Browsing Category
Budget 2025
Union Budget 2024
୫.୫% ରହିବ ସୁଧ ହାର, ଦ୍ୱିତୀୟ ଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ନୂଆଦିଲ୍ଲୀ: ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ସୁଧ ହାର ।
ଏ ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା । ଲଗାତର ଦ୍ୱିତୀୟ…
ଦଶହାର ପୂର୍ବରୁ GSTକୁ ନେଇ ମୋଦି ସରକାରଙ୍କ ବଡ଼ ଭେଟି; ଏଣିକି ରହିବ କେବଳ ୨ଟି ଟ୍ୟାକ୍ସ ସ୍ଲାବ୍, ଜାଣନ୍ତୁ କଣ ଶସ୍ତା, କଣ ମହଙ୍ଗା…
ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ 56ତମ GST ପରିଷଦ ବୈଠକରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର…
GSTରେ ପରିବର୍ତ୍ତନ ଚାଷୀଙ୍କୁ ମିଳିବ ବଡ଼ ଲାଭ, ଶସ୍ତା ହେବ ଚାଷ ଉପକରଣ
ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଏକ ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଦ୍ୱାରା GST ଢାଞ୍ଚାରେ କରାଯାଉଥିବା ପରିବର୍ତ୍ତନର ସିଧାସଳଖ ଲାଭ ଏବେ ଦେଶର କୋଟି କୋଟି ଚାଷୀଙ୍କ ପାଖରେ ପହଞ୍ଚିବ।
ଟ୍ରାକ୍ଟର, କୃଷି ଉପକରଣ,…
Breaking: ଆସନ୍ତା ବର୍ଷରୁ ଆରମ୍ଭ ହେବ ‘ବାଲ୍ ବାଟିକା’ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର: ଆସନ୍ତା ବର୍ଷରୁ ବାଲ୍ ବାଟିକା କାର୍ଯ୍ୟକାରୀ ହେବ । ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ ହେବ ବାଲ୍ ବାଟିକା ।
ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ଏ ନେଇ ବିଭାଗ ପକ୍ଷରୁ…
ଝିଅ ବାହାଘର କରିବେ ସରକାର, ଲାଗୁହବ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’
ଭୁବନେଶ୍ୱର: ନାରୀ ସଶକ୍ତିକରଣ କରିବେ ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ନାରୀଙ୍କୁ ଗୁରୁତ୍ୱ ଦିଆଯାଇଛି ।
ଏଥିପାଇଁ ସରକାର ଖୋଲି ଦେଇଛନ୍ତି ପାଣ୍ଠି । ରାଜ୍ୟ ମହିଳାଙ୍କୁ ସଶକ୍ତିକରଣକୁ…
Odisha Budget: ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ଖର୍ଚ୍ଚ ହେବ ଏତିକି କୋଟି…
ଭୁବନେଶ୍ୱର,୧୭ା୨: ସୋମବାର ବିଧାନସଭାରେ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏଥର ସରକାର କୃଷି, ଶିକ୍ଷା, ସ୍ଵାସ୍ଥ୍ୟ, ସୁଭଦ୍ରା ଯୋଜନା, ପରିବହନ, ଯୋଗାଯୋଗ…
ଓଡ଼ିଶା ବଜେଟ୍: ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ବାଇସାଇକେଲ
ଭୁବନେଶ୍ୱର,୧୭ା୨: ବିଧାନସଭାରେ ସୋମବାର ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରକୁ ଆସିବା ପରେ ମୋହନ ସରକାରଙ୍କ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏଥର ବଜେଟ୍…
ବଜେଟରେ ଘୋଷଣା ହେଲା ୧୬ଟି ନୂଆ ଯୋଜନା, କେଉଁ କ୍ଷେତ୍ରରେ କେତେ ବ୍ୟୟ ବରାଦ ଜାଣନ୍ତୁ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଗାମୀ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ…
ବଜେଟ୍ରେ ସୁଭଦ୍ରା ପାଇଁ ୧୦ ହଜାର ୧୪୫ କୋଟି, ଜାଣନ୍ତୁ କନ୍ୟା ଯୋଜନା ପାଇଁ କେତେ
ଭୁବନେଶ୍ୱର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରୁଛନ୍ତି। ତେବେ ଏହି ବଜେଟରେ ସୁଭଦ୍ରା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ବଜେଟ ପ୍ରସ୍ତୁତ କରାଯାଇଛି।
ପ୍ରଥମ କିସ୍ତିରେ ଏଯାବତ ୪…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ନିର୍ମାଣ ହେବ ୫ ଲକ୍ଷ ଘର
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପନ ହେଉଛି ଓଡ଼ିଶା ବଜେଟ। ଏହାକୁ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ବଜେଟରେ ଅନ୍ତୋଦୟ ଯୋଜନା ପାଇଁ ବଜେଟ ପ୍ରସ୍ତୁତ କରାଯାଇଛି। ଯାହା ବର୍ତ୍ତମାନ ସାମ୍ନାକୁ…

