fbpx
Browsing Category

Breaking News

ରାତି ଅଧରେ ପେଟ୍ରୋଲ, ଡିଜେଲ ମୂଲ୍ୟ ବଢାଇଦେଲେ ସରକାର, ଦେଶରେ ଖେଳିଯାଇଛି ହାହାକାର

ନୂଆଦିଲ୍ଲୀ:ଆର୍ଥିକ ସଙ୍କଟ ମଧ୍ୟରେ ଫସିରହିଥିବା ପାକିସ୍ତାନର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏବେ ପୁଣି ଦେଶର ଜନତାଙ୍କ ଉପରେ ଦରବୃଦ୍ଧିର ବଡ ଏକ ବିସ୍ଫୋରଣ ଘଟିଛି । ଶାହବାଜ ସରିଫ ସରକାରଙ୍କ କାର୍ଯ୍ୟକାଳ…

Asia Cup-2023ରେ ସ୍ଥାନ ପାଇବେନି ଦୁଇ ଷ୍ଟାର ଖେଳାଳି: ଏହି ଟିମ୍ ଯିବ ଶ୍ରୀଲଙ୍କା!

ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ଏଥିପାଇଁ ଭାରତୀୟ ଦଳରେ କେଉଁ ଖେଳାଳି ସାମିଲ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏକ ଦଳ…

Chandrayaan-3 Mission: ଚନ୍ଦ୍ରର ଆଉ ଟିକିଏ ନିକଟତର ହେଲା ଚନ୍ଦ୍ରଯାନ-୩, ଏବେ ଏକାକୀ ଯାତ୍ରା କରିବ ଲ୍ୟାଣ୍ଡର

ନୁଆଦିଲ୍ଲୀ: ଭାରତ ଖୁବ୍‌ଶୀଘ୍ର ଚନ୍ଦ୍ରରେ ପହଞ୍ଚିବାକୁ ଯାଉଛି । ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ-୩ ଚନ୍ଦ୍ରର ଆଉ ଟିକିଏ ନିକଟତର ହୋଇଛି । ବୁଧବାର ଚନ୍ଦ୍ରଯାନ-୩ ଏହାର ଶେଷ କକ୍ଷପଥରେ ପହଞ୍ଚିଯାଇଛି । ଏବେଠାରୁ…

ଏ କି ଅଦ୍ଭୁତ ! ସ୍ତ୍ରୀର ପ୍ରେମିକ ଉପରକୁ ସ୍ୱାମୀ କଲା ଗୁଳି

ରେଢାଖୋଲ : ଦିନକୁ ଦିନ ଆମ ଓଡ଼ିଶରେ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟି ଚାଲିଛି । ଏଭଳି ଏକ ଘଟଣା ସମ୍ବଲପୁର ସ୍ଥିତ ରେଢାଖୋଲ ଅଞ୍ଚଳର ଖେତୀନାଳି ଗାଁରୁ ସାମ୍ନାକୁ ଆସିଛି । ସେହି ଗାଁରେ ଖଟିଛି ଏକ ଅଭାବନୀୟ ଗୁଳିକାଣ୍ଡ ।…

Today’s gold rate : ସୁନା ଦରରେ ହୋଇଛି ପରିବର୍ତ୍ତନ, ଦାମ ଜାଣି ଗ୍ରାହକ ହୋଇଯିବେ ଖୁସି

ଭୁବନେଶ୍ୱର : ସାଧାରଣତଃ ସ୍ତ୍ରୀ ମାନେ ସୁନା ପିନ୍ଧି ସଜେଇ ହେବାକୁ ଅଧିକ ଭଲ ପାଆନ୍ତି । ତା’ଛଡ଼ା ସ୍ତ୍ରୀ ମାନେ ସୁନା ପିନ୍ଧିଲେ ଅଧିକ ସୁନ୍ଦର ଦେଖାଯାଆନ୍ତି । ତେଣୁ ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ କେତେ…

ଏବେ ନିଶା ନୁହେଁ, ସାପ ବିଷକୁ ବି ନେଇ ବେପାର: ରାକେଟ ଧରିଲା ବନ ବିଭାଗ

ବାଲେଶ୍ୱର: ବାଲେଶ୍ୱର ବାଲିଆପାଳରେ ଏକ ଅଜବ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ନାଗସାପର ବିଷକୁ ନେଇ ବ୍ୟବସାୟ ଆରମ୍ଭ କରି ଦେଇଛି ମଣିଷ ସମାଜ । ଯାହା ବର୍ତ୍ତମାନ ରେଡ ବେଳେ ପୋଳିସ ହାତରେ ଧରା ପଡ଼ିଛି । ସାପ ବିଷ…

Video : ଆତଙ୍କ ଖେଳାଉଛି କୁମ୍ଭୀର : ଯାଜପୁରରେ ମହିଳାଙ୍କ ନେଲା ଜୀବନ

ଯାଜପୁର : ବର୍ତ୍ତମାନ ରାଜ୍ୟରେ କୁମ୍ଭୀର ଆତଙ୍କ ଖେଳିଯାଇଛି । ପୁଣି ଜଣେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ନଦୀରେ ଲୁଗାପଟା ସଫା କରୁଥିବା ସମୟରେ କୁମ୍ଭୀର ଆସି ଟାଣିନେଲା । ମହିଳା ଜଣକ ହେଲେ ବରୀ ବ୍ଲକ ଅମଠପୁର…

ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା : ୧୩ ଜିଲ୍ଲାକୁ ୟେଲୋୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ରାଜ୍ୟରେ ପୁଣି ସକ୍ରିୟ ହେଉଛି ପାଣିପାଗ । ଆଜିଠାରୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ…

ଦେଶରେ ସର୍ବନିମ୍ନ ସ୍ଥାନରେ ଜନ୍ମହାର: ସଂଖ୍ୟା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଉଛନ୍ତି ଚୀନ ସରକାର

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରରେ ଜନ୍ମହାର ସଂଖ୍ୟା ବର୍ତ୍ତମାନ ନିମ୍ନଗାମୀ ହେବାରେ ଲାଗିଛି । ଧିରେ ଧିରେ ଚୀନର ଜନ୍ମହାର ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ୨୦୨୨ ମସିହାରେ ଦେଶ ଜନ୍ମହାର ସର୍ବନିମ୍ନ ୧.୦୯କୁ…

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ପୁରୀ-ଭୁବନେଶ୍ୱରରେ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ । ପୁରୀ ଏବଂ ଭୁବନେଶ୍ୱରରେ…