fbpx
Browsing Category

Breaking News

ରଥ ଉପରେ ନୀତି ବିଳମ୍ବ: ଭୋକରେ ମହାପ୍ରଭୁ

ପୁରୀ: ପୁରୀରେ ରଥ ଉପରେ ନୀତି ବିଳମ୍ବ ହୋଇଛି, ଫଳରେ ଉପବାସରେ ଅଛନ୍ତି ଶ୍ରୀଜିଉ । ଏଯାଏଁ ହୋଇନି ଶ୍ରୀଜିଉଙ୍କ ଗୋପାଳ ବଲ୍ଲଭ ନୀତି । ଅବକାଶ ନୀତି ସରିଥିଲେ ବି ଏପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ନୀତି ହୋଇପାରିନାହିଁ ।…

ଛେପରୁ ଚିହ୍ନଟ ହେବ ମହିଳାମାନଙ୍କର ଗର୍ଭଧାରଣ: ଉଦ୍ଭାବନ ହେଲା ନୂଆ କିଟ୍, ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ : ମହିଳାମାନଙ୍କର ଗର୍ଭଧାରଣକୁ ଚିହ୍ନିବାରେ ଏକ ବିରାଟ ଗବେଷଣା ସଫଳ ହୋଇଛି। ବର୍ତ୍ତମାନ ଏକ ନୂତନ ଗର୍ଭଧାରଣ କିଟ୍ ଉଦ୍ଭାବନ କରାଯାଇଛି ଯାହା ମାଧ୍ୟମରେ ଚିହ୍ନଟ କରିବା ଅତି ସହଜ ହୋଇଯାଇଛି। ଏକ ବୈପ୍ଳବିକ…

ହୋଟେଲରେ ୬୦୩ ଦିନ ରହି ୫୮ ଲକ୍ଷର ବିଲ୍, ଟଙ୍କା ନଦେଇ ଲୁଚି ପଳାଇଲେ ବ୍ୟକ୍ତି

ନୁଆଦିଲ୍ଲୀ : ରାଜଧାନୀର ଏକ ଫାଇଭ ଷ୍ଟାର ହୋଟେଲରୁ ଠକେଇର ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ପ୍ରାୟ ୨ବର୍ଷ ପର୍ଯ୍ୟନ୍ତ ହୋଟେଲରେ ଅଟକି ଥିଲା, କିନ୍ତୁ ହୋଟେଲର ବିଲ୍ ନଦେଇ ସେଠାରୁ ସେ ଲୁଚି ପାଳାଇଥିଲା…

ବିବାହର ୫ବର୍ଷ ପରେ ମାଆ ହେଲେ ସସୁରାଲ ସିମରର ଦୀପିକା କକର, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା କକରଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଏହାପରେ ଦୀପିକା ଜଣେ ମାଆ ହୋଇଛନ୍ତି। ଦୀପିକା ଏବଂ ଶୋଏବ ଇବ୍ରାହିମ କ୍ଲାଉଡ୍ 9ରେ ଅଛନ୍ତି। ସୋସିଆଲ ମିଡିଆରେ ଦୀପିକା ଜଣେ ମା ହେବା…

କେମିତି ଏମିତି ହେଲା: ଏକ୍ସପ୍ରେସ୍ ଟ୍ରେନ୍ ରୁ ଖସି ୧୦୦ ମିଟର ଘୋଷାଡି ହୋଇଯିବା ପରେ ବି ଅକ୍ଷତ ଅବସ୍ଥାରେ ଯୁବକ

ନୂଆଦିଲ୍ଲୀ:ଲୋକମୁଖରେ କୁହାଯାଏ, “ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’ ଏହି ଉକ୍ତିଟି ଆଜି ପୁନର୍ବାର ଉତ୍ତରପ୍ରଦେଶ ଶାହାଜାହାନପୁରରେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି । ଏଠାରେ ଆଜି ଜଣେ…

ଇତିହାସ ସୃଷ୍ଟି କଲେ କ୍ରିଷ୍ଟିଆନୋ ରୋନାଲଡୋ, 200 ଫୁଟବଲ୍ ମ୍ୟାଚ୍ ଖେଳିଥିବା ପ୍ରଥମ ଫୁଟବଲର୍

ନୁଆଦିଲ୍ଲୀ: ପର୍ତ୍ତୁଗାଲ ଅଧିନାୟକ ତଥା ମହାନ ଫୁଟବଲ ଖେଳାଳୀ ମାନଙ୍କ ମଧ୍ୟରୁ ଅନ୍ୟତନ କ୍ରିଷ୍ଟିଆନୋ ରୋନାଲଡୋ ଏକ ବଡ଼ ସଫଳତା ହାସଲ କରିଛନ୍ତି । ରୋନାଲଡୋ ୟୁରୋ ୨୦୨୪ କ୍ୱାଲିଫାୟର ମ୍ୟାଚ୍‌ରେ ଆଇସଲ୍ୟାଣ୍ଡ ବିପକ୍ଷରେ…

ରେଳ ବିଭାଗର ନୂଆ ପଦକ୍ଷେପ:ଏଣିକି ସବୁ ଷ୍ଟେସନରେ ମହିଳାଙ୍କ ଲାଗି ରହିବ ବ୍ରେଷ୍ଟ ଫିଡିଂ ରୁମ୍

ମୁମ୍ବାଇ:କଅଁଳ ଶିଶୁଙ୍କୁ ନିର୍ଦ୍ଧିଷ୍ଟ ସମୟାନ୍ତରରେ ସ୍ତନ୍ୟପାନ କରାଇବା ମା ପାଇଁ ନିହାତି ଜରୁରୀ ହୋଇଥାଏ । କିନ୍ତୁ ସର୍ବସାଧାରଣ ସ୍ଥାନରେ ଯାତାୟତ ସମୟରେ ଜଣେ ମହିଳା ନିଜ ଶିଶୁ ସନ୍ତାନକୁ ସ୍ତନ୍ୟପାନ କରାଇବାକୁ…

ବଜାରରେ ଶସ୍ତା ହେଲା ସୁନା! ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡର ଦାମ

ନୂଆଦିଲ୍ଲୀ: ସୁନା ଓ ରୂପା ମୂଲ୍ୟବାନ ଧାତୁ ମିଶ୍ରିତ ବାଣିଜ୍ୟରେ କାରବାର ହେଉଛି। ଯେଉଁଠାରେ MCX ଉପରେ ସୁନାରେ ସାମାନ୍ୟ ବୃଦ୍ଧି ଘଟିଛି, ରୂପା ଦର ବ୍ୟବସାୟରେ ହ୍ରାସ ଘଟିବ ଦେଖାଯାଉଛି । ଗତକାଲି ତୁଳନାରେ ମଲ୍ଟି…

Women’s Emerging Asia Cup: ମହିଳା ଭାରତୀୟ ଟିମ୍ ଜିତିଲା ଏସିଆ କପ୍‌, ଫାଇନାଲରେ ବାଂଲାଦଶକୁ କଲା ପରାସ୍ତ

ନୂଆଦିଲ୍ଲୀ: ମହିଳା ଉଦୟମାନ ଏସିଆ କପ୍ ୨୦୨୩ ଫାଇନାଲରେ ଭାରତ-ଏ ଟିମ୍ ବାଂଲାଦେଶକୁ ହରାଇ ଟାଇଟଲ ହାତେଇଛି । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ୩୧ ରନ୍‌ରେ ଜିତି ଏହି ସଫଳତା ପାଇଛି । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଉଛୁଳିଲା ସେୟାର ମାର୍କେଟ୍‌, ନୂଆ ରେକର୍ଡ କଲା ସେନସେକ୍ସ

ନୂଆଦିଲ୍ଲୀ: ବୁଧବାର ଭାରତୀୟ ସେୟାର ବଜାର ଐତିହାସିକ ଉଚ୍ଚତାକୁ ଛୁଇଁବା ସହିତ ଏକ ନୂଆ ରେକର୍ଡ କରିଛି । କାରବାର ଆରମ୍ଭରୁ ସେନସେକ୍ସ ବୁଧବାର ଏକ ଘଣ୍ଟା ମଧ୍ୟରେ ଏହାର ପୁରୁଣା ରେକର୍ଡ ଭାଙ୍ଗି ୬୩,୫୮୮.୩୧ ପଏଣ୍ଟରେ…