fbpx
Browsing Category

ବାଣିଜ୍ୟ

Jio AirFiberରେ ମିଳିବ 1Gbps ର ସ୍ପିଡ, କନେକସନ ନେବା ପାଇଁ ଡାଏଲ କରିବାକୁ ହେବ ଏହି ନମ୍ବର

ନୂଆଦିଲ୍ଲୀ : ଟେଲିକମ କମ୍ପାନୀ ରିଲିଆନ୍ସ ଜିଓ ୧୯ ସେପ୍ଟେମ୍ବରରେ ଲଞ୍ଚ କରିଥିଲା । ଯଦି ଆପଣ ଦିଲ୍ଲୀ, ବାଙ୍ଗାଲୋର, କୋଲକାତା,ଅହମଦାବାଦ , ମୁମ୍ବାଇ,ଚେନାଇ, ହାଇଦ୍ରାବାଦ, କିମ୍ବା ପୁନେରେ ରୁହନ୍ତି ତେବେ ଆପଣ ଜିଓ…

ମୋଦୀ କ୍ୟାବିନେଟ ମଞ୍ଜୁରୀ: ଲିଥିୟମ୍ ସମେତ ୩ଟି ଦୁର୍ଲ୍ଲଭ ଉପାଦାନ ପାଇଁ ରୟାଲଟି ସ୍ଥିର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ତିନୋଟି ମହତ୍ତ୍ୱପୂର୍ଣ୍ଣ ରଣନୀତିକ ଖଣିଜ ଉପାଦାନ ପାଇଁ…

LIC କୁ ବଡ ଝଟକା : ସରକାରୀ ବିଭାଗ ଲଗାଇଲେ ଜୋରିମାନା, ଜଣାନ୍ତୁ କ’ଣ ରହିଛି ଏହାର କାରଣ

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (LIC) ମାଧ୍ୟମରେ ଲୋକଙ୍କୁ ବୀମା ପ୍ରଦାନ କରାଯାଇଥାଏ । ଏଲଆଇସି ମାଧ୍ୟମରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଇଥାଏ । ଏଥି ସହିତ, ଏଲଆଇସି ଦେଶର ଏକ ବଡ କମ୍ପାନୀ…

ସାମସଙ୍ଗ, ୱାନପ୍ଲସ ଏବଂ ପିକ୍ଲେସ ୟୁଜର୍ସ ହୋଇଯାଆନ୍ତୁ ସାବଧାନ, ସିକ୍ୟୁରିଟିକୁ ନେଇ ସରକାର ଦେଲେ ବଡ଼ ଚେତାବନୀ

ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରୋଏଡ ଫୋନ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଆଣ୍ଡ୍ରୋଏଡ ସ୍ମାର୍ଟଫୋନର ଏକ ଅପରେଟିଙ୍ଗ ସିଷ୍ଟମ ଅଟେ । ଦୁନିଆ ସାରା କୋଟି କୋଟି ସ୍ମାର୍ଟଫୋନ ଏହି ଅପରେଟିଂ ସିଷ୍ଟମରେ…

Indusind ବ୍ୟାଙ୍କର ୯.୯୯% ଅଂଶଧନ କିଣିବ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ, ଅନୁମୋଦନ ଦେଲା RBI

ନୂଆଦିଲ୍ଲୀ: ଏସବିଆଇ ମ୍ୟୁଚୁଆଲ ଫଣ୍ଡ ପାଇଁ indusind ବ୍ୟାଙ୍କରେ ୯.୯୯% ଅଂଶଧନ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୧୧ ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏସବିଆଇର ମ୍ୟୁଚୁଆଲ୍ ଫଣ୍ଡ ୟୁନିଟ୍ ଏସବିଆଇ…

୧.୨୫ ପ୍ରତିଶତରୁ ଅଧିକ ସୁଧ ପାଇବେ ବ୍ୟାଙ୍କ ଗ୍ରାହକ: ସରକାରୀ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ସୁଧ ପାଇବା ଲକ୍ଷ୍ୟରେ ରହିଥାନ୍ତି । ତେଣୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ସମୟରେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଇଁ ଅନେକ ଲୋଭନୀୟ ଅଫର ଲଞ୍ଚ କରାଯାଇଥାଏ ।…

ଚାଷୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ମୋଦୀ ସରକାର, ପିଏମ କିଷାନ ସମ୍ମାନ ନିଧିରେ ମିଳିବ ୮୦୦୦ ଟଙ୍କା

ନୂଆଦିଲ୍ଲୀ: ଛୋଟ ଚାଷୀଙ୍କୁ ମୋଦୀ ସରକାର ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନ ପରିମାଣକୁ ୬୦୦୦ ରୁ ୮୦୦୦ ଟଙ୍କାକୁ ବୃଦ୍ଧି କରିପାରନ୍ତି…

ଯଦି ଆପଣଙ୍କୁ ମିଳି ନାହିଁ Emergency ଆଲର୍ଟ ମେସେଜ ! ତେବେ ତୁରନ୍ତ ମୋବାଇଲ ସେଟିଙ୍ଗ ଠିକ କରନ୍ତୁ

ଓଡିଶା ଭାସ୍କର : ଯଦି ଆପଣ ଜଣେ ସ୍ମାର୍ଟ ଫୋନ ବ୍ୟବହାରକାରୀ ଏବଂ ଗତ ୨ ମାସ ଭିତରେ ଅନେକ ଆଲର୍ଟ ମେସେଜ ଦେଖିଥିବେ । କାଲି ମଧ୍ୟ ୧୦ ଅକ୍ଟୋବରରେ ମଧ୍ୟ ସମସ୍ତଙ୍କୁ ଏହି ଏମୋରର୍ଜସି ଆଲର୍ଟ ମେସେଜ ଲୋକମାନଙ୍କୁ ମିଳିଛି…

ସୁନାର ଦରରେ ଆସିଲା ପରିବର୍ତ୍ତନ : ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର : ଇତ୍ସାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ଯୋଗୁଁ ସୁନାର ଦରରେ ଆଜି ପରିବର୍ତ୍ତନ ଆସିଛି । ପାର୍ବଣ ଋତୁରେ ସୁନାର ମୂଲ୍ୟରେ କିଛିଟା ପରିବର୍ତ୍ତନ ଆସିଛି । ତେଣୁ ସୁନା କିଣିବାକୁ ମନବଳାଇଥିଲେ ନଜର…

ଆଫଗାନୀସ୍ତାରେ ପୁଣି ଭୂକମ୍ପ ଝଟକା, ପୂର୍ବରୁ ୭ ଅକ୍ଟୋବରରେ ହୋଇଥିଲା ଭୂକମ୍ପ

ନୂଆଦିଲ୍ଲୀ : ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ କହିବା ଅନୁସାରେ ବୁଧବାର ଦିନ ଉତ୍ତର-ପଶ୍ଚିମ ଆଫଗାନୀସ୍ତାରେ ୬.୩ ତୀବ୍ରତାର ଭୂକମ୍ପ ଆସିଛି । ଏହି ଭୂକମ୍ପ ୧୦ କିଲୋମିଟର ଗଭୀରତାରେ ଥିଲା । ଏହା ପୂର୍ବରୁ ୭…