fbpx
Browsing Category

Breaking News

ବିହାରରେ ୩ ଦିନରେ ୩୨ ଜଣଙ୍କର ସନ୍ଦିଗ୍ଧ ମୃତ୍ୟୁ: ବିଷାକ୍ତ ମଦ ଯୋଗୁଁ…

ପାଟନା: ହୋଲି ଅବସରରେ ବିହାରର ଅନେକ ଜିଲ୍ଲାରେ ଗତ ୩ ଦିନ ମଧ୍ୟରେ ୩୨ ଲୋକଙ୍କର ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଛି, ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତକଙ୍କ ମଧ୍ୟରେ ଭାଗଲପୁରର ୧୬ ଜଣ,…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଆଜି ୨୦୪ ଟ୍ରେନ୍ ବାତିଲ୍ , ଘରୁ ବାହାରିବା ପୂର୍ବରୁ ଏପରି ଚେକ୍ କରନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ପ୍ରତିଦିନ ଦେଶର ଲକ୍ଷାଧିକ ଯାତ୍ରୀ ଟ୍ରେନ ସେବାର ଲାଭ ଉଠାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ରେଳବାଇ ଦେଶର ଲାଇଫଲାଇନ୍ ଭାବେ ଗଣନା କରାଯାଉଛି । ହୋଲି ଉତ୍ସବ ପରେ ଲୋକମାନେ…

ଆପଣ ପ୍ରତିଦିନ ମାତ୍ର ୫ ମିନିଟ୍ ସମୟ ଦିଅନ୍ତୁ, ରୁହନ୍ତୁ ସର୍ବଦା ଫିଟ୍ ଓ ସୁସ୍ଥ

ଅଧିକାଂଶ ଲୋକ ନିଜକୁ ସବୁ ସମୟରେ ଫିଟ୍ ରଖିପାରି ନଥାନ୍ତି । ଏଥିପାଇଁ ଆମକୁ ଅନେକ କିଛି କାର୍ଯ୍ୟ ପ୍ରତି ସଚେତନ ରହିବାକୁ ପଡ଼ିଥାଏ । ଯେପରିକି ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା, ନିୟମିତ…

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲେ ଯୁବକ, ଅଭିଯୋଗ ପରେ ଅଭିଯୁକ୍ତକୁ ଉଠାଇ ଆଣିଲା ପୁଲିସ

ରାଜନଗର (ଭାସ୍କର ନ୍ୟୁଜ୍‌) :ରାଜନଗର ବ୍ଲକ ସଦର ମହକୁମାରେ ଜଣେ ମହିଳାଙ୍କୁ ବିଳମ୍ବିତ ରାତିରେ ଘରେ ପଶି ଦୁଷ୍କର୍ମ ଅଭିଯୋଗରେ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ରାଜନଗର ଗ୍ରାମର କରୁଣାକରଙ୍କୁ ପୁଅ…

ପ୍ରୋ ଲିଗ୍‌ ହକି: ପ୍ରଥମ ପରାଜୟର ଚରମ ପ୍ରତିଶୋଧ, ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଦିନ ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗ ହକି ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୪-୩ ଗୋଲରେ ପରାସ୍ତ କରି ଭାରତ। ପ୍ରଥମ ମ୍ୟାଚ ପରାଜୟର ଚରମ ପ୍ରତିଶୋଧ ନେଇଲା ଟିମ୍…

ଗ୍ରାହକଙ୍କୁ ମାଗଣାରେ ୨ ଲକ୍ଷ ଟଙ୍କା ଦେଉଛି ଏସବିଆଇ, ଆଜିଠାରୁ ଆପଣାନ୍ତୁ ଏହି ନିୟମ

ନୂଆଦିଲ୍ଲୀ: ଏସବିଆଇ ଡେବିଟ୍ କାର୍ଡଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଏସବିଆଇ ଏବେ ଜନ ଧନ ଆକାଉଣ୍ଟଧାରୀଙ୍କୁ ୨ ଲକ୍ଷ ଟଙ୍କା ବୀମା କଭର ଦେଉଛି । ଏହାର ଲାଭ କୋଟି କୋଟି ଦୁର୍ବଳ ବର୍ଗର ଲୋକଙ୍କ ନିକଟରେ ପହଞ୍ଚୁଛି ।…

ବ୍ରହ୍ମପୁର ମହାନଗର ନିର୍ବାଚନ: ୨୫୦ ବୁଥ୍‌ରେ ହେବ ମତଦାନ, ୯୬ଟି ସମ୍ବେଦନଶୀଳ ବୁଥ୍ ଉପରେ ପୋଲିସ ଫୋକସ୍

ବ୍ରହ୍ମପୁର, (ଭାସ୍କର ନ୍ୟୁଜ): ସହରର କିଛି ୱାର୍ଡର ବୁଥ୍‌ ପରିଦର୍ଶନ କଲେ ଏସ୍ପି ପିଇବା ପାଣିଠାରୁ ଆରମ୍ଭ କରି ଫାଷ୍ଟଏଡ୍‌ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ରହିବ । ବ୍ରହ୍ମପୁର ମହାନଗର ନିଗମରେ ହେବାକୁ ଥିବା ୨୫୦ଟି ବୁଥ୍‌…

ରାଶିଫଳ(ସୋମବାର,୨୧ ମାର୍ଚ୍ଚ,୨୦୨୨)

ମେଷ - ଆଜି କାର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…

ପାର୍କ ବାହାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଦୁର୍ବୃତ୍ତ, ସ୍ଥାନୀୟଲେକା ରୋକିବାରୁ ତାଙ୍କୁ ବି ପିଟିଲେ…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବୁଦ୍ଧ ଜୟନ୍ତୀ ପାର୍କ ବାହାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡିଛି । ଦିବ୍ୟ ରଞ୍ଜନ ବେହେରାଙ୍କୁ ଅଚାନକ କିଛି ଯୁବକ ହଠାତ୍‌ ଆସି…

ଟିଟିଲାଗଡ଼ ଏବେ ତତଳାଗଡ଼, ୪୧ଂ ଟପିଲା ତାପମାତ୍ରା: ୨୪ରୁ ଆହୁରି ତତେଇବ ଗ୍ରୀଷ୍ମ ପ୍ରକୋପ, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ତତଲା କଡେଇରେ ଓଡିଶା। ଆକାଶରୁ  ନିଆଁ ବର୍ଷା ଯୋଗୁ ଜନଜୀବନ ଅସ୍ଥବ୍ୟସ୍ଥ ହୋଇପଡିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକେପ ଏତେ ରହିଛି ଦିନ ୧୧ଟା ବେଳକୁ  ରାସ୍ତାଘାଟ ଖାଲି ପଡୁଛି। ଗତ ୨…