Browsing Category
Breaking News
ଜାତିସଂଘରେ ରୁଷ୍ ବିରୋଧରେ ପ୍ରସ୍ତାବ ପାସ୍: ଭୋଟିଂରୁ ଦୂରେଇ ରହିଲା ଭାରତ
ନୂଆଦିଲ୍ଲୀ: ରୁଷ୍ ବିରୋଧରେ ଜାତିସଂଘରେ ପାସ୍ ହେଲା ନିନ୍ଦା ପ୍ରସ୍ତାବ । ଭାରତ ଭୋଟିଂରୁ ଦୂରେଇ ରହିଲା । ୧୪୧ ଦେଶ ରୁଷ୍ ବିରୋଧରେ ଭୋଟ୍ ଦେଲେ । ମୋଟ୍ ୩୫ ଟି ଦେଶ ଭୋଟିଂରୁ ଦୂରେଇ ରହିଲେ । ୫ ଟି ଦେଶ ନିନ୍ଦା…
PMC ବ୍ୟାଙ୍କ ସ୍କାମ୍: କିରୀଟ ସୋମେୟାଙ୍କ ପୁଅଙ୍କ ମିଳିଲାନି ଜାମିନ୍, ସଞ୍ଚୟ ରାଉତ କହିଲେ ପିତା-ପୁତ୍ର ଯିବେ ଜେଲ୍
ପିଏମସି ବ୍ୟାଙ୍କ ସ୍କାମ ମାମଲାରେ ଫସିଲେ ବିଜେପି ନେତା । ମହାରାଷ୍ଟ୍ରର ବିଜେପି ନେତା କିରୀଟ ସୋମେୟା ଏବଂ ତାଙ୍କ ପୁଅ ନୀଲ ସୋମେୟା ଏହି ଦୁର୍ନୀତି ମାମଲାରେ ଫସିଛନ୍ତି । ଆଉ ମାମଲାରେ ଆଗୁଆ ବେଲ ଆବେଦନକୁ ଖାରଜ…
ଋଷ-ୟୁକ୍ରେନ ଯୁଦ୍ଧ: ଜୀବନ ବଞ୍ଚାଇବାକୁ ହାତରେ ତିରଙ୍ଗା ଧରିଲେ ପାକିସ୍ତାନୀ ଏବଂ ତୁର୍କୀ ଛାତ୍ର
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଭାରତ ସହ ଅନେକ ଦେଶର ନାଗରିକମାନେ ସେଠାରେ ଫସିରହିଛନ୍ତି । ଭାରତ ସରକାର ନିଜର ନାଗରିକଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ତେବେ ଏହି…
ଅପରେସନ ‘ଗଙ୍ଗା’ ରେ ସାମିଲ ହେଲା ଏନଡିଆରଏଫ: ୟୁକ୍ରେନକୁ ପଠାଇଲା ରିଲିଫ୍ (Video)
ନୂଆଦିଲ୍ଲୀ: ୟୁକ୍ରେନର ଜନସାଧାରଣଙ୍କ ପାଇଁ ରିଲିଫ୍ ସାମଗ୍ରୀ ପଠାଇଲା ଏନଡିଆରଏଫ୍ । ଏନଡିଆଏଫ ପକ୍ଷରୁ କମ୍ବଳ, ଚଦର ଓ ପଢ଼ିବା ପାଇଁ ସୋଲାର ଲ୍ୟାମ୍ପ ପଠାଯାଇଛି । ପୋଲାଣ୍ଡ ଓ ରୋମାନିଆକୁ ଯାଇଥିବା ଆଇଏଏଫ ବିମାନରେ…
ପୌର ନିର୍ବାଚନ ୨୦୨୨: କଟକରେ ଲଢ଼ିବେ କଂଗ୍ରେସ-ସିପିଆଇ-ସିପିଆଇଏମ ମେଣ୍ଟ
ରାଜ୍ୟରେ ଆସନ୍ତା ମାର୍ଚ୍ଚ ୨୪ରୁ ଆରମ୍ଭ ହେବାକୁ ପୌର ନିର୍ବାଚନ । ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ । ମହାନଗର ନିଗମ, ପୌରପାଳିକା, ମେୟର, ପୌରାଧ୍ୟକ୍ଷ, କର୍ପୋରେଟର, କାଉନସିଲର ପଦବୀ ପାଇଁ ହେବ ନିର୍ବାଚନ…
ନିର୍ବାଚନୀ ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ଓୱେସୀ, କହିଲେ ଯୋଗୀ-ଅଖିଳେଶ ରାମ ଶ୍ୟାମଙ୍କ ଯୋଡ଼ି
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହେବାକୁ ଥିବା ଅନ୍ତିମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପୂରା ଦମ୍ ରେ ଲାଗିପଡ଼ିଛନ୍ତି ନିର୍ବାଚନୀ ପ୍ରଚାରରେ । ୟୁପିର ପୂର୍ବାଞ୍ଚଳରେ ନିର୍ବାଚନୀ ରାଲି ଜୋରସୋରରେ…
ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି: ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ଵରୂପ ଦଳର ଏମ୍.ପି. ଏମ.ଏଲ.ଏ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚୁଆଲ ମାଧ୍ୟମରେ…
ପ୍ରତିଶୋଧ ନେଲେ ସରପଞ୍ଚ ପ୍ରାର୍ଥୀ: ପଞ୍ଚାୟତ ନିର୍ବାଚନ ହାରିବାରୁ କଲେ ଏମିତି କାମ
ରାୟଗଡା: ନିର୍ବାଚନରେ ହାରିଗଲେ ବୋଲି ରାସ୍ତା କାଟି ବାଟ ବନ୍ଦ କଲେ ସରପଞ୍ଚ ପ୍ରାର୍ଥୀ । ନିର୍ବାଚନ ହାରିଯିବାରୁ ପ୍ରତିଶୋଧ ପରାଣୟ ହୋଇ ସରପଞ୍ଚ ପ୍ରାର୍ଥୀ ଏମିତି କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ଦେଖିବାକୁ…
‘ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହେବ ନିର୍ଣ୍ଣାୟକ’: ପୁଣି କଡ଼ା ଚେତାବନୀ ଦେଲା ଋଷ (Watch Video)
ନୂଆଦିଲ୍ଲୀ: ବିଶ୍ୱକୁ ପୁଣି ପରମାଣୁ ବୋମା ଚେତାବନୀ ଦେଲା ଋଷିଆ । ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହିଁ ନିର୍ଣ୍ଣାୟକ ହେବ ବୋଲି କହିଲା ଋଷିଆ । ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ବୁଧବାର ଦେଇଛନ୍ତି ଏହି…
ତୁରନ୍ତ ଖାରକିଭ ଛାଡ଼ନ୍ତୁ ଭାରତୀୟ: ଜରୁରୀକାଳୀନ ଆଡଭାଇଜରି ଜାରି କଲା ଦୂତାବାସ
ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଜାରି ହେଲା ଜରୁରୀକାଳୀନ ଆଡଭଇଜାରି । ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ । ଖାରକିଭ୍ ଛାଡ଼ିବାକୁ ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସର ପରାମର୍ଶ । ୟୁକ୍ରେନ ସମୟ ସନ୍ଧ୍ୟା…