fbpx
Browsing Category

Breaking News

BIG BREAKING: ସ୍ୱାସ୍ଥ୍ୟମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ବର୍ତ୍ତମାନ ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ନିରଞ୍ଜନ ଓ ଅର୍ଥମନ୍ତ୍ରୀ ଥିବା ବେଳେ ବର୍ତ୍ତମାନ…

ପରିବା ଦୋକାନକୁ ମାଡ଼ିଗଲା ଗାଡ଼ି: ୨ମୃତ, ୨ ଗୁରୁତର

ଖଲ୍ଲିକୋଟ: ପ୍ରତିଦିନ ରାଜ୍ୟରେ ବଡ଼ ବଡ଼ ଦୁର୍ଘଟଣା ଦେଖାଯାଉଥିବା ବେଳେ ଆଜି ଏକ ଦୋକାନ ଉପରେ ଗାଡ଼ି ଚଢାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କ ମୃତ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ସୂଚନା…

ନବ ଦାସ ମାମଲାରେ IICଙ୍କ ଏତଲା: ହତ୍ୟା ଉଦ୍ଦେଶ୍ୟରେ କରାଯାଇଥିଲା ଫାୟାରିଂ

ଭୁବନେଶ୍ୱର: ଗୁଳିମାଡରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ମୃତ୍ୟୁ ହୋଇଥିବା ବେଳେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ନବ ଦାସଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନେଇ ବ୍ରଜରାଜନଗର ଆଇଆଇସି ଥାନାରେ…

ହ୍ୟୁମାନ ସାଗରଙ୍କ ପାରିବାରିକ ମାମଲା: ମହିଳା ଥାନାରେ ହାଜର ହେଲେ ଉଭୟ ପତି-ପତ୍ନୀ

କଟକ: ଚଳିତ ଜାନୁଆରୀ ୧୮ ତାରିଖରୁ ଗାୟକ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରେୟାଙ୍କ ପାରିବାରିକ ବିବାଦ ମାମଲା ଦେଖିବାକୁ ମିଳିଛି । ଫଳରେ ଉଭୟ ପୂର୍ବରୁ କଟକ ମହିଳା ଥାନାରେ ହାଜର ହୋଇଥିବା ବେଳେ ଆଜି ଦ୍ୱାତୀୟ ଥର ପାଇଁ…

ଝାରସୁଗୁଡ଼ାରେ ପହଞ୍ଚିଲା ନବଙ୍କ ପାର୍ଥିବ ଶରୀର

ଝାରସୁଗୁଡା(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର । ବିମାନବନ୍ଦରରେ ମନ୍ତ୍ରୀଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥନଙ୍କ ଭିଡ଼…

ଗୌତମ ବୁଦ୍ଧ କାହିଁକି କହିଲେ ପ୍ରତି ପୁରୁଷଙ୍କର ୪ ସ୍ତ୍ରୀ ଓ ମହିଳାଙ୍କର ୪ ସ୍ୱାମୀ ରହିବା ଉଚିତ? ଜାଣନ୍ତୁ ଏହାର ଅର୍ଥ

ଭଗବାନ ଗୌତମ ବୁଦ୍ଧଙ୍କୁ ବିଶ୍ୱର ସର୍ବ ପୁରାତନ ଧର୍ମ ମଧ୍ୟ ବୋୖଦ୍ଧ ଧର୍ମର ଉତ୍ପତ୍ତିକାରୀ ଭାବରେ ବିବେଚନା କରାଯାଏ। ତାଙ୍କର ଅମୂଲ୍ୟ ଚିନ୍ତାଧାରା ଜୀବନର ଅବସ୍ଥା ଓ ଦିଗ ବଦଳାଇଥାଏ ଏବଂ ନୂତନ ପ୍ରେରଣା ଦେଇଥାଏ।…

ସରକାରୀ କମ୍ପାନୀରେ ୱାକ୍ ଇନ୍ ଇଣ୍ଟରଭ୍ୟୁରୁ ପାଆନ୍ତୁ ଚାକିରି: ୨,୫୦,୦୦୦ ପର୍ଯ୍ୟନ୍ତ ଦରମା ମିଳିବାର ସୁଯୋଗ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପିଏସୟୁରେ ନିଯୁକ୍ତି ବାହାରିଛି । ପବ୍ଲିକ୍ ସେକ୍ଟର ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ସେଲର ଭିଲାଇ ୟୁନିଟ୍ ଇକାଇରେ GDMO ସ୍ପେଶାଲିଷ୍ଟ ଏବଂ ଅନ୍ୟାନ୍ୟ…

ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ଯୁବତୀ, ନକଲି ପୋଲିସ ତାଙ୍କ ସହ ଏପରି କଲେ ଗଣଦୁଷ୍କର୍ମ

ଥାନେ: ମହାରାଷ୍ଟ୍ର ରାଜ୍ୟର ଥାନେ ଜିଲ୍ଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଥାନେର ଠାକୁରାଳୀ ରେଲୱେ ଷ୍ଟେସନ ପାଖରେ ପୋଲିସକର୍ମୀ ସାଜି ଏକ ୧୭ ବର୍ଷିୟ ଝିଅସହ ଗଣଦୁଷ୍କର୍ମ କାର୍ଯ୍ୟ କରିଛନ୍ତି । ଏହା…

ରହସ୍ୟମୟ କାରଣରୁ ମହାରାଜଗଞ୍ଜରେ ୧୧୧ ନବଜାତ ଶିଶୁଙ୍କ ମୃତ୍ୟୁ, ଯାଞ୍ଚରେ ଲାଗିଛି ସ୍ୱାସ୍ଥ୍ୟ ବିଭାଗ

ମହାରାଜଗଞ୍ଜ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ୧୦ ମାସ ମଧ୍ୟରେ ରହସ୍ୟମୟ କାରଣରୁ ୧୧୧ ନିରୀହ ଶିଶୁଙ୍କର ମୃତ୍ୟୁ ଘଟିଛି । ଏକ ରିପୋର୍ଟରେ ମାତୃ ଓ ଶିଶୁ ମୃତ୍ୟୁ ସଂଖ୍ୟା ଆଶ୍ଚର୍ଯ୍ୟ କରିଛି । ଶିଶୁ ମୃତ୍ୟୁର…

ଜାରୀ ହେଲା ପେଟ୍ରୋଲ ଡିଜେଲର ନୂଆ ରେଟ୍; ଏହିସବୁ ସହରରେ ବଢିଲା ଦର , ଜାଣନ୍ତୁ ଆପଣଙ୍କ ସହରରରେ କଣ ରହିଛି ଦାମ୍

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟରେ ବୃଦ୍ଧିର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି । ଅତୀତରେ ବ୍ୟାରେଲ ପିଛା ୮୦ ଡଲାର ସ୍ତରରେ ପହଞ୍ଚିଥିବା ଅଶୋଧିତ ତୈଳ ବର୍ତ୍ତମାନ ୮୭.୧୭ ଡଲାର ପାଖାପାଖି…