fbpx
Browsing Category

ବାଣିଜ୍ୟ

Ration Cardରେ ଯୋଡିବାକୁ ଚାହୁଁଛନ୍ତି କି ନିଜ ପିଲାର ନାମ? ଯିବାକୁ ପଡିବନି ସରକାରୀ ଅଫିସ, ଘରେ ହୋଇଯିବ କାମ

ନୂଆଦିଲ୍ଲୀ: ରାସନ କାର୍ଡ ହେଉଛି ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଦଲିଲ ଯାହା ରେସନ କାର୍ଡ ଧାରକଙ୍କୁ ଖାଦ୍ୟ ଶସ୍ୟ, ଚିନି ଏବଂ କିରୋସିନି ରିହାତି ମୂଲ୍ୟରେ କ୍ରୟ କରିବାକୁ ଅନୁମତି ଦେଇଥାଏ। ଏହା…

୪ଟି ବ୍ୟାଙ୍କର ବଡ଼ ନିଷ୍ପତ୍ତି: କ୍ରେଡିଟ କାର୍ଡ ନିୟମ ବଦଳିଲା, ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ

ନୂଆଦିଲ୍ଲୀ: କ୍ରେଡିଟ କାର୍ଡ ବ୍ୟବହା କରୁଥିବା ସମସ୍ତ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଦେଶର ୪ଟି ବଡ଼ ବ୍ୟାଙ୍କ ପକ୍ଷରୁ କ୍ରେଡିଟ କାର୍ଡକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏସବିଆଇ, ଆଇସିଆଇସିଆଇ, ଆକ୍ସିସ…

କ୍ଷୀର ବିକ୍ରି କଲେ ବି ମିଳୁଛି ସବସିଡି: ରାଜ୍ୟ ସରକାର ପଶୁପାଳକଙ୍କୁ ଦେଲେ ଖୁସି ଖବର

ନୂଆଦିଲ୍ଲୀ: କ୍ଷୀର ଉତ୍ପାଦକ ବା ପଶୁ ପାଳକଙ୍କୁ ନୂଆବର୍ଷରେ ଏକ ବଡ଼ ଖବର ମିଳିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଦେଶର କୃଷକଙ୍କ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି । ଏବେ କ୍ଷୀର ଉତ୍ପାଦକମାନଙ୍କ…

ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଦୁଇଥର ଆଗତ ହେବ ବଜେଟ: ସାଧାରଣ ବଜେଟ ଓ ଅନ୍ତରୀଣ ବଜେଟ ମଧ୍ୟରେ ତଫାତ୍ କ’ଣ?

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ତା’ ପୂର୍ବରୁ ଆସନ୍ତା ଫେବୃଆରୀ ମାସ ୧ ତାରିଖରେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାର ସଂସଦରେ ଅନ୍ତରୀଣ ବଜେଟ ଆଗତ କରିବେ ।…

‘ଜୀବନରେ ଆଉ କିଛି ଆଶା ନାହିଁ, ଏହାଠୁ ଭଲ ଜେଲରେ ମରିବା’: କୋର୍ଟରେ କାହିଁକି କାନ୍ଦି ପକାଇଲେ ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲ

ନୂଆଦିଲ୍ଲୀ: କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶନିବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ, ଏହି ସମୟ…

ଆଦାନୀଙ୍କୁ ଟପି ପୁଣି ଅମ୍ବାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି, ୨୪ ଘଣ୍ଟା ଭିତରେ ଚିତ୍ର ବଦଳିଗଲା

ନୂଆଦିଲ୍ଲୀ: ବିଶ୍ୱର ଶୀର୍ଷ ଅରବପତି ବା ବିଲିୟନେୟାର ତାଲିକାରେ ସାମିଲ ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀଙ୍କ ମଧ୍ୟରେ ସଂପତ୍ତି ଦୌଡ ପ୍ରତିଦିନ ନୂଆ ମୋଡ୍ ନେବାରେ ଲାଗିଛି । ଗତ ଶନିବାର ସେୟାର ବଜାରରେ ବଡ ଧରଣର ଲାଭ…

End-to-End Encryption କ’ଣ? ଜାଣନ୍ତୁ କିପରି ରଖିବେ ଆପଣଙ୍କ WhatsApp Chatକୁ ନିରାପଦ

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ ଆପକୁ ଦୁନିଆରେ ୨୦୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି । ଏହି କାରଣରୁ ହ୍ୱାଟ୍ସଆପର ଦାୟିତ୍ୱ ବଢିଯାଇଛି ଯେ, ନିଜ ୟୁଜର୍ସଙ୍କ ଡାଟା ସୁରକ୍ଷିତ ରହିବ ଏବଂ ଏଥିପାଇଁ ହ୍ୱାଟ୍ସଆପ…

ମାର୍ଚ୍ଚ ୧ରୁ GST ନିୟମରେ ବଡ଼ ପରିବର୍ତ୍ତନ, ୫ କୋଟିରୁ ଉଦ୍ଧ୍ୱର୍ କାରବାର ପାଇଁ ଆବଶ୍ୟକ ଇ-ୱେ ବିଲ୍

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ କେନ୍ଦ୍ର ସରକାର GST ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ୫ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟବସାୟ କରୁଥିବା ବ୍ୟବସରୟୀମାନେ ଇ-ଚାଲାଣ(e-Invoice)…

୧୫୦ ଟଙ୍କାରେ ରହିବାର ସୁବିଧା ଯୋଗାଇବ ରେଲୱେ: ଏପରି ଉଠାଇପାରିବେ ଏହାର ଫାଇଦା

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରୀମାନଙ୍କ ପାଇଁ ରିଟାୟରିଂ ରୁମର ସୁବିଧା ଯୋଗାଇଥାଏ । ଏହି ସୁବିଧା ଆଇଆରସିଟିସି ଦ୍ୱାରା ପ୍ରଦାନ କରାଯାଇଛି, ଯାହା କୌଣସି ଯାତ୍ରୀ ବୁକ୍ କରିପାରିବେ । ଯଦି କୌଣସି ଯାତ୍ରୀଙ୍କ ଟ୍ରେନ୍…

ଦରମା ପାଉଥିବା ଲୋକଙ୍କୁ ଏଥର ବଜେଟରେ କିଛି ମିଳିବନି ଲାଭ ! ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ବଜେଟ୍ । ବଜେଟ୍ ଉପସ୍ଥାପିତ ହେବାକୁ ଏକ ମାସରୁ କମ୍ ସମୟ ବାକି ରହିଛି । ଏଭଳି ପରିସ୍ଥିତିରେ ଇନକମ ଟ୍ୟାକ୍ସରେ କ’ଣ ପରିବର୍ତ୍ତନ ହେବ,…