Browsing Category
ବାଣିଜ୍ୟ
ଅଧିକ ଖର୍ଚ୍ଚ କରିଦେଇଥିବାରୁ ଆପଣଙ୍କ କ୍ରେଡିଟ୍ କାର୍ଡ ଡିଫଲ୍ଟ ହୋଇଯାଇଛି କି? ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । କ୍ରେଡିଟ୍ କାର୍ଡରେ ମିଳୁଥିବା ଆକର୍ଷଣୀୟ ଅଫର କାରଣରୁ ବହୁ ଲୋକ ନିଜ ବଜେଟ୍ରୁ ଅଧିକ ଖର୍ଚ୍ଚ କରି ଦେଇଥାନ୍ତି । ଏହି କାରଣରୁ ଯେତେବେଳେ କ୍ରେଡିଟ୍ କାର୍ଡ ବିଲ୍…
(Video) Xରେ କିପରି ହେବ ଅଡ଼ିଓ-ଭିଡିଓ କଲ୍ ର ଇଣ୍ଟରଫେସ, ଲଞ୍ଚ ପୂର୍ବରୁ ସାମ୍ନାକୁ ଆସିଲା ଡିଜାଇନ
ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ଏକ୍ସର ମାଲିକ ଏଲନ ମସ୍କଙ୍କ ପକ୍ଷରୁ ଏହି ସୂଚନା ମିଳିଥିଲା ଯେ, ଏକ୍ସରେ ଖୁବ ଶିଘ୍ର ଭିଡିଓ କଲିଂ ଏବଂ ଭଏସ କଲିଙ୍ଗର ଫିଚର ମିଳିବ । ଏହାପରେ କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ…
ଦୁନିଆର ସବୁଠାରୁ ମହଙ୍ଗା ଫଳ : ଏହା ବିକ୍ରୟ ହୁଏ ନାହିଁ, ନିଲାମ କରାଯାଏ
ଭାରତର ଲୋକମାନେ ଭାବନ୍ତି ଯେ, ସବୁଠାରୁ ମହଙ୍ଗା ଫଳ ହେଉଛି କାଜୁ, ବାଦାମ ଏବଂ କିସମିସ୍, କିନ୍ତୁ ପ୍ରକୃତରେ ଏହା ସତ ନୁହେଁ । ଏହି ସମସ୍ତ ଫଳର ମୂଲ୍ୟ କିଲୋଗ୍ରାମ ପିଛା ୮୦୦ ରୁ ୧୫୦୦ ଟଙ୍କା ମଧ୍ୟରେ ରହିଥାଏ ।…
ଶୀଘ୍ର ଶେଷ ହୋଇଯାଉଛି କି ମୋବାଇଲ ଡାଟା ? ପ୍ରଯୋଗ କରନ୍ତୁ ଏହି ୪ଟି ଉପାୟ
ଓଡିଶା ଭାଷ୍କର : ପୂର୍ବରୁ ଲୋକମାନେ ଫୋନ କ'ଣ ହିଁ ଜାଣି ନଥିଲେ । କିନ୍ତୁ ଆଜିର ଦିନରେ ବୃଦ୍ଧ ବ୍ୟକ୍ତି ଠାରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରନ୍ତି । ସ୍ମାର୍ଟଫୋନ…
SBIର ଗ୍ରାହକ UPI ମାଧ୍ୟମରେ ଦେୟ ଦେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି? ଏହା ହେଉଛି କାରଣ…
ନୂଆଦିଲ୍ଲୀ : ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI କୋଟି କୋଟି ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ବାସ୍ତବରେ, SBI ର UPI ସେବା ଗତ 3 ଦିନ ଧରି କାମ କରୁନାହିଁ । ଯେଉଁଥିପାଇଁ କି ୟୁପି ବ୍ୟବହାରକାରୀ…
ପେନସନଭୋଗୀଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କଲେ କେନ୍ଦ୍ର ସରକାର: ଏଣିକି ଘରେ ବସି ବସି ହୋଇଯିବ ଏହି କାମ
ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ ପରିବାରର କେହି ଜଣେ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୃଦ୍ଧ ପେନସନଭୋଗୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ସମସ୍ତ ପେନସନ୍ ପ୍ରଦାନ…
୪୦୦ ଟଙ୍କାରେ ଗ୍ୟାସ୍ ଓ ସରକାରୀ ଭତ୍ତା ୪ହଜାରକୁ ବୃଦ୍ଧି : ନିର୍ବାଚନୀ ଇସ୍ତାହାରରେ ଘୋଷଣା କଲେ ଏହି ସରକାର
ହାଇଦ୍ରାବାଦ: ତେଲେଙ୍ଗାନା ପାଇଁ ବିଧାନସଭା ତାରିଖ ଘୋଷଣା ହେବା ପରେ ରବିବାର ଦିନ ଶାସକ ଦଳ ବିଆରଏସ ତରଫରୁ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ କେସିଆର ଇସ୍ତାହାର ଘୋଷଣା କରିବା ସହ ୪୦୦…
ପାର୍ବଣ ଋତୁରେ ଏହି ବ୍ୟାଙ୍କ ଗ୍ରାହକଙ୍କ ଏଫ୍ଡି ଉପରେ ବଢାଇଲା ସୁଧ, ଏବେ ମିଳିବ ବମ୍ପର ରିଟର୍ଣ୍ଣ
ନୂଆଦିଲ୍ଲୀ: ପାର୍ବଣ ଋତୁରେ ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ ଏହାର ଗ୍ରାହକଙ୍କୁ ବଡ ଉପହାର ଦେଇଛି । ନିର୍ଦ୍ଧିଷ୍ଟ ସମୟ ଲାଗି ଏହି ବ୍ୟାଙ୍କ ଫିକ୍ସଡ ଡିପୋଜିଟ ଉପରେ ସୁଧ ହାର ବୃଦ୍ଧି କରିଛି । ଏହି ସୁଧ…
ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନା ଦର ବୃଦ୍ଧିରେ ଲାଗୁନି ବ୍ରେକ : ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ଦର
ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନାର ମୂଲ୍ୟରେ ନିଆଁ ଲାଗିଛି । ପାର୍ବଣ ଋତୁରେ ଗ୍ରାହକ ସୁନା କିଣିବାକୁ ଇଚ୍ଛୁକ ଥିବା ବେଳେ ଏବେ ସେମାନଙ୍କ ମନରେ ଚିନ୍ତାର ଝଡ ସୃଷ୍ଟି ହୋଇଛି । ଆଗକୁ ଧନତେରସ ଆସୁଥିବା…
ଇସ୍ରାଏଲ ମ୍ୟାକଡୋନାଲ୍ଡର ନିଷ୍ପତ୍ତିକୁ ନେଇ କ୍ରୋଧ ପ୍ରକାଶ କଲା ଆରବ ଦେଶ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଆମେରିକାର ଫାଷ୍ଟଫୁଡ୍ ଚେନ୍ କମ୍ପାନୀ ମ୍ୟାକଡୋନାଲ୍ଡଙ୍କୁ ଇସ୍ରାଏଲ୍ ସୈନିକମାନଙ୍କୁ ମାଗଣା ଖାଦ୍ୟ ଯୋଗାଇବା ବିଷୟରେ ସ୍ପଷ୍ଟୀକରଣ ଦେବାକୁ ପଡିବ। ବର୍ତ୍ତମାନ କମ୍ପାନୀର ପ୍ରତିନିଧୀମାନେ ଏହି ନିଷ୍ପତ୍ତି…