fbpx
Browsing Category

Breaking News

ରିଷଭ କି ରାହୁଲ ନୁହେଁ, ଦିନେଶ କାର୍ତ୍ତିକ ଖେଳିବେ ଟି-୨୦ ବିଶ୍ୱକପ! BCCI ଦେବ କି ସୁଯୋଗ?

ନୂଆଦିଲ୍ଲୀ: IPL-2024ରୁ ଟି-୨୦ ବିଶ୍ୱକପ ପାଇଁ ଚୟନ ହେବ ଟିମ ଇଣ୍ଡିଆ । ତେବେ ଭାରତୀୟ ଦଳରେ ଅଧିକାଂଶ ସ୍ଥାନରେ ଅନେକ ଖେଳାଳି ଜାଗା ପକ୍କା କରି ସାରିଥିବା ବେଳେ ଆଉ କିଛିଟା ସ୍ଥାନ ପାଇଁ ଖେଳାଳିଙ୍କ ଚୟନ କରାଯିବ ।…

ବଡ଼ ଖବର: ପ୍ରକାଶ ପାଇଲା UPSC ରେଜଲ୍ଟ, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ: ୨୦୨୩ର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଦ୍ୱିତୀୟ ରାଙ୍କ୍ ରେ ଓଡ଼ିଶାର ଅନିମେଶ ପ୍ରଧାନ, ତୃତୀୟ ରାଙ୍କରେ ଡି.ଅନନ୍ୟା ରେଡ୍ଡୀ ଅଛନ୍ତି । ତେବେ ଓଡ଼ିଶାର…

ବୋର୍ଡ ପରୀକ୍ଷା ପାସ କରିପାରୁନଥିବା ପିଲାଙ୍କ ପାଇଁ ଖୁସି ଖବର, ଏଣିକି ଫେଲ ପିଲା ବି ପଢିପାରିବେ ପାଠ

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷା ପାସ ନ କରିପାରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଫେଲ ହେଲେ ବି ସେମାନେ ବିଦ୍ୟାଳୟ ଯାଇ ପାଠ ପଢିପାରିବେ ଏବଂ ତାଙ୍କୁ ଆଡମିଶନ ଦିଆଯିବ । ଏଥିପାଇଁ ଖାସ ବ୍ୟବସ୍ଥା କରାଯିବ…

(Video) ଆପଣମାନେ ଖୁସି ତ… ଭିଡିଓ କଲରେ ଅଞ୍ଚଳର ବିକାଶ କଥା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସିଦାସଳଖ ଜନତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ କରି ବିଭିନ୍ନ ଅଞ୍ଚଳର ବିକାଶ ତଥା ଉନ୍ନତୀକରଣ ବିଷୟରେ ସେ ଆଲୋଚନା କରିଛନ୍ତି । ଲୋକଙ୍କ ସହ କଥା ହୋଇ ମନ୍ଦିର,…

ନିଦରୁ ଉଠିବା ପରେ କଫି ପିଉଥିଲେ ହୁଅନ୍ତୁ ସାବଧାନ; ନଚେତ୍ ହୋଇପାରେ ଏସବୁ ସମସ୍ୟା

ଓଡିଶା ଭାସ୍କର: ସକାଳୁ ନିଦରୁ ଉଠିବା ପରେ ଅଧିକାଂଶ ଲୋକ କ୍ଳାନ୍ତ ଏବଂ ଅଳସୁଆ ଅନୁଭବ କରିଥାନ୍ତି । ଆଉ ସେସବୁରୁ ଟିକିଏ ଆରାମ ପାଇବାକୁ ସାଧାରଣତଃ କଫି କିମ୍ବା ଚାହା ପିଥାଆନ୍ତି । ହେଲେ କଫି ପିଇବା ମାତ୍ରେ ବହୁତ…

ସତ ହେବ ଭବିଷ୍ୟବାଣୀ? ୫୦୦ ବର୍ଷ ପୂର୍ବରୁ ଇରାନ୍-ଇସ୍ରାଏଲ ଯୁଦ୍ଧ କଥା କହିଥିଲେ ନାସ୍ତ୍ରେଦମସ, ଧ୍ୱଂସ ହେବ ପୃଥିବୀ…

ଓଡ଼ିଶା ଭାସ୍କର: ହମାସ ବିପକ୍ଷରେ ୬ ମାସରୁ ଯୁଦ୍ଧ ଜାରି ରଖିଛି ଇସ୍ରାଏଲ । ଏବେ ଇରାନ ବିପକ୍ଷରେ ମଧ୍ୟ ଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛି । ଇରାନ ଆକ୍ରମଣ ପରେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି ଇସ୍ରାଏଲ । ଶନିବାର…

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବଙ୍କୁ ମିଳିଲାନି ଆରାମ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ – ‘୧ ସପ୍ତାହ ମଧ୍ୟରେ ଭୁଲକୁ ସୁଧାର’

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆରାମ ମିଳିଲାନାହିିଁ । ମଙ୍ଗଳବାର ଦିନ କୋର୍ଟରେ ଶୁଣାଣି ସମୟରେ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍…

‘ଏକ୍ସ’ର ନୂଆ ୟୂଜର୍ସଙ୍କୁ ଏଲୋନ ମସ୍କଙ୍କ ଝଟକା: ଏଣିକି ଟ୍ୱିଟ୍ କଲେ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ଏଲୋନ୍ ମସ୍କ ‘ଏକ୍ସ' ଅର୍ଥାତ୍ ଟ୍ୱିଟର ବ୍ୟବହାରକାରୀଙ୍କୁ ଝଟକା ଦେଇଛନ୍ତି । ବର୍ତ୍ତମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାକୁ ନୂଆ ବ୍ୟବହାରକାରୀଙ୍କ ପାଇଁ ଏକ୍ସ ଏକ ନିର୍ଦ୍ଦିଷ୍ଟ…

Big Breaking; ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା BJP: ବାଦ୍ ପଡ଼ିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ବିଜେପି ନିଜ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜ୍ୟର ବିଭିନ୍ନ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆସନ୍ତା ନିର୍ବାଚନରେ ରାଉରକେଲା ଆସନରୁ ଦିଲ୍ଲୀପ…

IPL ପାଇଁ BCCIର ଆକ୍ସନ: କମେଣ୍ଟେଟର-ଖେଳାଳିଙ୍କ ଉପରେ ଲାଗିବ ୯ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଆଇପିଏଲ ଟିମ୍, ଖେଳାଳିଙ୍କ ସହ କମେଣ୍ଟେଟର ମଧ୍ୟ ଖୁବ ଆକ୍ଟିଭ ରହିଛନ୍ତି । ସୋସିଆଲ ମିଡିଆରେ ଲଗାତାର ମ୍ୟାଚ ବେଳର…