fbpx
Browsing Category

Breaking News

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ସିଟ୍ ପୋଛିନେଲା BJD: ଗୋଟିଏ ବି ଆସନ ହାତେଇ ପାରିଲେନି BJP ଓ Congress

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ପୌର ନିର୍ବାଚନର ଫଳାଫଳ ଆସିଯାଇଛି । ମୋଟ ୧୦୫ଟି ପୌରାଧ୍ୟକ୍ଷ ମଧ୍ୟରୁ ବିଜେଡିକୁ ସର୍ବାଧିକ ୭୩ଟି, ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ପଦ ମିଳିଛି ।…

ଖୋଲିଲା ୧୧ ବର୍ଷ ତଳର ପୁରୁଣା ଫାଇଲ୍: ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୧୧ ବର୍ଷ ତଳରେ ଏକ ମାରପିଟ୍ ମାମଲାର ଶୁଣାଣି କରିଛନ୍ତି ଇନ୍ଦୋରର ସ୍ୱତନ୍ତ୍ର କୋର୍ଟ । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ…

ଆସନ୍ତା ସୋମ ଓ ମଙ୍ଗଳବାର ସମଗ୍ର ଦେଶରେ ଧର୍ମଘଟ: ଲଗାତର ୪ ଦିନ Bank ବନ୍ଦ ରହିବା କାରଣରୁ ATMରେ ହୋଇପାରେ କ୍ୟାଶର ଅଭାବ

ନୂଆଦିଲ୍ଲୀ: ବ୍ୟାଙ୍କର ଘରୋଇକରଣ ଓ ବ୍ୟାଙ୍କିଂ ଆଇନ ସଂଶୋଧନ ବିଲ ୨୦୨୧ର ବିରୋଧ କରି ଦୁଇଦିନିଆର ହରତାଲ କରିବାକୁ ଆହ୍ୱାନ ଦିଆଯାଇଛି । ଏହି ହରତାଲ ଆସନ୍ତା ୨୮ ଓ ୨୯ ତାରିଖରେ କରାଯିବ । ଏହା ଫଳରେ ବ୍ୟାଙ୍କିଂ ସେବା…

ବ୍ରହ୍ମପୁରରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ପରାଜିତ ପ୍ରାର୍ଥୀଙ୍କ ବାଇକ୍ ଭାଙ୍ଗିଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପରେ ଆରମ୍ଭ ହୋଇଯାଇଛି ହିଂସାକାଣ୍ଡ । ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ପରାଜିତ…

ଆଜି ପୁଣି ବଢ଼ିଲା ତୈଳ ଦର: ଜାଣନ୍ତୁ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ମଧ୍ୟରେ ପାଞ୍ଚ ଥର ବଢ଼ିଲାଣି ତୈଳ ଦର । ଭାରତୀୟ ତୈଳ କମ୍ପାନୀମାନେ ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ ପଇସା…

ଏପ୍ରିଲ୍‌ରୁ ମହଙ୍ଗା ହେବ ମେଡିସିନ୍‌, ୮୦୦ରୁ ଅଧିକ ଔଷଧ ବଢ଼ିବ ଦାମ୍

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ, ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏପ୍ରିଲରୁ ମହଙ୍ଗାଇ ତାଲିକାରରେ ଯୋଡ଼ିହେବ ମେଡିସିନ୍‌ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ । ତେବେ ଗୁରୁତ୍ବପୂର୍ଣ୍ଣ କଥା…

ଏପ୍ରିଲ ପ୍ରଥମ ସପ୍ତାହରେ MBBS ଓ BDS ସ୍ପଟ୍ ଆଡମିଶନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲରେ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମ ପାଇଁ ସ୍ପଟ୍ ନାମଲେଖା ଆରମ୍ଭ ହେବ । ଉଭୟ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ମୋଟ ୧୪୬୬ ସିଟ୍ ମଧ୍ୟରୁ ୧୪୩୯ଟି ପୂରଣ ହୋଇଥିବା ବେଳେ…

ମାନସ ସ୍ୱାଇଁ ହତ୍ୟା ମାମଲା: ଚିପ୍‌ରୁ ଗାଧୋଇବା ସିନ୍‌ ଡିଲିଟ୍‌ ଯୋଗୁଁ ହତ୍ୟା !

କଟକ/ଭୁବନେଶ୍ୱର/ଚାନ୍ଦବାଲି, (ଭାସ୍କର ନ୍ୟୁଜ୍‌): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଦିନକୁ ଦିନ ବହୁ ନୂଆ ତଥ୍ୟ ଆସିବାରେ ଲାଗିଛି । ମାନସ ସ୍ୱାଇଁଙ୍କୁ ଦୟାଲ ଆଶ୍ରମରେ ଅତ୍ୟନ୍ତ ବୀଭତ୍ସ…

ରାଶିଫଳ(ରବିବାର,୨୭ ମାର୍ଚ୍ଚ,୨୦୨୨)

ମେଷ - କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ, ନୂଆକିଛି ଯୋଜନା କରି ସଫଳ ହେବେ, କୌଣସି ପ୍ରକାର ଆର୍ଥିକ ଲାଭ କିମ୍ବା ନୂଆ ସଂପର୍କ ଯୋଡି ହେବ, ସୁଖଶାନ୍ତି ଭରା ପରିବେଷ ମଧ୍ୟରେ ଦିନ କଟିବ, କୌଣସି ପ୍ରକାରର ଲାଭ ହେବ ଏବଂ…

ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ: ୩ ମହାନଗର ମେୟର ସହ ୧୦୫ ମ୍ୟୁନିସିପାଲିଟି ଓ ଏନ୍‌ଏସିରୁ ୭୩ ଆସନରେ ବାଜିମାତ କଲା ବିଜେଡି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ପୌର ନିର୍ବାଚନରେ ବିଜୁ ଜନତାଦଳର ଐତିହାସିକ ବିଜୟ ହୋଇଛି । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ରାଜ୍ୟବାସୀ ବିପୁଳ ସମର୍ଥନ ଦେଇଛନ୍ତି । ୩ ମହାନଗର ନିଗମରେ…