fbpx
Browsing Category

Breaking News

କୋଭିଡ୍ କଟକଣା ମଧ୍ୟରେ ଆୟୋଜନ ହେବ ‘ସ୍ୱାଧୀନତା ଦିବସ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଜାତୀୟ ପତାକା…

ରାଜ୍ କୁନ୍ଦ୍ରା ସହ ଫ୍ଲୋରାଙ୍କ ଲିଙ୍କ୍? ରାଗିଗଲେ ଅଭିନେତ୍ରୀ, କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରାଙ୍କ ଅଶ୍ଲୀଳ ଫିଲ୍ମ କାରବାର ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଏଥିସହ ସମ୍ପୃକ୍ତ ଅନେକ ଲୋକଙ୍କ ବିଷୟରେ ମଧ୍ୟ ଗୁମର ଫିଟିବାରେ ଲାଗିଛି । ତେବେ ନିକଟରେ…

ଧର୍ମେନ୍ଦ୍ରଙ୍କୁ ମିଳିଲା କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ଵ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ବିଏସ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ମଧ୍ୟରେ ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ…

କାରଗିଲ୍ ଯୁଦ୍ଧ ଇତିହାସର କାହାଣୀ ନେଇ ପରଦାକୁ ଆସୁଛି ‘ଶେରଶାହ’, କ୍ୟାପଟେନ ବିକ୍ରମ ବତ୍ରାଙ୍କ ସାହସିକତାକୁ ଦେଖିବେ ଦର୍ଶକ

ମୁମ୍ବାଇ: କାରଗିଲ୍ ଯୁଦ୍ଧ ଇତିହାସର କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶେରଶାହ’କୁ ସିନେପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ପରମବୀର ଚକ୍ରରେ ସମ୍ମାନିତ ଦିବଙ୍ଗତ କ୍ୟାପଟେନ ବିକ୍ରମ…

ଆସିଲା ACF ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ; ମିଳିଲା ଏହି ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ରହସ୍ୟ ସାମ୍ନାକୁ ଆସୁଥିବା ବେଳେ ସୋମବାର ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି । ଏହି ବ୍ୟବଚ୍ଛେଦ ରିପୋର୍ଟରୁ…

ଯେଉଁ ଟ୍ରାକ୍ଟରରେ ବସି ରାହୁଲ ରାଲି କରୁଥିଲେ ତାକୁ ଜବତ କଲା ପୁଲିସ୍, କହିଲା- ଅନୁମତି ନିଆଯାଇନଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍ ସୋମବାର ଦିନ ରଣଦୀପ ସିଂ ସୁରଜୱାଲା ଓ ଦୀପେନ୍ଦ୍ର ସିଂ ହୁଡ୍ଡାଙ୍କ ସହିତ ୬ କଂଗ୍ରେସ ନେତାଙ୍କୁ ସଂସଦ ପର୍ଯ୍ୟନ୍ତ ଟ୍ରାକ୍ଟର୍ ରାଲିର ନେତୃତ୍ୱ କରିବା ଆରୋପରେ ଅଟକ ରଖିଛି । ପୁଲିସ୍…

ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଜଣଙ୍କ ପ୍ରାଣ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଷ୍ଟର କ୍ୟାଣ୍ଟିନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ । ତିନିଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପାଖାପାଖି ୧୪ ଜଣ ଯୁବକ । ନିଶା କାରବାରକୁ ନେଇ ଏଭଳି କାଣ୍ଡ ଭିଆଇଥିବା ସୂଚନା…

ଆଫଗାନିସ୍ତାନରେ ମହିଳା, ପିଲାଙ୍କ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି: ମିଳିତ ଜାତିସଂଘ

କାବୁଲ: ଆଫଗାନିସ୍ତାନରେ ୨୦୨୧ର ପ୍ରଥମ ୬ ମାସ ଅନ୍ୟ ବର୍ଷ ତୁଳନାରେ ସବୁଠାରୁ ମହିଳା ଓ ପିଲାଙ୍କର ମୃତ୍ୟୁ ଏବଂ ଆହତ ହୋଇଛନ୍ତି । ଏନେଇ ଜାତିସଂଘ ତରଫରୁ ସୋମବାର ସୂଚନା ଦିଆଯାଇଛି । ଜାତିସଂଘ ତରଫରୁ ୨୦୦୯ ମସିହାରେ…

ଏଣ୍ଡ୍ ହେବ ଗ୍ୟାଙ୍ଗଷ୍ଟର ରାଜ୍! ହାଇଦର ଏନକାଉଣ୍ଟର ପରେ ଆଶଙ୍କାରେ ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର ପରେ ଏବେ ଅନ୍ୟ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲାଣି । ପୋଲିସ ଗୁଳିରେ ହାଇଦର ନିହତ ହେବା ପରେ ସଂପ୍ରତି ଜେଲରେ ଥିବା ଅନ୍ୟ ଅପରାଧୀମାନେ…

ଶ୍ରୀକ୍ଷେତ୍ରରେ ‘ସୁଜଳ’ ଧାରା, ଦେଶରେ ପ୍ରଥମ ‘ବିକାଶ’ର ନାରା

ପୁରୀ(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ପୁରୀରେ Drink from Tap ପ୍ରକଳ୍ପ ତଥା ସୁଜଳ ମିସନ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ…