Browsing Category
Breaking News
ପର୍ସନାଲ ଲୋନ୍ ନିୟମରେ ପରିବର୍ତ୍ତନ କଲା RBI
ନୂଆଦିଲ୍ଲୀ: ବ୍ୟାଙ୍କର ଲୋନ ନିୟମରେ ପରିବର୍ତ୍ତନ କରିଛି ଭାରତୟ ରିଜର୍ଭ ବ୍ୟାଙ୍କ । ପର୍ସନାଲ ଲୋନର ଲିମିଟକୁ ସଂଶୋଧନ କରିଛି RBI । ଏହି ନୂଆ ନିୟମ ଅନୁସାରେ, ବ୍ୟାଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସ ଓ ତାଙ୍କ ପରିବାର…
ଆପଣଙ୍କ ଫୋନ୍ Pegasusର ଶିକାର ହୋଇନାହିଁ ତ? ଏହି ପଦ୍ଧତିରେ ଚେକ୍ କରିବାକୁ କହିଲା ଅନ୍ତର୍ଜାତୀୟ ସଂସ୍ଥା
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ପେଗାସସ୍ ସ୍ପାଇୱେରକୁ ନେଇ ଖୁବ୍ ଜୋରରେ ଚର୍ଚ୍ଚା ଚାଲିଛି । ଏହି ସଫ୍ଟୱେର ଜଣେ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟକଳାପକୁ ସହଜରେ ନିରୀକ୍ଷଣ କରିପାରେ । ଆପଣ କାହା ସହ…
ଗୁରୁ ପୂର୍ଣ୍ଣିମା ୨୦୨୧: ଗୁରୁଙ୍କ ବିନା ଜୀବନ ସଂଜ୍ଞାହୀନ
ଓଡ଼ିଶା ଭାସ୍କର ବ୍ୟୁରୋ: ହିନ୍ଦୁ ଧର୍ମରେ ଗୁରୁପୂର୍ଣ୍ଣିମାର ଅନେକ ଖାସ୍ ମହତ୍ତ୍ୱ ରହିଛି । ଆମ ସଂସ୍କୃତିରେ ଗୁରୁଙ୍କୁ ଗୋବିନ୍ଦଙ୍କ ଠାରୁ ବି ବଡ଼ ବୋଲି ଧରାଯାଏ । ଗୁରୁ ପୂର୍ଣ୍ଣିମା ପ୍ରତିବର୍ଷ ଆଶାଢ଼ ମାସର…
ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୬ ଜୀବନ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି । କିଛିଦିନ ଧରି ଦୈନିକ ମୃତ୍ୟୁସଂଖ୍ୟା ହଜାରେ ତଳେ ରହିବା ପରେ ପୁଣି ଗୋଟିଏ ଦିନ ୪ ହଜାର ପାଖାପାଖି ପହଞ୍ଚିଥିବା ଦେଖାଦେଇଥିଲା । ତେବେ…
ବଡ଼ଦାଣ୍ଡରୁ ହଟିଲା କର୍ଫ୍ୟୁ, ନୀଳାଚଳ ଅବଢ଼ା ପାଇଁ ଜମିଲା ଭକ୍ତଙ୍କ ଭିଡ଼
ପୁରୀ(ଓଡ଼ିଶା ଭାସ୍କର): ରଥଯାତ୍ରା ପରେ ପୁରୀ ବଡ଼ଦାଣ୍ଡରୁ କର୍ଫ୍ୟୁ କଟକଣାକୁ ହଟାଯାଇଛି । କର୍ଫ୍ୟୁ ସହିତ ସମସ୍ତ ପ୍ରକାର କଟକଣାକୁ ହଟାଇଛି ପ୍ରଶାସନ । ଫଳରେ ଶ୍ରୀମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି…
ଓଡ଼ିଶାରେ ନିର୍ମାଣ ହେବ ପେଟ୍ରୋଲିୟମ ଭଣ୍ଡାର, ପ୍ରାଇଭେଟ୍ କମ୍ପାନୀ ହାତକୁ ଚାଲିଯିବ ତୈଳ ବଣ୍ଟନ କ୍ଷମତା
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାଫଳରେ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ମଧ୍ୟରେ ରହିଥିବା ଦେଖାଯାଉଛି । ତେବେ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ…
କରୋନା ମୃତକଙ୍କ ପରିବାରକୁ ଆଶ୍ୱସ୍ତି! ଏବେ ପ୍ରତି ମାସରେ ମିଳିବ ଏତେ ଟଙ୍କାର ପେନସନ, ଶ୍ରମ ମନ୍ତ୍ରାଳୟର ମଞ୍ଜୁରୀ
ନୂଆଦିଲ୍ଲୀ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଲକ୍ଷାଧିକ ଜୀବନ ଚାଲିଯାଇଛି । ଏହାରି ମଧ୍ୟରେ କରୋନା ମୃତକଙ୍କ ପରିବାର ପାଇଁ ଆସିଛି ଆଶ୍ୱସ୍ତିକର ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ ବା ESIC ନିକଟରେ…
୨୭ରୁ ଚାଲିବ ବିଶାଖାପାଟଣା-ଗୁଣୁପୁର ସ୍ୱତନ୍ତ୍ର ଟ୍ରେନ୍
ଗୁଣପୁର (ଭାସ୍କର ନ୍ୟୁଜ୍): କରୋନାର ଦ୍ୱିତୀୟ ଲହର ପାଇଁ ବନ୍ଦ ରହିଥିବା ବିଶାଖାପାଟଣା-ଗୁଣପୁର ଟ୍ରେନ ୨୭ ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଶାଖାପାଟଣା-ଗୁଣପୁର-ବିଶାଖାପାଟଣା…
ହକିରେ ଭାରତର ଦମଦାର ବିଜୟ, ପ୍ରଥମ ମ୍ୟାଚରେ ୩-୨ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏକ ଦମଦାର ଶୁଭାରମ୍ଭ କରିଛି । ଭାରତ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇ ଅଭିଯାନ ଆରମ୍ଭ କରିଛି । ରୂପିନ୍ଦର ଗୋଟିଏ ଓ ମନପ୍ରୀତି ୨ଟି…
ଓଡ଼ିଶାରୁ ପୁଣି ୬୮ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ୩୦
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…