fbpx
Browsing Category

ନିଯୁକ୍ତି

OSSSC ପକ୍ଷରୁ ପୁଣି ଆସିଲା ନିଯୁକ୍ତି ସୁଯୋଗ: ଫାର୍ମାସିଷ୍ଟ ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପଦ ପୂରଣ ହେବ

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ପୂରଣ ହେବ ଅନେକ ପଦ । ଫାର୍ମାସିଷ୍ଟ ଓ ମଲ୍ଟିପର୍ପୋଜ ହେଲଥ ୱାର୍କର (ପୁରୁଷ) ପଦ ପୂରଣ…

ଓଡ଼ିଶା ଲୋକସଭା ସେବା ଆୟୋଗ ଜାରି କଲା ବିଜ୍ଞପ୍ତି: ତିନୋଟି ଇଞ୍ଜିନିୟରିଂ କଲେଜରେ ପୂରଣ ହେବ ବଡ଼ ପଦ

ନିଯୁକ୍ତି କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ତିନୋଟି ଇଞ୍ଜିନିୟର କଲେଜରେ ପ୍ରିନ୍ସିପାଲ ପଦ ପୂରଣ ହେବ । ଏଥିପାଇଁ ଆସନ୍ତା ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୨୯ ତାରିଖରେ…

CSIR-CASE ପକ୍ଷରୁ ବିଜ୍ଞପ୍ତି: ଓଡ଼ିଶାରେ ହେବ ପରୀକ୍ଷା, ASO ଏବଂ SO ପଦରେ ଦିଆଯିବ ନିଯୁକ୍ତି

ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଏବଂ ସେକ୍ସନ ଅଫିସର…

ଅମିନ, ବୈଷୟିକ ସହାୟକ ପ୍ରିଲିମିନାରୀ ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ OSSC ଜାରି କଲା ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅମିନ, ବୈଷୟିକ ସହାୟକ, ବୁଣାକାର ସୁପରଭାଇଜର ଓ ମୃତ୍ତିକା ସମ୍ପ୍ରସାରଣ କର୍ମଚାରୀ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।…

୧.୫ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି: ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନୀ ଉତ୍ସବରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଡିସେମ୍ବର ୧୭) ଗୁଜୁରାଟରେ ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ହୀରା ଏବଂ ଅଳଙ୍କାର ବ୍ୟବସାୟ ପାଇଁ ବିଶ୍ୱର ସର୍ବ ବୃହତ ତଥା ଆଧୁନିକ…

UIICରେ ଆସିଷ୍ଟାଣ୍ଟ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଗ୍ରାଜୁଏସନ କରିଥିଲେ କରନ୍ତୁ ଆବେଦନ

ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିମିଟେଡ୍(UIIC) ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ଟି…

ECHS ସେଲ ଭୁବନେଶ୍ୱର ପକ୍ଷରୁ ୨ଟି ବିଜ୍ଞପ୍ତି: DEO, କିରାଣୀ, ଫର୍ମାସିଷ୍ଟ ସମେତ ୨୪ ପ୍ରକାର ପଦରେ ଦିଆଯିବ ନିଯୁକ୍ତି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏକ୍ସ-ସର୍ଭିସମେନ ଯୋଗଦାନ ସ୍ୱାସ୍ଥ୍ୟ ଯୋଜନା (ଇସିଏଚଏସ) ସେଲ ଭୁବନେଶ୍ୱର ପକ୍ଷରୁ ଅନେକ ପଦରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ…

ଗ୍ରୀଡକୋ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି ହେଲା: ସେକ୍ରେଟାରିଆଲ ଷ୍ଟାଫ ଟୁ ଡାଇରେକ୍ଟର୍ସ ପଦରେ ଦିଆଯିବ ନିଯୁକ୍ତି

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଗ୍ରୀଡକୋ ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ସେକ୍ରେଟାରିଆଲ ଷ୍ଟାଫ ଟୁ ଡାଇରେକ୍ଟର୍ସ ପଦରେ ନିଯୁକ୍ତି ଦିଆଯିବ ।…

OPSC ଜାରି କଲା ମେଡିକାଲ ଅଫିସର ପରୀକ୍ଷା ଫଳ: ୨୩୯୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ଅଫିସର ପଦର ପରୀକ୍ଷା ରେଜଲ୍ଟ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ଗତ ନଭେମ୍ବର ମାସ ୮ ତାରିଖରେ ଏହି ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ମୋଟ…

ସେନାରେ ବାହାରିବାକୁ ଯାଉଛି ଅଗ୍ନିବୀର ନିଯୁକ୍ତି: ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ନୂତନ ବର୍ଷରେ ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ କରିପାରିବେ।…