fbpx
Browsing Category

Breaking News

ମାଡ଼ି ଆସୁଛି ଲଘୁଚାପ, ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଛେଚିବ ବର୍ଷା: ଆଜି ୮ ଜିଲ୍ଲାକୁ ଆର୍ଲଟ ଜାରି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଓଡିଶାର ଉପକୂଳବର୍ତ୍ତି  ଅଞ୍ଚଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ…

CWG 2022: ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ ଟିମ୍

ନୂଆଦିଲ୍ଲୀ: ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍ କମନୱେଲଥ ଗେମ୍ସ (ସିଡବ୍ଲ୍ୟୁଜି)ରେ ଭାଗ ନେବାକୁ ଯାଉଛି । ଶେଷଥର ପାଇଁ ଭାରତ ଗତ ୧୯୯୬ରେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲା । ଏହି…

ଦେଶର ସବୁଠୁ ପୁରୁଣା ରୟାଲ ବେଙ୍ଗଲ ଟାଇଗରର ମୃତ୍ୟୁ

ନୂଆଦିଲ୍ଲୀ: ଭାରତ ତଥା ଦୁନିଆର ସବୁଠୁ ବୃଦ୍ଧ ବା ସବୁଠୁ ପୁରୁଣା ବାଘ ରାଜାର ମୃତ୍ୟୁ ଘଟିଛି । ଏସକେବି ଉଦ୍ଧାର କେନ୍ଦ୍ରର ଅଧିକାରୀ କହିଛନ୍ତି ୨୬ ବର୍ଷ ବୟସରେ ରାଜାର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ଆଲିପୁରଦ୍ୱର…

ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚନ: ଧର୍ମେନ୍ଦ୍ର କହିଲେ ଓଡ଼ିଶାରେ ବିଜେପି ରାଜ୍ କରିବ, ସୌମ୍ୟ କହିଲେ ରାଜନୀତି ପାର୍ଟ ଟାଇମ୍ ଜବ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୀବନ ଉପରେ ଲିଖିତ ପୁସ୍ତକ ‘ଅମିତ ଶାହ ଓ ବିଜେପିର ଯାତ୍ରା’ର ଉନ୍ମୋଚନ ଅବସରରେ ଏକାଠି ହୋଇଥିଲେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ । ତେବେ ଏହି…

ବ୍ୟାଙ୍କ୍ ଅଫ୍ ବରୋଦା ଗ୍ରାହକଙ୍କୁ ଝଟକା ! ବଢ଼ିଲା ଏମସିଏଲଆର ଦର, ମହଙ୍ଗା ହେବ ଲୋନ୍

ନୂଆଦିଲ୍ଲୀ: ବ୍ୟାଙ୍କ୍ ଅଫ୍ ବରୋଦା ଏହାର ଏମସିଏଲଆର ବା ଋଣଦରରେ ବୃଦ୍ଧି କରିଛି । ବ୍ୟାଙ୍କ ଏହାର ୧୦-୨୫ ବେସିସ୍ ପଏଣ୍ଟ ଋଣ ହାରରେ ବୃଦ୍ଧି କରିଛି । ନୂଆ ଦର ୧୨ ଜୁଲାଇ ଠାରୁ ଲାଗୁ ହେବ । ତେବେ ଏହାର ସିଧାସଳଖ…

କୋଭିଡ୍ ଆମକୁ ବହୁତ କିଛି ଶିକ୍ଷା ଦେଇଛି: ମହାମାରୀକୁ ନେଇ ରାଜ୍ୟ ସରକାର ଆରମ୍ଭ କରିବେ ରିସର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମହାମାରୀ ଦୁଇବର୍ଷ ଧରି ମାନବ ସମାଜକୁ କବଳିତ କରି ରଖିଥିଲା । ତେବେ ବର୍ତ୍ତମାନ ମଧ୍ୟ କୋଭିଡର ଆଶଙ୍କା ହ୍ରାସ ପାଇନାହିଁ । କୋଭିଡ୍ ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଥିବା…

ବଢ଼ୁଥିବା ଜନସଂଖ୍ୟା ଉପରେ ଲଗାମ ପାଇଁ ନାଗାଲାଣ୍ଡ ମନ୍ତ୍ରୀଙ୍କ ଫର୍ମୁଲା

ନୂଆଦିଲ୍ଳୀ: ଭାରତରେ ଜନସଂଖ୍ୟା ଦ୍ରୁତ ଭାବରେ ବଢ଼ିବା ଚିନ୍ତାଜନକ ରହିଛି, ସରକାର ମଧ୍ୟ ଜନସଂଖ୍ୟା ହ୍ରାସ ଦିଗରେ କାକ କରୁଛନ୍ତି । ନିକଟରେ ୟୁଏନର ଏକ ରିପୋର୍ଟରେ କୁହାଯାଇଛି ଯେ ଖୁବଶୀଘ୍ର ଭାରତ, ଚୀନକୁ ଜନସଂଖ୍ୟାରେ…

ଅଭିନୟରୁ ସଫଳ ଉଦ୍ୟୋଗୀ, ଜାଣନ୍ତୁ କିଏ ଏହି ୯ ବଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ନାମୀଦାମୀ କଳାକାର ରହିଛିନ୍ତି । ଏହି ସେଲିବ୍ରିଟିମାନେ ନିଜ ଅଭିନୟ ପାଇଁ ଘରେ ଘରେ ପରିଚିତ । ତେବେ ଏହି ତାରକା ମାନେ କେବଳ ନିଜର ଅଭିନୟ ନୁହେଁ ବରଂ ନିଜର ଆୟ…

ରାତିରେ ଲାଇଟ୍ ଜଳାଇ ଶୋଇବା କାରଣରୁ ମୋଟାପା, ଡାଇବେଟିସ୍ ଓ ହାଇ ବ୍ଲଡପ୍ରେସର ବଢ଼ୁଛି, ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଯଦି ଆପଣ ରାତିରେ ଲାଇଟ୍ ଜଳାଇ ଶୋଉଛନ୍ତି, ତେବେ ହୋଇଯାଆନ୍ତୁ ସତର୍କ । ନିଦ୍ରା ସମୟରେ ଲାଇଟ ରଶ୍ମୀର ପ୍ରଭାବରେ ବୟସ୍କମାନେ ପ୍ରଭାବିତ ହେଉଛନ୍ତି । ସେମାନେ ମୋଟାପା, ଡାଇବେଟିସ୍ ଓ ହାଇ ବ୍ଳଡପ୍ରେସର ପରି…

ରାଜଧାନୀରେ ଦ୍ରୁତ ଗତିରେ ମାଡିଲା ସଂକ୍ରମଣ, ୨ଶହ ଟପିଲା ସ୍ଥାନୀୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା…

ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ରାଜଧାନୀରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ଟ୍ରେଣ୍ଡ ଉପର ମୁହାଁ ହେବାରେ ଲାଗିଛି। ଯାହା ଫଳରେ ସ୍ମାର୍ଟସିଟି ବାସୀଙ୍କ ପାଇଁ…