Breaking News

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ମାନଙ୍କର ଆତଙ୍କ ଜାରି ରହିଛି । ଆଫଗାନିସ୍ତାନର ଅନେକ ଗୁଡ଼ିଏ ଜିଲ୍ଲା ଉପରେ କବଜା କରି ଚାଲିଥିବା ତାଲିବାନ ମାନଙ୍କ ଉପରେ ଏବେ କଠୋର ହେବାରେ ଲାଗିଛି ଅଫଗାନ୍ ସେନା । ଏହି ପରିପ୍ରେକ୍ଷୀରେ ସମଙ୍ଗନ୍ ଏବଂ ହେଲମନ୍ଦ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଅଫଗାନ୍ ସୁରକ୍ଷା ବଳ ତାଲିବାନର ଜଣେ କମାଣ୍ଡର ସମେତ ୧୧୬ ଆତଙ୍କବାଦୀଙ୍କୁ…
ନୂଆଦିଲ୍ଲୀ: କରୋନା ସମୟରେ ଅଧିକାଂଶ ଲୋକ ନିଜ ନିଜର ଚାକିରି ହରାଇବା ସହ ବ୍ୟବସାୟରେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ପିଏଫ୍ ଆକାଉଣ୍ଟରୁ ଅଧିକାଂଶ ଲୋକ ନିଜର ପୂର୍ବ ସଞ୍ଚିତ ଧନରାଶି ଉଠାଇ ଜରୁରୀ କାର୍ଯ୍ୟରେ ଲଗାଇବାକୁ ଚାହିଁଥାନ୍ତି । ମାତ୍ର ଇପିଏଫଓର ନିୟମ ଅନୁଯାୟୀ, ସେପରି ସମ୍ଭବ ହୋଇନଥାଏ । ଫଳରେ ଆକାଉଣ୍ଟରେ ଅର୍ଥ…
କାବୁଲ: ଆଫଗାନିସ୍ତାନରେ ତାଲିବାନ ସହ ଚାଲିଥିବା ଯୁଦ୍ଧର ମୁକାବିଲା ପାଇଁ ଏବେ ଦେଶର ଯୁବକମାନେ ଆଗେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ସେନାବାହିନୀରେ ଯୋଗଦେବା ପାଇଁ କାବୁଲରେ ୫ ହଜାର ଯୁବକ ଓ ଯୁବତୀ ଉପସ୍ଥିତ ଥିଲେ। ଏମାନେ ରାଷ୍ଟ୍ରୀୟ ମିଲିଟାରୀ ଏକାଡେମୀ ପ୍ରବେଶିକା ପରୀକ୍ଷା ପାଇଁ ହାଜର ହୋଇଥିଲେ। ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉଭୟ ଯୁବକ ଓ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): "ସ୍ୱାମୀ ଯୌତୁକ ପାଇଁ ମାରପିଟ୍ କରୁଥିଲା । ତାର ମୋର ପ୍ରାଇଭେଟ୍ ଭିଡିଓକୁ ମୋ ଫେସବୁକ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ୟାପସନ୍ ଲେଖି ଅପଲୋଡ୍ କରିଥିଲା ।" ଏହିଭଳି ଏକ ଅଭିଯୋଗ ନିଜ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ସୁନ୍ଦରପଦା ଅଞ୍ଚଳର ଜଣେ ମହିଳା । ବାପ ଘରେ ଥିବା ସମୟରେ ତାଙ୍କ ସ୍ୱାମୀ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ହ୍ୟାକ୍…
ନୂଆଦିଲ୍ଲୀ: ଅକ୍ଟୋବର୍ ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍ଟର୍ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦେଶ ମୁହାଁମୁହିଁ ହେବେ । ତେବେ ଏଥିରେ ଉଭୟ ଦଳ ଗୋଟିଏ ଗ୍ରୁପ୍ ରେ ଥିବାରୁ ମୁହାଁମୁହିଁ ହେବେ । ଦୁହିଁ ମଧ୍ୟରେ କଡ଼ା ଟକ୍କର ହେବ । ତେଣୁ ଏବେ ଠାରୁ ଫ୍ୟାନ୍ସ ଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହେବା ଆରମ୍ଭ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ପ୍ରକୋପ ଧୀରେଧୀର କମୁଥିବାରୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଉଛନ୍ତି । ଜଣାପଡ଼ିଛି ଯେ, ପୂର୍ବରୁ ବନ୍ଦ ରହିଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୯ ତାରିଖରୁ ଖୋଲାଯିବ । ତେବେ କୋଭିଡ୍ ଗାଇଡଲାଇନ୍ ସହ ଏହା କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ । ବୈଷୟିକ…
ଭିଦିଶା: ଗୋଟିଏ ୧୨ ବର୍ଷର ନାବାଳିକାକୁ ଜଙ୍ଗଲ ଭିତରେ ମାରିବା ପରେ ଗଛରେ ଓଢ଼ଣୀ ଦ୍ୱାରା ଟାଙ୍ଗି ଦେଇ ଚାଲିଗଲେ ଦୁର୍ବୃତ୍ତ । ଏହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଭିଦିଶା ଜିଲ୍ଲାରେ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ଉକ୍ତ ଗାର ଜଣେ ଯୁବକଙ୍କ ପଚରାଉଚରା କରାଯାଉଛି । ପୋଲିସ୍ ର…
ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପରେ ଏବେ ମଧ୍ୟପ୍ରଦେଶର ପାଳି ପଡ଼ିପାରେ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନିଜର ରଣନୀତିରେ ପରିବର୍ତ୍ତନ କରି ଗୋଟିକ ପରେ ଗୋଟିଏ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରିବାରେ ଲାଗିଛି । ତେବେ ଏହି ଧାରାରେ ପୂର୍ବରୁ ଅନେକ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତି ହୋଇଥିବା ବେଳେ ଏବେ ଆସିଛି…
ବ୍ରହ୍ମପୁର: ସ୍ତ୍ରୀ ଉପରେ ପେଟ୍ରୋଲ୍ ଢ଼ାଳି ଜାଳିଦେଲା ନିର୍ଦ୍ଦୟୀ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ମେରାଇନ୍ ଥାନା ଆର୍ଯ୍ୟପଲ୍ଲୀ ଗାଁରେ । ସ୍ୱାମୀ ସହିତ ଝଗଡା ହେବା ପରେ ମହିଳା ଜଣକ ନିଜ ବାପ ଘରେ ଆସି ରହୁଥିଲେ । ତେବେ ଆଜି କାମ କରିବାକୁ ଯାଉଥିବା ବେଳେ ନିଆଁ ଲଗାଇଦେଲା ସ୍ୱାମୀ । ରାସ୍ତା ମଝିରେ ସ୍ୱାମୀ ଏଭଳି ଉନ୍ମତ୍ତ କାଣ୍ଡ କରିଥିବା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପାଇଁ ଓଡ଼ିଶା ଆସିବା ପାଇଁ ଅନେକ କଟକଣା ଲାଗୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଉପରୁ କଟକଣା ହଟାଇ ଦିଆଯାଇଛି । ଏଣିକି ଓଡ଼ିଶା ଆସିବା ପାଇଁ ଦରକାର ପଡ଼ିବ ନାହିଁ କରୋନା ଟେଷ୍ଟ ରିପୋର୍ଟ । ଏହାବ୍ୟତୀତ ଆଣ୍ଟିଜେନ୍ କିମ୍ବା ଆରଟିପିସିଆର୍ ରିପୋର୍ଟ କି ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ରର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ ।…

ରାଜ୍ୟ

Latest News

National

ବାଣିଜ୍ୟ

ମନୋରଞ୍ଜନ

ଜୀବନଚର୍ଯ୍ୟା

Career

Sports

Crime