fbpx
Browsing Category

Breaking News

୭ ରୁ ଖୋଲୁଛି ସ୍କୁଲ, କଲେଜ୍: ପାଠପଢ଼ା ସମୟ ନିର୍ଦ୍ଧାରଣ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ୭ ଓ ୧୪ ଫେବୃଆରୀରୁ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି । ୭ ତାରିଖରୁ ଅଷ୍ଟମ ଏବଂ…

ଖୋଳା ହେଲା ଏମାର ମଠ: ରୁପା ଇଟା ଥିବା ନେଇ କରାଯାଉଥିଲା ଯାଞ୍ଚ

ପ୍ରଶାସନ ପକ୍ଷରୁ ପୁଣି ଥରେ ଏମାର ମଠ ଯାଞ୍ଚ କରାଯାଇଛି । ଗତ ସେପ୍ଟେମ୍ବର ୧୬ ତାରିଖରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ୍ କରି ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ୩ଟି ସ୍ଥାନରେ ଗୋଲ…

ଭୁବନେଶ୍ୱରରୁ ଜାମତାରା ଗ୍ୟାଙ୍ଗ ସଦସ୍ୟ ଗିରଫ ଘଟଣା: ଅଜଣା ନମ୍ବର ପ୍ରତି ସତର୍କ ରହିବାକୁ କହିଲେ ଏଡିଜି

ଭୁବନେଶ୍ୱରରୁ ଜାମତାରା ଗାଙ୍ଗ ସଦସ୍ୟ ଗିରଫ ଘଟଣା । ଅନଲାଇନ ଠକେଇ ନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପ୍ରେସମିଟ୍ । ପ୍ରେସମିଟରେ ଘଟଣା ବର୍ଣ୍ଣନା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଏଡିଜି କହିଛନ୍ତି ଯେ ‘ଏହି…

ଓଡ଼ିଶାର ୬ ହଜାରରୁ ଅଧିକ ଗ୍ରାମରେ ନାହିଁ ମୋବାଇଲ ଓ ଇଣ୍ଟରନେଟ ସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନର ଡିଜିଟାଲ ଯୁଗରେ ଅଧିକାଂଶ ଲୋକଙ୍କ ପାଖରେ ମୋବାଇଲ ଉପଲବ୍ଧ ରହିଥିବା ନେଇ ଅନୁମାନ କରାଯାଉଥିଲେ ହେଁ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । ସମଗ୍ର ଦେଶରେ…

ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: BCCIର ସହମତି ପରେ ସୂଚନା ଦେଲେ OCA ସମ୍ପାଦକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । କଟକର ବାରବାଟୀ ଷ୍ଟାଡିମୟରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

୬ ତାରିଖରୁ ଖୋଲିବ ହଷ୍ଟେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୭ ତାରିଖରୁ ରାଜ୍ୟର ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ତେବେ କ୍ଲାସରୁମ୍ ରେ ପାଠପଢ଼ା ଆରମ୍ଭ ହେଉଥିବାରୁ ୬ ତାରିଖରୁ ହଷ୍ଟେଲ୍ ଖୋଲିବା ନେଇ ସମସ୍ତ…

ରିଲିଜ୍ ହେଲା ‘Gangubai Kathiawadi’ ଟ୍ରେଲର୍ , ଆଲିୟାଙ୍କ ଦବଙ୍ଗ୍ ଅନ୍ଦାଜ୍ ଦେଖି ନିଶ୍ଚୟ କହିବେ ବାଃ ବାଃ

ମୁମ୍ବାଇ: ସଞ୍ଜୟ ଲୀଳା ବନଂସାଲୀ ଫିଲ୍ମ "ଗଙ୍ଗୁବାଇ କାଠିଆୱାଡ୍" ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ସଞ୍ଜୟଙ୍କ ଏହି ଫିଲ୍ମରେ ମହିଳାଙ୍କ ଭୂମିକାକୁ ଖୁବ୍ ଶକ୍ତ ଅନ୍ଦାଜରେ ଦେଖାଯାଇଛି । ଟ୍ରେଲର୍ ରେ କ୍ୟୁଟ୍ ଆଲିୟାଙ୍କ…

ବ୍ରହ୍ମପୁର ପରେ ଭୁବନେଶ୍ୱର: ଘରେ ପ୍ରବେଶ କଲେ ଆଉ ଜଣେ ତପସ୍ୱିନୀ, ଶ୍ୱଶୁର ଘର ପୁରୁଷ ଶୂନ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦର ପୁନରାବୃତ୍ତି ଘଟିଛି ରାଜଧାନୀ ଭୁବନେଶ୍ୱରରେ । ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ଘରେ ପ୍ରବେଶ କରିବା ପରେ…

ଗଛକୁ ପିଟିଲା ଭ୍ୟାନ୍: ୬ ମୃତ, ୩୦ରୁ ଅଧିକ ଯାତ୍ରୀ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନ୍ଧମାଳର କୋଟଗଡ଼ର କୁଟିବାଲି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର…

‘ପୁଷ୍ପା’ ଷ୍ଟାଇଲରେ ତସ୍କରୀ: ଭାଇରାଲ୍ ହେଉଛି ଆଇପିଏସ୍ ଙ୍କ ଟୁଇଟ୍; କହିଲେ- ‘ପୁଷ୍ପା’ ଝୁକେଗା ଭି…

ମୁମ୍ବାଇ: ବର୍ତ୍ତମାନ "ପୁଷ୍ପା: ଦ ରାଇଜ୍" ଫିଲ୍ମର କ୍ରେଜ୍ ସର୍ବତ୍ର ଦେଖିବାକୁ ମିଳୁଛି । ଏହି କ୍ରମରେ ଜଣେ ଆଇପିଏସ୍ ଙ୍କ ଟୁଇଟ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଲାଲଚନ୍ଦନ ତସ୍କରଙ୍କୁ…