fbpx
Browsing Category

Breaking News

ତେଲ କମ୍ପାନୀଙ୍କୁ ବଡ଼ ଝଟକା! ଅଶୋଧିତ ପେଟ୍ରୋଲିୟମ-ଡିଜେଲ ଉପରେ ସରକାର ବଢାଇଲେ Windfall Tax

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ଦିନ ତେଲ କମ୍ପାନୀକୁ ପୁଣିଥରେ ଝଟକା ଦେଇ ଅଶୋଧିତ ପେଟ୍ରୋଲିୟମ ଉପରେ ୱିଣ୍ଡଫଲ ଟ୍ୟାକ୍ସ ବଢାଇବା ଲାଗି ଘୋଷଣା କରିଛନ୍ତି । ଏହି ମାମଲାରେ ସରକାର ନୋଟିଫିକେସନ ଜାରି କରି ସୂଚନା…

୧୯୪୭ରୁ ୨୦୨୩: ସ୍ୱାଧିନତାର ୭୬ ବର୍ଷ ପରେ ଦେଶରେ କ’ଣ ସବୁ ପରିବର୍ତ୍ତନ ଘଟିଛି

ନୂଆଦିଲ୍ଲୀ: ଦେଶ ସ୍ୱାଧିନ ହେବାର ଆଜି ୭୬ ବର୍ଷ ପୂରଣ ହୋଇଛି । ଏହି ୭୬ ବର୍ଷ ମଧ୍ୟରେ ଦେଶରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନାର ମୂଲ୍ୟଠାରୁ ଆରମ୍ଭ କରି ପେଟ୍ରୋଲ ଦାମ ବହୁତ ବୃଦ୍ଧି ପାଇଛି । ସମୟ…

ଲାଲକିଲାରେ ମଣିପୁର କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଶାନ୍ତିରୁ ହିଁ ବାହାରିବ ସମାଧାନର ରାସ୍ତା

ନୂଆଦିଲ୍ଲୀ: ଆଜି ଦେଶ ସ୍ୱାଧୀନତା ଦିବସ ପାଳନ ଅବସରରେ ବୁଡି ରହିଛି। ୭୭ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲାର ପ୍ରାଚୀରରୁ କ୍ରମାଗତ ଦଶମ ଥର ତ୍ରିରଙ୍ଗା ଉଡ଼ାଇଛନ୍ତି। ଏହା ପରେ…

ଅଗଷ୍ଟ ୧୫ ତାରିଖରେ ହିଁ କାହିଁକି ପାଳନ ହୁଏ ସ୍ୱାଧୀନତା ଦିବସ? କ’ଣ ରହିଛି ଏହା ପଛର କାରଣ…

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ସେପଟେ ୭୬ ତମ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବା ପାଇଁ ଦେଶର କୋଣ ଅନୂକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଭାରତର ସ୍ୱାଧୀନତା ଦିବସ…

ରାଜ୍ୟରେ ୧୮ ଯାଏଁ ପ୍ରବଳ ବର୍ଷା, ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ପୂର୍ବ ବାଂଲାଦେଶ ଏବଂ ସେହି ଅଞ୍ଚଳକୁ ଲାଗି ରହିଥିବା ଅନ୍ୟ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟ ଆଜି ଦକ୍ଷିଣ ବାଂଲାଦେଶ ଏବଂ ତାର ଚର୍ତୁପାଶ୍ୱର୍ ଅଞ୍ଚଳରେ ରହିଛି । ବାଂଲାଦେଶରେ ହେଉ ଥିବା ଘୂର୍ଣ୍ଣିବଳୟ…

(Video) ୭୭ତମ ସ୍ୱାଧିନତା ଦିବସ ପାଳନ କରୁଛି ଦେଶ: ଦେଶବାସୀଙ୍କୁ PM ମୋଦୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୭ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦ମ ଥର ପାଇଁ ଦିଲ୍ଲୀର ଐତିହାସିକ ଲାଲକିଲା ପ୍ରାଚୀରରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ସ୍ୱାଧିନତାର…

ବନ୍ଦେ ମାତରମ୍…ସାରା ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ: ପ୍ରତି ଭାରତୀୟଙ୍କ ମୁହଁରେ ବୀରତ୍ୱ ଗାଥା

ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ପ୍ରତ୍ୟେକ ନାଗରିକଙ୍କ ମୁହଁରେ ବୀର ପୁରୁଷ ତଥା ଭାରତମାତାର ଜୟ ଜୟ ଗାନ । କାରଣ ଆଜିର ଦିନରେ ହିଁ ଭାରତକୁ ମିଳିଥିଲା ଏକ ସ୍ୱତନ୍ତ୍ର ପରିଚୟ । ୧୯୪୭ ମସିହା ଅଗଷ୍ଟ…

ରାତି ପାହିଲେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ

ଓଡିଶା ଭାସ୍କର; ରାତି ପାହିଲେ ଦେଶ ପାଳନ କରିବ ତାର ୭୭ ତମ ସ୍ୱାଧୀନତା ଦିବସ । ଯାହାକୁ ନେଇ ଏବେ ସାରା ଦେଶବାସୀ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କାଲି ସକାଳର ନୂଆ ସୁରୁଜରେ ଭାରତ ମାତା ଫରଫର କରି…

ସ୍ୱତନ୍ତ୍ରତା ଦିବସ ପୁର୍ବରୁ ମୋଦୀଙ୍କୁ ଟାର୍ଗେଟ୍ କଲେ ମମତା, କହିଲେ ଏହା ହେବ ଶେଷ ଲାଲକିଲ୍ଲା ଭାଷଣ

ନୂଆଦିଲ୍ଲୀ: ସ୍ୱତନ୍ତ୍ରତା ଦିବସ ପୁର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସ(ଟିଏମ୍‌ସି) ସଭାପତି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ଟିଏମ୍‌ସି ପକ୍ଷରୁ…

ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନି ମହିଳା କହିଲେ ପାକିସ୍ତାନ ମୁର୍ଦ୍ଦାବାଦ, ହିନ୍ଦୁସ୍ଥାନ ଜିନ୍ଦାବାଦ

ଓଡିଶା ଭାସ୍କର; ପାକିସ୍ତାନ ମୁର୍ଦ୍ଦାବାଦ ହେ, ମୁର୍ଦ୍ଦାବାଦ ଥା ଔର ମୁର୍ଦ୍ଦାବାଦ ରହେଗା । ତ୍ରିରଙ୍ଗା ସାଢ଼ି ପିନ୍ଧିବା ସହ ମୁଣ୍ଡରେ ବାନ୍ଧିଛନ୍ତି ‘ଜୟ ମାତାଦି’ ର କପଡ଼ା । ବନ୍ଦେ ମାତରମ୍ ବ୍ୟତୀତ ମୋଦୀ ସରକାର ଓ…