fbpx
Browsing Category

Breaking News

ପାର୍କରେ ବୁଲିବାରୁ ସହି ପାରିଲେନି, ବଳପୂର୍ବକ ବିବାହ କରାଇ ଦେଲେ, ଜୀବନ ହାରିଲେ ଯୁବକ

ମାଲଦା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ କଙ୍ଗାରୁ କୋର୍ଟ ନଷ୍ଟ କଲା ଯୁବତୀଙ୍କ ଜୀବନ । ଏଠାରେ ଦୁଇ ପ୍ରେମୀ ଯୁଗଳଙ୍କର ଜୋରଜବରଦସ୍ତି ବିବାହ କରାଇଦେଇଛନ୍ତି । ଆଉ ଏହାପରେ ଯୁବକ ଜଣକ ବିବାହ ପରେ ଆତ୍ମହତ୍ୟା…

ଘୋଷଣା ହେଲା OPSC ପ୍ରିଲିମିନାରୀ ପରୀକ୍ଷା ତାରିଖ; ଜାଣନ୍ତୁ କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିସକ ସେବାର ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ସୋମବାର ଓପିଏସସି ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ରାଜ୍ୟର ୫ଟି ସ୍ଥାନରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ…

ଏଣିକି ପିଲାଙ୍କ ପାଇଁ ବି ହେବ ଏଟିଏମ୍ କାର୍ଡ, ଦୈନିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇବାର ମିଳିବ ସୁବିଧା; ଖୋଲନ୍ତୁ ଏହି ବ୍ୟାଙ୍କରେ ଖାତା

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆପଣଙ୍କ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଆଣିଛି । ଏଥିରେ ଗ୍ରାହକମାନଙ୍କୁ ଅନଲାଇନ୍ ମାଧ୍ୟମରେ ଖାତା ଖୋଲିବାର ସୁବିଧା ମିଳୁଛି । ହେଲେ ଏହି ସୁବିଧା କେବଳ…

SEBI ଓ DRIର ତଦନ୍ତର ସାମନା କଲେ ଅଦାମୀ, ନିବେଶକ ହରାଇଲେ ୧୮ହଜାର ୭୫୦ କୋଟି

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍ ଉପରେ ପଡ଼ିଛି ଚଡ଼କ । ଗତ ୬ ଦିନ ଭିତରେ ନିବେଶକ ହରାଇଲେଣି ୧୮ହଜାର ୭୫୦ କୋଟି ଟଙ୍କା । ଆଉ ଏବେ ଗୃହରେ ଅଦାମୀ ଗ୍ରୁପ୍ ବିଷୟରେ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ବଡ଼ ତଥା ଗରୁତ୍ୱପୁର୍ଣ୍ଣ…

ଗତ ଶାସନ କାଳରେ ତାଲିବାନ ବ୍ୟାନ୍ କରିଥିଲା ଏହି ୯ଟି କାର୍ଯ୍ୟକଳାପ, ନଥିଲା ଟିଭି ଦେଖିବା ଓ ଗୀତ ଶୁଣିବାର ଅନୁମତି

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଯେତେ ଯେତେ ଆମେରିକା ସୈନ୍ୟ ଅଞ୍ଚଳ ଖାଲି କରୁଛନ୍ତି ସେତେ ପରିମାଣରେ ତାଲିବାନ ମାନେ ଅଞ୍ଚଳ ଗୁଡ଼ିକ ଉପରେ କବଜା କରିବାରେ ଲାଗିଛନ୍ତି । ତାଲିବାନୀ ଆତଙ୍କବାଦୀ ମାନେ ଆଫଗାନିସ୍ତାନର ୮୫…

OAS ଅଧିକାରୀ ସ୍ତରରେ ଅଦଳବଦଳ, ମନୋରମା ଭୂୟାଁ ହେଲେ ରେଜିଷ୍ଟ୍ରାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ଦୁଇଜଣ ଓଏଏସ୍ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି । ବାଲେଶ୍ୱରର ଫକିର ମୋହନ ମେଡିକାଲ…

ବହୁ ଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ପାପୁଲି କଟା ଘଟଣା: ଦୋଷୀକୁ ୧୦ ବର୍ଷ ଦଣ୍ଡାଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୩ ମସିହାର ବହୁଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଆଜି ଶୁଣାଣି ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ପର୍ଶୁରାମ ନାଏକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶର ନିର୍ଦ୍ଦେଶ…

ଆଉଏକ ଭୟଙ୍କର ଭାଇରସ୍, ଘାତକ ହୋଇପାରେ…

ନୂଆଦିଲ୍ଲୀ: ମହାମାରୀ କରୋନାରେ ସମଗ୍ର ବିଶ୍ୱ କଲବଲ ହୋଇସାରିଲାଣି । ପ୍ରଥମର ଦାଉ ନସରୁଣୁ ଦ୍ୱିତୀୟ ୱେଭ୍ ଲାଗି ହନ୍ତସନ୍ତ ହୋଇଗଲେ ଜନତା । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିବା ଅନୁସାରେ ଆମେ ତୃତୀୟ ୱେଭର…

ରାଜଧାନୀରେ ଆଉ ଦୁଇଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍, ଆକ୍ସନ୍ ମୋଡରେ ବିଏମସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍-୧୯କୁ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଅପେକ୍ଷାକୃତ ଅଧିକ ରହୁଥିବାର ଭୁବନେଶ୍ୱର…

ବାହୁଡାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ଜାଣନ୍ତୁ କ’ଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,(ଓଡ଼ିଶା ଭାସ୍କର): କରୋନା କଟକଣା ମଧ୍ୟରେ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆୟୋଜିତ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସେ କହିଛନ୍ତି ଯେ, ‘ସବୁ…