CHARIDHAM
Browsing Category

ରାଜ୍ୟ

ଓଡିଶାରେ ୩ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ଭାରତରେ ବ୍ୟାପିଲାଣି କରୋନାର ନୂଆ ଷ୍ଟ୍ରେନ୍ । ୧୮ଟି ରାଜ୍ୟରେ ଠାବ ହୋଇଛି ଡବଲ ମ୍ୟୁଟାଣ୍ଟା ଭାଇରସ୍ । ଏହି ଭାଇରସ ଅଧିକ ବେଗରେ ସଂକ୍ରମଣ କରିପାରେ । ନୂଆ ଷ୍ଟ୍ରେନ୍ ସମ୍ପର୍କରେ…

ବନ ବିଭାଗର ଦ୍ୱାରା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ।

ମାଲକାନଗିରି , 24/3 :ମାଲକାନଗିରି ବନବିଭାଗ ପକ୍ଷରୁ ସମ୍ମିଳନୀ କକ୍ଷରେ ବନସୁରକ୍ଷା ସମିତି ଗୁଡିକୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ଶିବିର ଆୟୋଜିତ ହୋଇଯାଇଛି । ଖଣ୍ଡୀୟ ବନାଧିକାରୀ ଶ୍ରୀ ପ୍ରଦୀପ ଦେବିଦାସ ମିରାସେ…

କନ୍ଧମାଳରେ ଦଣ୍ଡନାଚକୁ ନେଇ ଲାଗିଲା କଟକଣା, ଜାଣନ୍ତୁ କ’ଣ

କନ୍ଧମାଳ,୨୪ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ କନ୍ଧମାଳ ଜିଲ୍ଲାରେ ଦଣ୍ଡ, ମେରୁ ଯାତ୍ରା ଉପରେ କଟକଣା ଲଗାଇଛି ପ୍ରଶାସନ । ଦଣ୍ଡ ନାଚରେ ଅପେରା, ଡିଜେ,…

ରାଉରକେଲା ଏନଆଇଟିରେ କରୋନା, ଛାତ୍ରଛାତ୍ରୀ ପଜିଟିଭ

ରାଉରକେଲା,୨୪ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଉରକେଲା ଏନଆଇଟିରେ ୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୟାମ୍ପସ ପରିସରରେ ଆକ୍ରାନ୍ତ…

ସାବଧାନ୍! ୬ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୨୮ରେ ୬ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । ବର୍ଷା ଓ ବଜ୍ରପାତ ହେବା ନେଇ ୬ ଜିଲ୍ଲାକୁ…

ଲାଞ୍ଚନେଇ ଗିରଫ ହେଲେ ଏସଆଇ

ଜଗତସିଂହପୁର, ୨୪ା୩ (ଓଡିଶା ଭାସ୍କର): ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଗତସିଂହପୁର ଥାନା ଏସଆଇ । ଏସଆଇ ବିଶ୍ୱଜିତ ଗଡ଼ନାୟକ ଏକ ମାମଲାର ଦଫାରଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଆଜିଠୁ ରାଜଧାନୀରେ ମାସ୍କ ଚେକିଂ କଡାକଡି

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ମାସ୍କ ଚେକିଂ କଡାକଡି କରାଯିବ । ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ ହେବ । ସପିଂ ମଲ ଓ…

ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଆଜି ଗୃହରେ କହିଛନ୍ତି ଯେ, ୨୫୬୨…

ହୁ ହୁ ହୋଇ ବଢୁଛି କରୋନା! ରାଜ୍ୟରେ ଆଜି ୧୭୦ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, ୨୪ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୯ ଓ…