ୍ତି ମଣିଷ ପାଇଁ ସବୁ କିଛି ସମ୍ଭବ, ବାସ ଦରକାର ଖାଲି ପ୍ରବଳ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଜେ ବାଜିବା ସହ ହାତରେ ଦାଣ୍ଡିଆ ଧରି ଝୁମିବାରେ ଲାଗିଛନ୍ତି ଓଡ଼ିଉଡର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ତେବେ ଏହି କଥାଟିକୁ ଅନୁଭବ-ବର୍ଷାଙ୍କ ଫ୍ୟାନ୍ସ ସହଜରେ ବିଶ୍ୱାସ କରିବେ ନାହିଁ । ମାତ୍ର ଏନେଇ ଏକ ଭିଜୁଆଲ ସାମ୍ନାକୁ ଆସିଛି । ଅନୁଭବ-ବର୍ଷା ଦାଣ୍ଡିଆର ତାଳେତାଳେ ଖୁସିରେ ମତୁଆଲା ହେଉଥିବା…

ରାଜ୍ୟ

Latest News

National

ବାଣିଜ୍ୟ

ମନୋରଞ୍ଜନ

ଜୀବନଚର୍ଯ୍ୟା

Career

Sports

Crime