fbpx
Browsing Category

ବାଣିଜ୍ୟ

ଆସିଲା ଜିଓର ରିପବ୍ଲିକ ଡେ’ ରିଚାର୍ଜ ପ୍ଲାନ୍‌; ବର୍ଷକର ଭାଲିଡିଟି, ପ୍ରତିଦିନ ୨.୫ଜିବି ଡାଟା ସହିତ ବହୁ ଜବରଦସ୍ତ ଅଫର

ନୂଆଦିଲ୍ଲୀ: ଜିଓ ଏହାର ରିପବ୍ଲିକ୍ ଡେ’ ଅଫର ବିଷୟରେ ଘୋଷଣା କରିଛି । ଲମ୍ବା ଭାଲିଡିଟି ବାଲା ଏହି ପ୍ଲାନ ସହିତ ରିଚାର୍ଜ କରିବା ପରେ ୟୁଜର୍ସଙ୍କୁ ଜିଓ ପକ୍ଷରୁ ମିଳିବ ବହୁ କୁପନ ଯାହାର ଉପଯୋଗ ସେମାନେ ଟ୍ରାଭେଲ୍…

କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡର ମୂଲ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି। ବାଣିଜ୍ୟରେ, ସୁନା MCX ବିନିମୟରେ ହ୍ରାସ ସହିତ କାରବାର କରୁଥିବା ଦେଖାଯାଇଛି। ଫେବୃଆରୀ୫, ୨୦୨୪ରେ ଡେ଼ଲିଭରୀ ପାଇଁ ସୁନା ୧୦ ଗ୍ରାମ ପିଛା…

୧ ଏପ୍ରିଲରେ ଲାଗୁ ହେବ ବ୍ୟାଙ୍କ ଲୋନ ଡିଫଲ୍ଟ ଉପରେ ଜରିମନା ସମ୍ବନ୍ଧୀୟ ନିୟମ, ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ: ବ୍ୟାଙ୍କ କିମ୍ବା NBFC ରୁ ନିଆଯାଇଥିବା ଲୋନର ଡିଫଲ୍ଟ ଉପରେ ଜରିମନା ସମ୍ବନ୍ଧୀୟ ନୂତନ ନିୟମ ଚଳିତ ବର୍ଷ ଏପ୍ରିଲ ୧ ରୁ ଲାଗୁ ହେବ। ସୋମବାର ଏହି ବିଷୟରେ ସୂଚନା ପ୍ରଦାନ କରି ରିଜର୍ଭ ବ୍ୟାଙ୍କ ଅଫ୍…

AIର ସାହାଯ୍ୟ ନେଇ YouTubeରେ କରିପାରିବେ ରୋଜଗାର, ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ଗୁଗୁଲର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବକୁ ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରନ୍ତି। ଏହି ପ୍ଲାଟଫର୍ମରେ ମାସିକ ୨ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ସମସ୍ତେ ୟୁଟ୍ୟୁବରେ ଭିଡିଓ ଦେଖୁଛନ୍ତି…

କୋଟି କୋଟି ୟୁଜର୍ସଙ୍କୁ ଝଟକା ଦେବେ ଏୟାରଟେଲ ଏବଂ ଜିଓ, ବନ୍ଦ ହେବ ଏହି ଫ୍ରି ସର୍ଭିସ

ନୂଆଦିଲ୍ଲୀ: ଏୟାରଟେଲ ଏବଂ ଜିଓ କମ୍ପାନୀ ଦେଶର ୭୦ କୋଟି ୟୁଜର୍ସଙ୍କୁ ଝଟକା ଦେବାକୁ ଯାଉଛନ୍ତି । ଏହି ଦୁଇଟି ଟେଲିକମ କମ୍ପାନୀ ଚଳିତ ବର୍ଷ ଜୁନ ମାସ ପର୍ଯ୍ୟନ୍ତ ନିଜ ଅନଲିମିଟେଡ ଫ୍ରି 5G ଡାଟା ବେନିଫିଟ୍ସକୁ ବନ୍ଦ…

ବଜେଟରେ ୫୦ କୋଟି ଲୋକଙ୍କୁ ମିଳିବ ଖୁସି ଖବର! ୬ ବର୍ଷ ପରେ ବଢ଼ିପାରେ ସର୍ବନିମ୍ନ ମଜୁରୀ

ନୂଆଦିଲତ୍ଲୀ: ଦେଶର ପ୍ରାୟ ୫୦ କୋଟି କର୍ମଚାରୀ ଆଗାମୀ ବଜେଟରେ ଭଲ ଖବର ପାଇପାରନ୍ତି । ଆଶା କରାଯାଉଛି ଯେ ଏଥର ସର୍ବନିମ୍ନ ମଜୁରୀ ୬ ବର୍ଷର ବ୍ୟବଧାନ ପରେ ବୃଦ୍ଧି କରାଯାଇପାରେ । ଯଦି ଏହା ଘଟେ, ତେବେ ଏହା କୋଟି କୋଟି…

ମୋଦୀ ସରକାରଙ୍କ ଏହି ଖାସ୍ ଯୋଜନାରେ ଆଜି ଜାରି ହେବ ପ୍ରଥମ କିସ୍ତି, ଉପକୃତ ହେବେ ୧ ଲକ୍ଷ ଲୋକ

ନୂଆଦିଲ୍ଲୀ: ସମାଜର ଗରିବ, ପଛୁଆ ତଥା ବଞ୍ଚିତ ବର୍ଗର ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ଆଦିବାସୀଙ୍କ ବିକାଶ ପାଇଁ ମୋଦୀ…

ଏହି ଦିନଠାରୁ ଆରମ୍ଭ ହେବ GPS ଦ୍ୱାରା ଟୋଲ କଲେକ୍ସନ, ବଦଳିଯିବ ନିୟମ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ଖୁବ ଶିଘ୍ର ଟୋଲ କଲେକ୍ସନର ପଦ୍ଧତି ବଦଳିବାକୁ ଯାଉଛି । ଏବେଠାରୁ ଫାଷ୍ଟଟ୍ୟାଗ ପାଇଁ ଆପଣଙ୍କ ଗାଡ଼ିରୁ ଜିପିଏସ ମାଧ୍ୟମରେ ଟୋଲ କଟିଯିବ ଏବଂ ଗାଡ଼ିଗୁଡ଼ିକ ଅଟକି ନପାରି ଉଚ୍ଚ ବେଗରେ ସେମାନଙ୍କର…

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ହୋଇଛି ୩୦ କୋଟି କାର୍ଡ: ମୋବାଇଲ୍ ଫୋନ୍‌ରୁ ଏପରି କରିପାରିବେ ଆବେଦନ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ - ଜନ ଆରୋଗ୍ୟ ଯୋଜନା (ଏବିପିଏମ୍ - ଜେଏୱାଇ)୧୨ ଜାନୁଆରୀ ୨୦୨୪ରେ ୩୦ କୋଟି ଆୟୁଷ୍ମାନ କାର୍ଡର ମାଇଲଖୁଣ୍ଟ ଅତିକ୍ରମ କରିଛି । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ…

ଜନତାଙ୍କୁ ମିଳିବ ଦୁଇଟି ବଡ଼ ଉପହାର: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କରିବେ ଦୁଇଟି ବଡ଼ ଘୋଷଣା, ବକେୟା DA ଉପରେ କରାଯିବ ବିଚାର!

ନୂଆଦିଲ୍ଲୀ: ନୂଆ ବର୍ଷରେ ମୋଦୀ ସରକାର କର୍ମଚାରୀଙ୍କୁ ଦୁଇଟି ବଡ଼ ଫାଇଦା ଦେଇପାରନ୍ତି । ଜାନୁଆରୀ-ଜୁନ୍ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି । ପ୍ରତିବର୍ଷ କେନ୍ଦ୍ର ସରକାର…