fbpx
Browsing Category

Breaking News

ନୂଆ ମୋଡ଼ ନେଲା ନୟାଗଡ଼ ଶିଶୁପୁତ୍ର ନିଖୋଜ ଘଟଣା: ନର୍ସ ସହ ମିଶି ବାପା-ମାଆ ବିକ୍ରି କରିଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ ଶିଶୁ ନିଖୋଜ ମାମଲାକୁ ନେଇ ଆସିଛି ନୂଆ ଅପଡେଟ୍ । ପୂର୍ବରୁ ମେଡିକାଲର ଜଣେ ନର୍ସ ନବଜାତ ଶିଶୁକୁ ଗାଏବ କରିଦେଇଥିବା ନେଇ ଅଭିଯୋଗ ଆସୁଥିଲେ ହେଁ ଏହି ମାମଲା ଏବେ…

ରାଜ୍ୟରେ କମିଲା କୋଭିଡ୍ ସଂକ୍ରମଣ: ୩ ହଜାର ତଳେ ପଜିଟିଭ୍ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ରାତି ପାହିଲେ ଶ୍ରୀପଞ୍ଚମୀ, ଜ୍ଞାନଦାତ୍ରୀଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ବାଲିାଟଣା (ଭାସ୍କର ନ୍ୟୁଜ୍‌) : ରାତି ପାହିଲେ ପୂଜା ପାଇବେ ଜ୍ଞାନଦାତ୍ରୀ ଦେବୀ ମା' ସରସ୍ୱତୀ । ଶ୍ରୀପଞ୍ଚମୀ ପାଇଁ ମା'ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦବାରେ ଲାଗିଡିଛନ୍ତି ବାଲିପାଟଣାସ୍ଥିତ ପିରିଖାପାଟଣା ଗ୍ରାମର…

‘ପୁଷ୍ପା’ ଷ୍ଟାଇଲରେ ଚୋରୀ! ଟ୍ରକରୁ ଜବତ ହେଲା ୨ କୋଟି ୪୫ ଲକ୍ଷର ଲାଲଚନ୍ଦନ କାଠ

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମ ଆପଣ ମାନେ ନିଶ୍ଚୟ ଦେଖିସାରିଥିବେ । କିପରି ପୋଲିସ୍ ଆଖିରେ ଧୂଳି ଦେଇ ଓ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ଲାଲଚନ୍ଦନ କାଠର କାରବାର କରୁଥିଲେ ପୁଷ୍ପା । ଫିଲ୍ମଟି ଏବେ…

ଫେସବୁକ୍ ଦେଉଛି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ଏକ ସ୍ମଲ୍ ବିଜନେସ୍ ଆରମ୍ଭ କରୁଛନ୍ତି, ତାହେଲେ ଆପଣ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବ୍ୟବସାୟକୁ ବଢ଼ାଇପାରିବେ । ଏଥିରେ କେବଳ ଆପଣ ବିଜ୍ଞାପନ ଜରିଆରେ ବ୍ୟବସାୟକୁ ପ୍ରସାର…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରାଙ୍କୁ ଗିରଫ କଲା ଇଡି, ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା

ନୂଆଦିଲ୍ଲୀ: ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାବେଳେ ଏଭଳି ସ୍ଥିତିରେ କଂଗ୍ରେସକୁ ଲାଗିଛି ଝଟକା । ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କ ପୁତୁରା ଭୂପିନ୍ଦର ସିଂହ ହନୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ…

ପୁଣି ପରଦାକୁ ଫେରିବେ ସଲମାନ- କ୍ୟାଟ୍ରିନାଙ୍କ ଯୋଡି, ‘ଟାଇଗର-୩’ରେ ଆକ୍ସନ୍ ସହ କରିବେ ରେମାନ୍ସ

ମୁମ୍ବାଇ: କ୍ୟାଟ୍ରିନା କୈଫଙ୍କ ଓ ବିକ୍କି କୌଶଲଙ୍କ ସାତ ଫେରା ସରିଛି । ତେବେ ବିବାହ ପରେ ଏବେ ପୁଣି ଥରେ ବଲିଉଡ ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଆଡକୁ ମୁହାଁଇଛନ୍ତି କ୍ୟାଟ୍ରିନା । ଖୁବ୍‌ଶୀଘ୍ର ପୁଣି ଏକାଠି ହେବେ…

ବେଜିଂରେ ଶୀତକାଳୀନ ଅଲିମ୍ପିକକୁ ଉଦଘାଟନ ଓ ଉଦଯାପନ ଉତ୍ସବର ସିଧା ପ୍ରାରଣ କରିବନି ଦୂରଦର୍ଶନ

ନୂଆଦିଲ୍ଲୀ: ଚୀନର ବେଜିଂରେ ଅନୁଷ୍ଠିତ ହେବାକୁ ଯାଉଥିବା ଶୀତ କାଳୀନ ଅଲିମ୍ପିକ୍‌ କ୍ରୀଡାର ଉଦଘାଟନ ଓ ଉଦଯାପନ ଉତ୍ସବର ସିଧା ପ୍ରାରଣ କରିବ ନାହିଁ ଦୂରଦର୍ଶନ । ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶୀ ଶେଖର…

ଆଜି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ପଶ୍ଚିମା ଝଡ଼ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା ଅନୁଭୂତ ହେଉଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି । ବର୍ଷା କାରଣରୁ କେବଳ ଆଜି ଦିନକ ପାଇଁ…

ଗାଡି ମୋଟର ଯାଞ୍ଚ ଧରାପଡିଲା ୨୪ କିଲେ ଗଞ୍ଜେଇ, ୨ ଚାଳାଣକାରୀଙ୍କୁ ବାନ୍ଧିଲା ପୋଲିସ

ଖଇରପୁଟ, (ଭାସ୍କର ନ୍ୟୁଜ୍‌) : ମୋଟରଗାଡ଼ି ଯାଞ୍ଚ ସମୟରେ ଧରାପଡିଲା ଗଞ୍ଜେଇ ଚୋର । ଖାଇରପୁଟ କୁଡୁମୁଲୁଗୁମ୍ମା ନିକଟସ୍ଥ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ମୋଟର ଗାଡି ଯାଞ୍ଚ ସମୟରେ ଦୁଇ ଜଣ ଗଞ୍ଜେଇ ଚୋରକୁ ଧରିଛି…