fbpx
Browsing Category

ବାଣିଜ୍ୟ

(Video) ଅନଲାଇନରେ ମଗେଇଲେ iphone 15 ହେଲେ ଆସିଲା ଏହି ଜିନିଷ: ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ

ଓଡିଶା ଭାସ୍କର: ଆଜିର ସମୟ ଲୋକଙ୍କ ପାଇଁ ଯଥେଷ୍ଟ ଆରାମଦାୟକ ହୋଇଛି। ଯେକୌଣସି ଜିନିଷର ଆବଶ୍ୟକତା ଅଛି, ତାହା ଅନଲାଇନରେ ଅର୍ଡର କରାଯାଇପାରିବ। କିନ୍ତୁ ପୂର୍ବ ସମୟରେ, ଲୋକମାନେ ଆବଶ୍ୟକ ଜିନିଷ କିଣିବା ପାଇଁ ଅନେକ…

୨୪ ଘଣ୍ଟାରେ ୧୧୩୦ ଟଙ୍କା ମହଙ୍ଗା ହେଲା ସୁନା, ଜାଣନ୍ତୁ ୧୦ ଗ୍ରାମ Goldର ମୂଲ୍ୟ କେତେ

ନୂଆଦିଲ୍ଲୀ: ଗୁରୁବାର ଦିନ ସୁନା ଓ ରୂପା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ବିଶ୍ୱ ବଜାରରେ ସୁନା ଗୁରୁବାର ଦିନ ୧,୧୩୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀ ଦିଲ୍ଲୀର Sarafa ବଜାରରେ ୧୦ ଗ୍ରାମ ପିଛା ୬୨,୯୫୦ ଟଙ୍କା…

ଏହି ସ୍ଥାନରେ ୮୭୦୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛି ଆଦାନୀ ଗ୍ରୁପ୍: ୧୦ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ବିହାର ବିଜନେସ୍ କନେକ୍ଟ ୨୦୨୩ (ଗ୍ଲୋବାଲ୍ ଇନଭେଷ୍ଟର୍ ସମ୍ମିଳନୀ) ର ଦ୍ୱିତୀୟ ଦିନରେ ଆଦାନୀ ଗ୍ରୁପ୍ ବିହାରରେ କୋଟି କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି । ଆଦାନୀ ଗ୍ରୁପ୍ ଅନେକ ବିଭାଗରେ ଏହି…

କ୍ରମାଗତ ୮ ବର୍ଷ ହେବ Swiggyରେ ଅଧିକ ଅର୍ଡର ହୋଇଛି ବିରିୟାନୀ ଡିସ, ରିପୋର୍ଟରୁ ଖୁଲାସା!

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜାନୁଆରୀ ୧ ରେ, ୨୦୨୩ ବର୍ଷର ପ୍ରଥମ ଦିନରେ, ଫୁଡ ଡେଲିଭରି ଆପ୍ ସ୍ଵିଗିରେ ୪.୩ ଲକ୍ଷ ବିରିୟାନୀ ଅର୍ଡର ହୋଇଥିବାବେଳେ ୮୩.୫ ଲକ୍ଷ ନୁଡୁଲ୍ସ ଅର୍ଡର କରାଯାଇଥିଲା। ନଭେମ୍ବର…

ଇନଷ୍ଟାଗ୍ରାମ ନୂଆ ଫିଚର: କେବଳ ସେଲଫି ମୋଡରେ କରୁଛି ଏହି କାମ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କମ୍ପାନୀ ଇନଷ୍ଟାଗ୍ରାମ ସମୟ ସମୟରେ ନୂଆ ଫିଚର୍ସ ଆପରେ ଆଣିଥାଏ । ଗତ ବର୍ଷ କମ୍ପାନୀ ନୋଟର ଅପସନ ଏଥିରେ ଯୋଡ଼ିଥିଲା । ଯାହା ଲୋକମାନଙ୍କୁ ଅପଡେଟ ଦେଇଥାଏ ଯେ, ଆପଣଙ୍କ ଫଲୋର୍ସ ଷ୍ଟାଟସ…

ଆଧାର କାର୍ଡରେ ନାମ, ଠିକଣା, ମୋବାଇଲ୍ ନମ୍ବର ମାଗଣା ଅପଡେଟ୍ କରିବାର ବଢ଼ିଲା ଅବଧି

ନୂଆଦିଲ୍ଲୀ: ଯଦି ଆପଣ ଆଧାର କାର୍ଡରେ ଆପଣଙ୍କର ଠିକଣା କିମ୍ବା ମୋବାଇଲ୍ ନମ୍ବର ବଦଳାଇବାକୁ କିମ୍ବା ଆପଣଙ୍କ ନାମର ସ୍ପେଲିଂକୁ ସଂଶୋଧନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଘରେ ବସିଥିବା ମୋବାଇଲରୁ ଆଧାର ଅପଡେଟ୍…

ସେନ୍ସେକ୍ସର ନୂଆ ଇତିହାସ; ୧୦ ମିନିଟରେ ରୋଜଗାର କଲେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ: ଆଜି ଷ୍ଟକ ବଜାରରେ ସବୁ ରେକର୍ଡ ଭାଙ୍ଗିଛି ସନସେକ୍ସ। ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାରରେ ପରିବର୍ତ୍ତନ ନକରିବାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳୁଛି। ସକାଳେ ବଜାର ଖୋଲିବା ମାତ୍ରେ…

ଗ୍ରାହକଙ୍କୁ ଲାଗିଲା ମହଙ୍ଗା ଝଟକା: ପୁଣି ବଢ଼ିଲା CNG ଦର

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ପୁଣି ଜନତାଙ୍କୁ ଲାଗିଛି ମହଙ୍ଗା ଝଟକା । ପୁଣି ବୃଦ୍ଧି ପାଇଛି କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଦାମ୍ । ସିଏନଜି ଦାମରେ ୧ ଟଙ୍କା ବୃଦ୍ଧି ହୋଇଥିବା…

ନୂଆବର୍ଷ ପାଇଁ ଆପଣ ଘରେ କେତେ ମଦ ରଖିପାରିବେ ? ଜାଣନ୍ତୁ କ’ଣ ରହିଛି ନିୟମ…

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ପରେ ବିଦାୟ ନେବ ପୁରୁଣା ବର୍ଷ, ନୂଆ ବର୍ଷ-୦୨୪କୁ ସ୍ୱାଗତ କରିବା ପାଇଁ ହୃଦୟର ସହ ପ୍ରସ୍ତୁତ ହେଲେଣି ଲୋକେ। ଏବେଠାରୁ ନୂଆବର୍ଷକୁ ନେଇ ଅନେକ ଉତ୍ସବ ପାଳନ କରାଯାଉଛି। ନୂଆବର୍ଷ ପାଳନ…

ମୋବାଇଲରେ ଏହି Setting ଅନ୍ କରନ୍ତୁ, କମିଯିବ ଗାଡ଼ି ତେଲ ଖର୍ଚ୍ଚ: Google ଆଣୁଛି ଦମଦାର ଫିଚର

ନୂଆଦିଲ୍ଲୀ: Google Map ହେଉଛି ଏକ ନାଭିଗେସନ୍ ଆପ୍ । ଏହାକୁ ପୃଥବୀର ଅଧିକାଂଶ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ଏହି ଆପ୍ ଜରିଆରେ ଭାରତୀୟଙ୍କ ପାଇଁ ଏକ ନୂଆ ଫିଚର ନେଇ ଆସିଛି । ଏହା ଗାଡ଼ି ଚାଳକମାନଙ୍କ ପାଇଁ ତେଲ…