fbpx
Browsing Category

Breaking News

୩୦ ହଜାରରେ କିଣିପାରିବେ iPhone 12 Mini, ଏମିତି ନେଇପାରିବେ ଅଫରର ଲାଭ

iPhone 12 Mini କିଣିବାକୁ ଚାହୁଛନ୍ତି ତାହେଲେ ଆପଣଙ୍କ ପାଖରେ ଭଲ ସୁଯୋଗ ଅଛି । ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ୭ରୁ ୮ ଡିସେମ୍ବର ପର୍ଯ୍ୟନ୍ତ ସେଲ୍ ଚାଲୁ ହୋଇଛି । ଏହି ସେଲରେ ଆପଣଙ୍କୁ ଆଇଫୋନ ୧୨ ମିନି…

ଘାରିଲା ଓମିକ୍ରନ ଭୟ, ମହାରାଷ୍ଟ୍ର ଫେରିଥିବା ୩୧୮ ଯାତ୍ରୀଙ୍କ ମଧ୍ୟରୁ ୧୨ ନିଖୋଜ

ମୁମ୍ବାଇ : ଓମିକ୍ରନ ଭାରିଏଣ୍ଟର ବିପଦ ମଧ୍ୟରେ ମହାରାଷ୍ଟ୍ରର ଥାନେରୁ ଆସିଛି ଚିନ୍ତାଜନକ ଖବର। ସ୍ଵାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ନିକଟରେ ବିଦେଶରୁ ଫେରୁଥିବା ୩୧୮ ଲୋକଙ୍କ ମଧ୍ୟରୁ ୧୨ ଜଣଙ୍କ ଠିକଣା ମିଳୁନାହିଁ।…

ରେକର୍ଡ କଲା Royal Enfield: ୨ ମିନିଟରେ ବିକ୍ରି ହେଲା ସବୁ ବାଇକ୍

ରୟାଲ ଏନଫିଲଡ୍ ର ବାଇକକୁ ନେଇ ସବୁବେଳେ କ୍ରେଜ ଥାଏ । ଖାସ୍ କରି ଯୁବପୀଢ଼ିଙ୍କ ମଧ୍ୟରେ ମଧ୍ୟ ଏହାର ଅଧିକ କ୍ରେଜ୍ ଦେଖିବାକୁ ମିଳେ । ତେବେ ରୟାଲ ଏନଫିଲଡ୍ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚା ହେଉଛି । ତାହା ହେଉଛି,…

ଗୋବିନ୍ଦ ସାହୁର ବେଲ୍ ଆବେଦନ କରିଛନ୍ତି ବିଜେପି ନେତା: ପ୍ରେସମିଟରେ ଟାର୍ଗେଟ କଲେ ପ୍ରତାପ ଦେବ

ଭୁବନେଶ୍ୱର: ମଙ୍ଗଳବାର ମମିିତା ମେହେର ପ୍ରସଙ୍ଗକୁ ପ୍ରେସମିଟ୍ ରେ ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରତାପ ଦେବ । ସେ ଅଭିଯୋଗ କରିଛନ୍ତି ଗୋବିନ୍ଦ ସାହୁର ବେଲ୍ ଆବେଦନ କରଛନ୍ତି ବିଜେପି ନେତା । ଏହା ହସ ଗୋବିନ୍ଦ…

୪ ଦିନିଆ ରିମାଣ୍ଡରେ ଯିବେ ସୁପାରି କିଲର, ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର ନୟାପଲ୍ଲୀରୁ ସୁପାରି କିଲର ଗିରଫ ଘଟଣା । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ସମ୍ପଦ ସାହୁ ଓ ପ୍ରଶାନ୍ତ ଦାଶଙ୍କୁ ରିମାଣ୍ଡରେ ନେବ ନୟାପଲ୍ଲୀ ପୋଲିସ୍ ।…

ଚାନ୍ଦିପୁର ଡିଆରଡିଓ ଗୁପ୍ତଚର ମାମଲା; ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବାଲେଶ୍ୱରର ଚାନ୍ଦିପୁର ଡିଆରଡିଓରେ ଗୁପ୍ତଚର ମାମଲା । ହାଇକୋର୍ଟରେ ଚାନ୍ଦିପୁର ତଥ୍ୟ ଚୋରି ଜନସ୍ୱାର୍ଥ ମାମଲାର ଶୁଣାଣି । ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ…

ଓମିକ୍ରନ: ଶିଶୁଙ୍କଠାରେ ଏହି ୫ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା, ତୁରନ୍ତ କରାନ୍ତୁ ଚେକଅପ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଓମିକ୍ରନକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସୁଛି । ଦକ୍ଷିଣ…

ଇରାକର ବସରା ସହରରେ ବଡ଼ ବିସ୍ଫୋରଣ, ୪ ଜଣଙ୍କ ମୃତ୍ୟୁ, ୨୦ ଆହତ

ଇରାକରେ ବସରା ସହରର କେନ୍ଦ୍ରରେ ଏକ ଭୟଙ୍କର ବିସ୍ଫୋରଣରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ଇରାକୀ ସେନା । ମଙ୍ଗଳବାର ଏକ ବୟାନରେ ସେନା କହିଛି ଯେ ମୋଟର ସାଇକେଲରେ ବମ ଖଞ୍ଜାଯାଇଥିଲା, ଯେଉଁ କାରଣରୁ…

ମା’ଙ୍କ ଶବ ସହ ୬ ମାସ ବିତାଇଲେ ମହିଳା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାଧାରଣତଃ କାହାର ମୃତ୍ୟୁ ହେଲେ ଶବର ଅନ୍ତିମ ସଂସ୍କାର କରାଯାଇଥାଏ । ବିଭିନ୍ନ ଧର୍ମରେ ମାନ୍ୟତା ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥାଏ । ହେଲେ କେବେ ମୃତ୍ୟୁ ଶବକୁ ଘରେ ରଖିବା ଏମିତିକି ଶବ ସହ ମାସ ମାସ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚିଠି । ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ସମ୍ପର୍କରେ ସେ ନବୀନଙ୍କୁ ଚିଠି ଲେଖିଥିବା ଜଣାପଡିଛି ।…